Browsing Tag

titilagarh news

ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ସମୟରେ ଗୋ-ଚାଷୀଙ୍କ ଆକ୍ରୋଶ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଥିବା ଉପଖଣ୍ଡୀୟ ପ୍ରାଣୀ ଚିକିତ୍ସାଳୟରେ ଆଜି ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି ସମୟରେ ଟିଟିଲାଗଡ ଅଞ୍ଚଳରେ ଗାଈ ପାଳନ କରୁଥିବା କିଛି ଚାଷୀ ଆସି ଉତ୍ତେଜନା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ଯେଉଁ ଗାଈ ଚାଷୀମାନଙ୍କ ପାଇଁ
Read More...

ଟିଟିଲାଗଡରେ ଧାନ ମଣ୍ଡି ଓ କପା ମଣ୍ଡି ଉଦଘାଟିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଞ୍ଚଳର ମନିଗାଁରେ ଧାନ ମଣ୍ଡି ଓ ଟିଟିଲାଗଡ ଗୋରୁବଜାରରେ କପା ମଣ୍ଡି କଣ୍ଟାବାଞ୍ଜି ଆର୍.ଏମ୍.ସି. ତରଫରୁ ପ୍ରତିଷ୍ଠା ହୋଇଛି । ଆଜି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମନିଗାଁକୁ ଯାଇ ଧାନ ମଣ୍ଡିର ଉଦଘାଟନ
Read More...

ବିବାହ, ବ୍ରତ ଓ ସାଂସ୍କୃତିକ ଉତ୍ସବରେ ବାଜା, ଟେଣ୍ଟ୍ ଓ ଲାଇଟର ବ୍ୟବହାର ପାଇଁ ଅନୁମତି ସକାଶେ ଉପଜିଲ୍ଲପାଳଙ୍କ ଜରିଆରେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ମାର୍ଚ୍ଚ ମାସ ୨୦୨୦ରୁ ଆଜି ପର୍ୟ୍ୟନ୍ତ ସାରା ବିଶ୍ବରେ ମହାମାରୀ ହୋଇଥିବା ଯୋଗୁ ସରକାରଙ୍କ କୋଭିଡ-୧୯ର ସମସ୍ତ ନିୟମ ମାନି ବାଜା ଓ ସାଉଣ୍ଡ ସଂଘର ସବୁ ମାଲିକମାନେ ନିଜ ନିଜର ବ୍ୟବସାୟକୁ ବନ୍ଦ କରିଛନ୍ତି । ଯାହା ଦ୍ବାରା ସେମାନେ ଦୀର୍ଘ ୯ ମାସ
Read More...

ଚାନ୍ଦୋତରା ଗ୍ରାମ ବିଦ୍ୟାଳୟକୁ ଚୋରମରା ଗ୍ରାମ ବିଦ୍ୟାଳୟ ସହ ମିଶାଇ ଦିଆଯିବା ସରକାରଙ୍କ ନିଷ୍ପତ୍ତିକୁ ପୁନର୍ବିଚାର…

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଶିକ୍ଷକମାନଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ, ଯେଉଁ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ରଛାତ୍ରୀ ଅଛନ୍ତି ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟ ସହ ଜଡ଼ିତ କରି ଦିଆଯିବା । କିନ୍ତୁ ସରକାର
Read More...

ପତ୍ରାପାଲି(ଖ) ଗ୍ରାମପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ନଭେମ୍ବର ୧୧ ତାରିଖ ଦିନ ଦୁଇଟା ସମୟରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି(ଖ) ଗ୍ରାମପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ହେମନ୍ତ କୁମାର ପୋଡ଼ଙ୍କ ଉପରେ ପତ୍ରାପାଲି ଗ୍ରାମର ଚାରି ଜଣ ବ୍ୟକ୍ତି ମଦ୍ୟପାନ କରି ଆକ୍ରମଣ କରିଥିଲେ ।
Read More...

ପତ୍ରାପାଲି ପଞ୍ଚାୟତ ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଆକ୍ରମଣ : ମଧ୍ୟରାତ୍ରୀରେ ଘରେ ନିଆଁ ଲଗାଇ ଦେଲେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପତ୍ରାପାଳି ପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ଖେରଟ ଗ୍ରାମର ହେମନ୍ତ ପୋ୍ଥଢ଼। ସେ ଗତକାଲି ଦିନ ବେଳା ପତ୍ରାପାଲି ପଞ୍ଚାୟତରେ
Read More...

ଆଦିବାସୀ ନେତାଙ୍କୁ ଆକ୍ରମଣ ଘଟଣା : ୨ ଗିରଫ

ଟିଟିଲାଗଡ଼, (ଦେବାଶିଷ ମିଶ୍ର) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଉପଦେଷ୍ଟା ଦେବସିଂ ମାଝିଙ୍କୁ ହତ୍ୟା ଉଦ୍ୟମ କରି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଅପରାଧୀଙ୍କୁ ଗତକାଲି ଟିଟିଲାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପାଞ୍ଚ ଜଣ ଅଭିଯୁକ୍ତଙ୍କ
Read More...

ମକା ଅଭାବୀ ବିକ୍ରି : ଚାଷୀର ମୁଣ୍ଡା ବିନ୍ଧା ସାଜିଛି

ଟିଟିଲାଗଡ , (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ କୁଶକେଲା ପଞ୍ଚାୟତରେ ଦେଖା ଦେଇଛି ମକାର ଅଭାବୀ ବିକ୍ରି । ଚାଷୀମାନେ ଖର୍ଚ୍ଚ କରିଛନ୍ତି ହଜାର ହଜାର ଟଙ୍କା । ଚାଷ ପାଇଁ ବିନିଯୋଗ କରିଥିବା ଟଙ୍କ ର ଭରଣା ପାଉଥିବା ଦୂର କଥା, ମକା ବିକ୍ରି ହେଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଦଲାଲଙ୍କ
Read More...

ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ଟପ୍ପର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ୮୯.୨ ପ୍ରତିଶତ ମାର୍କ ରଖି ଟପ୍ପର ହେବା ସହ ଟିଟିଲାଗଡ଼ ତଥା ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ଯୋଗଦାନ କରିଛନ୍ତି ଶୋଭିତ । ଟିଟିଲାଗଡ଼ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ
Read More...

ହାତୀ ଗଲି ଯଉଛେ, ଧରା ପଡୁଛେ ଚାଁଟି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ ପ୍ରଶାସନ ତରଫରୁ ଉପଜିଲ୍ଲପାଳ ସୋମେଶ ଉପାଧ୍ୟାୟ ଦଶ ଦିନ ତଳେ ଅର୍ଥାତ୍ ୨୬ ଅକ୍ଟୋବରରେ ଏକ ନିୟମ ଜାରି କରିଥିଲେ ଯେ, ଟିଟିଲାଗଡ ସହର ମଧ୍ୟ ଦେଇ କୌଣସି ଭାରିଯାନ ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ
Read More...