Daily Archives

ବଲାଙ୍ଗିରରେ ଗୋଟିଏ ଦିନରେ ୫୧ ସଂକ୍ରମିତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ କରୋନା ତାର କାୟାବସ୍ତାର କରି ଚାଲିଛି । ବଲାଙ୍ଗିରରେ ଗୋଟିଏ ଦିନରେ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଏହି ସୂଚନାରେ ଦର୍ଶାଯାଇଛି ଯେ, ବଲାଙ୍ଗିର ସହରରୁ ୨୧ ଜଣ ଓ ସିଆର୍ପିଏଫ୍.ରୁ ୧୨ ଏବଂ ଦୁଇ ଜଣ
Read More...

ପାଟଣାଗଡ ବିଜେପି ତରଫରୁ ସମୂହ ଦୀପ ଦାନ

ପାଟଣାଗଡ, (ଅଜିତ ପୁରୋହିତ) : ଦେଶରେ ତଥା ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବାରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଖମାର ଦଶମତୀ ମନ୍ଦିର ଠାରେ କରୋନା ମହାମାରୀରୁ ରକ୍ଷା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି
Read More...

ଋଣ ଚାପଗ୍ରସ୍ତ ଚାଷୀ ଜୀବନ ହାରିଲେ

ଭଦ୍ରକ, (କେପିଏନ୍ଏସ୍) : ଋଣ ଚାପରେ ବିଷାଦଗ୍ରସ୍ତ ହୋଇ ଭଦ୍ରକ ସଦର ଥାନା ଅନ୍ତର୍ଗତ ରାକୁଆଳିବିନ୍ଧା ଗ୍ରାମର ଚାଷୀ ମହେନ୍ଦ୍ର ଦାସ ଆତ୍ମହତ୍ୟା କରିଥିବା ସୂଚନାରେ ପ୍ରକାଶ । ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି । ପରିବାର ଲୋକ
Read More...

ଆସୁଛି ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର, (କେପିଏନ୍ଏସ୍) : ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଲଘୁଚାପର । ୪ ତାରିଖ ଗୋଟିଏ ଲଘୁଚାପ ରହିଥିବା ବେଳେ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉକ୍ତ ଦୁଇ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି କୁହାଯାଇଛି । ରାଜ୍ୟରେ
Read More...

ମୁନୁଷର୍ ଭାବ୍ କେ ଠିକ୍ ଠଅଁକେଇ ପାରିଥିବାର୍ କବି ଗଙ୍ଗାଧର

ସ୍ୱଭାବ କବି ଗଙ୍ଗାଧରକୁଁ ତାକର୍ ଜନ୍ମତିଥି ଥି ଲାଖେ ମୁଡ଼ିଆମୁନୁଷର୍ ଭାବ୍ କେ ବନେ କରି ଠଅଁକେଇ ପାରିଥିବାର୍ ଜନେ ଯୁଗ୍ଜନ୍ମା କବି ହଉଛନ୍ ପ୍ରକୃତି କବି ଗଙ୍ଗାଧର । ଭାବର୍ ଭୂଇଁ ନେ ଆର୍ ଗୁଟେ ଭାବ୍ କେ ରୁଇ ଦେଇ ଗୁଟେ ଅନନ୍ତ ଭାବ୍ ଫୁଟେଇ ପାର୍ବାର୍ ଦମ୍ ତାଙ୍କର୍ କାବ୍ୟ କବିତା ଭିତ୍ରେ
Read More...

ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍ଏସ୍) : ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି । ଆଉ ୧୦ ଜଣଙ୍କ କରୋନା ସଂକ୍ରମଣରେ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଦିନକରେ ୧୩୮୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଘୋଟୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ପୁଣି ୧୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୫୧୧ ଜଣ ସ୍ଥାନୀୟ ଅଂଚଳରୁ ବୋଲି କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ,
Read More...

କଳାହାଣ୍ଡି ପ୍ରସଙ୍ଗ : ସତ୍ୟକୁ ସ୍ୱୀକାର କରିବାରେ କୁଣ୍ଠା କାହିଁକି?

ଆମେ ଏକ ଦୁର୍ଗମ ଅଂଚଳକୁ ଯାଉଥିଲୁ । ସାଙ୍ଗରେ ଥିଲେ ମିସ୍ନାରୀ Lutheran World Service (LWS) ସଂସ୍ଥାର ଦୁଇ କର୍ମଚାରୀ, ଜଣେ ବଙ୍ଗୀୟ ଓ ଆଉ ଜଣେ ଓଡ଼ିଆ । ଉଦେ୍ଧଶ୍ୟ- ସେ ଅଂଚଳରେ ପାନୀୟ ଜଳର ସୁବିଧା କରିବା । ମ. ରାମପୁର ବ୍ଲକର ମାଣିକେରା ଗ୍ରା.ପ.ରୁ ମାତ୍ର ୭ କି.ମି. ଦୂର କାଉପଦର
Read More...

ବିଧାୟକଙ୍କ ସହଯୋଗରେ ୧୨ ଶହ ପରିବାରକୁ ବଂଟାହେଲା ମାସ୍କ ଓ ସାବୁନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହଯୋଗରେ ୧୨ ଶହ ପରିବାରକୁ ମାସ୍କ ଓ ସାବୁନ୍ ବଂଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ର ଠେମ୍ରା, ଗୋଲାବନ୍ଧ, ମଲକାସଡ଼ା, ବରକାନୀ, ଠେମରା, ପିଟାବାହାଲ ଗ୍ରାମବାସୀଙ୍କୁ କରୋନା ସଂକ୍ରମଣଠାରୁ
Read More...

କାଳିଆ ଟଙ୍କା ଫେରାଇବାକୁ ଆସିଲା ନୋଟିସ୍

ଗୁଡ଼ଭେଲା, (କେପିଏନ୍ଏସ୍) : ଗତ ସାଧାରଣ ନିର୍ବାଚନ ପୂର୍ବରୁ କୃଷକମାନଙ୍କୁ ସହଯୋଗ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା କାଳିଆ ଯୋଜନାର ଟଙ୍କା ଏବେ ଚାଷୀଙ୍କ ପାଇଁ କାଳ ହେଲାଣି । ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ ଚୟନ କରି ଏକ ମାସ ମଧ୍ୟରେ ଟଙ୍କା ଫେରାଇବା ପାଇଁ
Read More...