Browsing Tag

titilagarh news

ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରକ୍ : ଭାରସାମ୍ୟ ହରାଇ କଲା ଅନେକ କ୍ଷୟକ୍ଷତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ରେ ଘଟି ଯାଇଛି ଏକ ଦୁର୍ଘଟଣା । ଲୋକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଗତକାଲି ରାତି ସାଢେ଼ ୮ ଟାରୁ ୯ଟା ମଧ୍ୟରେ ଘଟିଛି ଏଇ ଘଟଣା । ପ୍ରତ୍ୟକ୍ଷଦର୍ଶୀ କହନ୍ତି, ଏକ ଟ୍ରକ୍ (ଓଆର୍ ଏକ ପାଞ୍ଚ ଏଫ୍ ତିନି ଆଠ ଛଅ ଶୁନ) ଡିଏଭି କଲେଜ୍ ପଟରୁ ଦ୍ରୁତ
Read More...

ସହର ମଧ୍ୟରେ ଦେଶୀ ମଦ ଭାଟି : ବଢୁଛି ହିଂସା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ସହର ବଲାଙ୍ଗିର ଜିଲ୍ଲାର ଏକ ବଡ଼ ସହର ତଥା ଏକ ବଡ଼ ସବ୍‌ଡ଼ିଭିଜନ । ଏଠାରେ ରହିଛି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କୋର୍ଟ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ, ପୌରପରିଷଦ କାର୍ୟ୍ୟାଳୟ, ସରକାରୀ ଡାକ୍ତରଖାନା, ପୋଲିସ ଷ୍ଟେସନ ଆଦି ବିଭିନ୍ନ ସରକାରୀ
Read More...

ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରଚେଷ୍ଟା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡରେ ଅନେକ ଦିନ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି । ଏହି ଦାବୀକୁ ପୂରଣ କରିବା ପାଇଁ ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ
Read More...

ପ୍ରାୟ ଛବିଶ ଦିନ ପରେ କାମକୁ ଫେରିଲେ ସଫେଇ କର୍ମଚାରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୫ ଦିନ ହେଲା ଟିଟିଲାଗଡରେ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇ ପଡ଼ିଥିଲା । ସବୁଆଡେ ଖାଲି ଅଳିଆ ଆବର୍ଜ୍ଜନା ଦେଖିବାକୁ ମିଳୁଥିଲା । ପୌରପରିଷଦର ସଫେଇ କର୍ମଚାରୀମାନେ ଠିକା ବ୍ୟବସ୍ଥାରେ କାମ କରିବାକୁ ବିରୋଧ କରି କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ।
Read More...

ଲାଇଟ୍, ସାଉଣ୍ଡ ଏବଂ ଟେଣ୍ଟ ଆସୋସିଏସନ୍‌ର ସାମୁହିକ ମିଳନ ଅନୁଷ୍ଠିତ

ଟିଟିଲାଗଡ , (ଗୌରବ ଦର୍ଜୀ) : କୋରୋନା ମହାମାରୀ ଦେଶର ସମସ୍ତ ବ୍ୟବସାୟୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । କୋରୋନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକ୍ ଡାଉନ୍ କରିବା ପରେ ଆରମ୍ଭ କରିଛନ୍ତି ଅନ୍‌ଲକ୍ ପ୍ରକ୍ରିୟା । ସେପ୍ଟେମ୍ବର ୧ ତାରିଖରୁ ଅନ୍‌ଲକ୍ ୫.୦ ଆରମ୍ଭ
Read More...

କେନ୍ଦ୍ର ସାହିତ୍ୟ ଏକାଡେ଼ମୀର କାର୍ଯ୍ୟକ୍ରମ ଉପରେ କୋଶଲୀ ଭାଷା ସୁରକ୍ଷା ସମିତିର ପ୍ରତିକ୍ରିୟା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ସେପ୍ଟେମ୍ବର ୧୯ ତାରିଖ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଅନ୍‌ଲାଇନ୍‌ ସମ୍ବଲପୁରୀ କବି ସମ୍ମିଳନୀ ଆୟୋଜନ କରିଥିବା ବେଳେ ଟିଟିଲାଗଡ଼ କୋଶଲୀ ଭାଷା ସୁରକ୍ଷା ସମିତି ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି । ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଏହା
Read More...

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପିତୃ ବିୟୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତା ଗୌରୀଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଛି। ସେ କିଛି ଦିନରୁ ବୃଦ୍ଧାବସ୍ଥା ଯୋଗୁଁ ପୀଡ଼ିତ ଥିଲେ । ଆଜି ଟିଟିଲାଗଡର ହାଟପଦାପଡା ସ୍ଥିତ ତାଙ୍କ ବାସଭବନରେ ୯୬ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି ।
Read More...

ଟିଟିଲାଗଡ ସବ୍ ଡିଭିଜନ ଓ କଣ୍ଟାବାଞ୍ଜି ଏନଏସି.ର ଜନସାଧାରଣଙ୍କ ପାଇଁ ଉପଜିଲ୍ଲାପାଳଙ୍କ ଜରୁରୀ ସୂଚନା ଜାରି

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏକ ଜରୁରୀ ସୂଚନା ଜାରି କରିଛନ୍ତି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଦ୍ୱାରା ଓଡିଶାର ଅତ୍ୟାବଶ୍ୟକୀୟ ସାମଗ୍ରୀ ରକ୍ଷଣାବେକ୍ଷଣ ସୁନିଶ୍ଚିତ
Read More...

ସରକାରୀ ଜମି ଅବରୋଧକୁ ବିରୋଧ କରି ରାସ୍ତାରୋକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ଘାଟ ଗାଁରେ ଆଜି ଦିନ ଦୁଇଟା ସମୟରେ ରାସ୍ତା ଅବରୋଧ କରିଥିଲେ । ଶଗଡ଼ଘାଟ ଗାଁର ଗଦାଧର ସାହୁ ନାମକ ଜଣେ ବ୍ୟକ୍ତି ଏକ ସରକାରୀ ଜମିକୁ ଦଖଲ କରି ଘର ତିଆରି କରୁଥିବା ସମୟରେ ଗାଁ ଲୋକ ତାଙ୍କୁ ମନା କରିଥିଲେ । କାରଣ ସେହି ଜମିକୁ
Read More...

ଟିଟିଲାଗଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ପୌରପରିଷଦର ନିଦ ଭଙ୍ଗୁନାହିଁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ହେଉଛି ବଲାଙ୍ଗିର ଜିଲ୍ଲାର ଏକ ବଡ଼ ସହର ତଥା ଏକ ବଡ଼ ସବ୍‌ ଡିଭିଜନ୍‌ । ଟିଟିଲାଗଡ ରେଳ ଜଂକ୍ସନ୍ ବି ବେଶ୍ ଜଣାଶୁଣା । ଏଠାକାର ଜନସଂଖ୍ୟା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ । କିନ୍ତୁ ପରିମଳ ବ୍ୟବସ୍ଥା ଠପ୍ । ସହରର ବିଭିନ୍ନ ରାସ୍ତା ଉପରେ
Read More...