ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ହେଲେ କଂଗ୍ରେସର ସୁବର୍ଣ୍ଣପୁର ଜିଲ୍ଲା ସଭାପତି
ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ଆଜି ରାଜ୍ୟ କଂଗ୍ରେସର ୩୩ ଟି ସାଙ୍ଗଠାନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ତାଲିକା ପ୍ରକାଶ ପାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡାଙ୍କ ଉପରେ ଦଳ ବିଶ୍ୱାସ ରଖି ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସଭାପତି ରୂପେ!-->…
Read More...
Read More...