Browsing Tag

talcher news

ହାଣ୍ଡିଧୁଆ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଶୁଭାରମ୍ଭ

ତାଳଚେର : ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପ ଶୁଭାରମ୍ଭ । ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୧ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ
Read More...

ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ସବୁଜ ସୁନ୍ଦର ଅନୁଗୁଳ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ସଂକଳ୍ପ ନେଲେ…

ତାଳଚେର : ତାଳଚେର ହାଣ୍ଡିଧୁଆ ଗ୍ରାମର ଖେଳପଡ଼ିଆ ଏବଂ ଗୋପାଳପ୍ରସାଦ ରିଜର୍ଭ ଫରେଷ୍ଟରେ ପୃଥକ ପୃଥକ ଭାବରେ “ଏକ୍ ପେଡ୍ ମା’ କେ ନାମ ୨.୦” ବୃକ୍ଷରୋପଣ ଅଭିଯାନ ଓ ୭୬ତମ ବନମହୋତ୍ସବ-୨୦୨୫ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନଙ୍କ
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ : ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର : ସାରା ଓଡ଼ିଶାରେ ଏବେ ଭିଜିଲାନ୍ସ ବିଭାଗ ଏକ୍‌ଟିଭ୍‌ ମୋଡ଼୍‌ରେ ରହିଥିବା ବେଳେ ଦୁର୍ନୀତିଖୋର୍‌ ଅଧିକାରୀଙ୍କ ଭିତରେ ଛନକା ପଶିଯାଇଛି । ବେଆଇନ୍‌ ଭାବେ ଗଦା ଗଦା ସଂପତ୍ତି ଠୁଳ କରିଥିବା ଅଧିକାରୀଙ୍କ ନିଦ ହଜାଇ ଦେଇଛି ଓଡ଼ିଶା ଭିଜିଲାନ୍ସ ବିଭାଗ । ଲଗାତାର ଭାବେ ମାଳ ମାଳ
Read More...

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳାମେସିନ୍ ନଥିବା ଯୋଗୁଁ ଉପଚାର ହୋଇ ପାରୁନଥିବା ଅଭିଯୋଗ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଖଣି ଅଞ୍ଚଳରେ କୋଇଲା ପରିବହନ ଯୋଗୁଁ ରାସ୍ତାରେ ଥିବା ଗାଈଗୋରୁ ନିତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହା ଦେଖା ଯାଉଛି ଯେଉଁ ଗାଈଗୋରୁଙ୍କ ଗୋଡ଼ ଭାଙ୍ଗି ଯାଇଛି ସେମାନେ ସେମିତି ପଶୁ ଚିକିତ୍ସାଳୟରେ ପଡିରହି ମୃତ୍ୟୁକୁ ଅପେକ୍ଷା କରୁଛନ୍ତି ।
Read More...

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ ଏଏଚ୍‌ଏଲ୍‌ ସେବା ଜରୁରୀ ହୋଇପଡିଛି

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଖଣି ଅଂଚଳ ତାଳଚେରରେ ବୁଲା ଗାଇଗୋରୁଙ୍କ ଜୀବନ ବିପର୍ଣ୍ଣ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ଖଣି ଦ୍ୱାରା ବିଭିନ୍ନ ଗା' ଗଣ୍ଡା ଉଠିଯିବା ପରେ ବର୍ତ୍ତମାନ ସେଠାରେ ଥିବା ଗୃହ ପାଳିତ ପଶୁ ଆଜି ରାସ୍ତା ଉପରେ ଜୀବନ ନିର୍ବାହ କରୁଛନ୍ତି । ଖଣି ଅଞ୍ଚଳ
Read More...

ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଉପଖଣ୍ଡ ମୁଖ୍ୟ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକସେବକଙ୍କ ଛ' ଦଫା ଦାବୀ ଯଥା ଆଠ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ସିଭିଲ ସର୍ଭେଣ୍ଟ ମାନ୍ୟତା ତଥା ପେନ୍‌ସନ୍‌, କମଲେସ ଚନ୍ଦ୍ର କମିଟି ସୁପାରିସ, ଗ୍ରାଚୁଇଟି ଦେଢ଼ ଲକ୍ଷରୁ ପାଞ୍ଚ ଲକ୍ଷ ଆଦି ଦାବୀ ନେଇ
Read More...

ତାଳଚେର ପ୍ରେସ୍ କ୍ଲବ୍‌ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ଦିବା ବାର ଘଣ୍ଟା ତିରିଶ ମିନିଟ ସମୟରେ ତାଳଚେର ହୋଟେଲ ବୃନ୍ଦାବନ ଅଡିଟୋରିଅମ୍‌ଠାରେ ତାଳଚେର ପ୍ରେସ୍ କ୍ଲବ୍ (ନୋଭାଲ୍)ର କର୍ମକର୍ତ୍ତା ଜାତୀୟ ପ୍ରେସ୍ ଦିବସ ପାଳନ କରିଛନ୍ତି । ଏହି ଅବସରରେ ପ୍ରେସ୍ କ୍ଲବ୍ (ନୋଭାଲ୍)ର ସଭାପତି ପ୍ରବୀଣ କୁମାର ଦାସ
Read More...

ଗୋଶାଳା ଏବଂ ବୁଲା ଜୀବଙ୍କ ସୁରକ୍ଷା ନିମନ୍ତେ କୃଷି ଭଵନରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଆଲୋଚନାଚକ୍ର

ତାଳଚେର (ଆର୍ତ୍ତତ୍ରାଣ ପାଣି ) : ରାଜ୍ୟ କୃଷି ଓ ପଶୁପାଳନ ବିଭାଗ ଦ୍ୱାରା ଭୁବନେଶ୍ୱର ସ୍ଥିତ କୃଷିଭଵନରେ ବୁଲା ଗୋରୁଗାଈ ଏବଂ ରାସ୍ତା ଉପରେ ପଡିଥିବା ଜୀବଙ୍କ ସୁରକ୍ଷା ଓ ଯତ୍ନ ନିମନ୍ତେ ବିଭାଗିୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ
Read More...

ନାରଦ ଟୁଙ୍ଗୀ ପକ୍ଷରୁ ୨ୟ ବାର୍ଷିକ ଉତ୍ସବ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ନାରଦ ଟୁଙ୍ଗୀ ପକ୍ଷରୁ ତାଳଚେର ପଞ୍ଚାୟତ ସମିତି ସଭାଘର ପରିସରରେ ୨ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ମହେଶ ସାହୁ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ନାରଦଙ୍କ ଭୂମିକା
Read More...

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

ଜେଇଙ୍କୁ ଠିକାଦାର ସଜେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି : କାଳନ୍ଦି ସାମଲ ତାଳଚେର/କଣିହାଁ : ତାଳଚେର ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ବଡ଼ଗୁଣ୍ଡୁରୀ ପଞ୍ଚାୟତ ଅଫିସ୍ ସମ୍ମୁଖରେ କଣିହାଁ ମଣ୍ଡଳ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୁର୍ନୀତି ଭଷ୍ଟାଚାର ବଂଶବାଦ,
Read More...