Daily Archives

ସମ୍ବଲପୁରରେ ଅଗଷ୍ଟ ୧୫, ୨୨ ଓ ୨୩ ତାରିଖ ସଟ୍ ଡାଉନ୍ ବାତିଲ୍

ସମ୍ବଲପୁର, (ଦାମୋଦର ପଣ୍ଡା) : ପୂର୍ବରୁ ସମ୍ବଲପୁରରେ ଅଗଷ୍ଟ ମାସର ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ସ୍ୱାଧୀନତା ଦିବସ ପାଳନ ପାଇଁ ଅଗଷ୍ଟ ୧୫ ଏବଂ ନୂଆଁଖାଇ ପର୍ବ ପାଳନ ପାଇଁ ୨୨ ଓ ୨୩ ତାରିଖ ସଟ୍ ଡାଉନ୍ ବାତିଲ କରିବା ନେଇ ଘୋଷଣା କରିଛି ଜିଲ୍ଲା ପ୍ରଶାସନ
Read More...

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କରୋନା ପଜେଟିଭ୍

ଭୁବନେଶ୍ୱର, (କେପିଏନ୍ଏସ୍) : କରୋନାର କଳା ବାଦଲ ଘୋଟି ଚାଲିଛି ସାରା ବିଶ୍ୱରେ । ମାନୁନି କୌଣସି ଆକଟ । ଛୋଟ ବଡ଼, ଧନୀ ଗରିବ, ନାମୀ ଦାମୀ କାହାକୁ ଛାଡ଼ୁନି । ସୁଯୋଗ ପାଇଲେ ମାଡ଼ିବସୁଛି ଯେମିତି । ରାଜନେତାଙ୍କ ଠାରୁ ଆରମ୍ଭ କରି ଗରିବ, ଖଟିଖିଆ ପର୍ଯ୍ୟନ୍ତ କେହି ତା’ଠାରୁ ମୁକ୍ତ
Read More...

ହ୍ୱାଇଟ୍ ହାଉସ୍ ବାହାରେ ଗୁଳି କାଣ୍ଡ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ହ୍ୱାଇଟ ହାଉସ୍ ବାହାରେ ଗୁଳିକାଣ୍ଡକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କଡ଼ା କଟକଣା ତଥା ସୁଦୃଢ଼ ସୁରକ୍ଷା ବଳୟରେ ରହିଥିବା ହ୍ୱାଇଟ ହାଉସ୍ ରେ ଟ୍ରମ୍ପଙ୍କ ଦ୍ୱାରା ପ୍ରେସ ମିଟ୍ ଚାଲୁଥିବା ସମୟରେ ହ୍ୱାଇଟ ହାଉସ୍
Read More...

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା : ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ରୁଷ ରାଷ୍ଟ୍ରପତି ପୁତିନ୍ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟୀକା ରୁଷ ଆଣିଛି ବୋଲି ସେ କହିଛନ୍ତି । ତେବେ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ପୁତିନ୍ ଙ୍କ କନ୍ୟାଙ୍କୁ ବିଶ୍ୱର ପ୍ରଥମ କରୋନା ଟୀକା ଦିଆଯାଇଛି । ରୁଷ
Read More...

ପଚା ଅଣ୍ଡା ବଣ୍ଟନ ଅଭିଯୋଗ : ଭୁକ୍ସିମାଲ ଅଙ୍ଗନବାଡ଼ି କେନ୍ଦ୍ରରେ ଉତ୍ତେଜନା

ସଇଁତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତ ଭୁସ୍କିମାଲ ଗ୍ରାମରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ପଚା ଅଣ୍ଡା ସହିତ ପୋକରା ଚାଉଳ ବଣ୍ଟନ ହୋଇଥିବା ଗ୍ରାମର ଧନମତି ସାହୁ, ରଜନି ଭୋଇ, ଉର୍ବଶୀ ସାହୁ, ଦମୟନ୍ତି ସାହୁ, ରିତା ସାହୁ, ଚନ୍ଦ୍ରକାନ୍ତି
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୨୭ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୫

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ମହିଳା ଓ ୧୪ ଜଣ ପୁରୁଷ ରହିଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳରୁ ଆଜି ୨୫ ଜଣ ଏବଂ ଗୁଡ଼ଭେଲା ବ୍ଲକର କୁରେଇଭନାରୁ ଜଣେ
Read More...

ଅଜନା ଗାଡ଼ି ଧକ୍କା ଥି ବୁଆର୍ ମରନ୍ : ମୁରଦାର ପାଖେ ବସି କାନ୍ଦୁଛେ ଝି’

ନୂଆପଡ଼ା, (କେପିଏନ୍ଏସ୍) : ଗୁଟେ ହୁରୁଦ୍ ଫଟା କଥା । ଶୁନଲେ ଦିହିଁ ଶିତେଇ ଯିବା । ଗଲା ରଏବାର ରାତି ଗୁଟେ ଅଜନା ଗାଡ଼ିର ଧକ୍କା ଥି ବୁଆ ମରିଗଲା ଉତରୁ ସକାଲେ ରୋଡ଼ ଥି ବୁଆ ମରି କରି ପଡ଼ିଥିବାର ଦେଖି ଭୋ’ ଛାଡ଼ତେଲ୍ କାନ୍ଦୁଛେ ଝି’ । କୋମନା ବ୍ଲକ ତରବୋଡ଼ ଗାଁର ସମ୍ଭବ ଉଦ୍ୟାନ ପାଖର
Read More...

୨୯ ଜିଲ୍ଲାରୁ ଆଜି ଗଂଜାମରୁ୨୨୭ ଓ ଖୋର୍ଦ୍ଧାରୁ ୨୧୮ ଜଣ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଗଂଜାମରୁ ୨୨୭ ଓ ଖେର୍ଦ୍ଧାରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୪, ବାଲେଶ୍ୱରରୁ ୫୪, ବରଗଡ଼ରୁ ୫୬, ଭଦ୍ରକରୁ ୮୩, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୧୦, କଟକରୁ ୭୬, ଢେଙ୍କାନାଳରୁ ୧୪, ଗଜପତିରୁ ୨୦, ଜଗତସିଂହପୁରରୁ ୧୬,
Read More...

ଦେଶରେ ୫୩,୬୦୧ ଓ ଓଡ଼ିଶାରେ ୧୩୪୧ ଜଣ ନୂଆ ସଂକ୍ରମିତ

ଭୁବନେଶ୍ୱର, (କେପିଏନ୍ଏସ୍) : ବଢ଼ି ଚାଲିଛି କରୋନା ସଂକ୍ରମଣ । ଦେଶରେ ଆଜି ୫୩,୬୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଓଡ଼ିଶାରୁ ଆଜି ୧୩୪୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮୧୮ ଜଣ କ୍ୱାରେନଟାଇନ୍ରୁ ଏବଂ ୫୨୩ ଜଣ ସ୍ଥାନୀୟ ଅଂଚଳରୁ
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟିର ବୟୋଜ୍ୟେଷ୍ଠ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି । ଏବେ ସେ ୮୨ ବର୍ଷ ଅତିକ୍ରମ
Read More...