ବିଜେପି ନେତା ବିଜୟ ମେହେରେଙ୍କୁ ଯାଦବ ନେତା କୁନା ଭାଟି ଅଶାଳୀନ ମନ୍ତବ୍ୟ ଦେବା ସହ ମୁହଁରେ ଫିଙ୍ଗିଲେ ଗରମ ଚା’…
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳ ପ୍ରାୟ ୭.୩୦ଟାରେ ଟିଟିଲାଗଡ଼ର ଜଣାଶୁଣା ଯୁବ ସମାଜସେବୀ ଓ ବିଜେପିର ଯୁବନେତା ବିଜୟ ମେହେର ନିଜ ସାଙ୍ଗ ମାନଙ୍କ ସହ ସ୍ଥାନୀୟ ମେଦିରତ୍ତା ପେଟ୍ରୋଲ ପମ୍ପ ଠାରେ ଚା' ଖଟିରେ ବସିଥିଲେ । ଏହି ସମୟରେ ଟିଟିଲାଗଡ଼ ଟାଉନ ଯାଦବ ସଂଘ ସଭାପତି!-->…
Read More...
Read More...