Browsing Tag

simulia news

ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ : ୬ ଗୋରୁ ଉଦ୍ଧାର

ସିମୁଳିଆ : ଭଦ୍ରକରୁ ବାଲେଶ୍ୱର ଆଡ଼କୁ ବେଆଇନ ଭାବେ ଯାଉଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ସିମୁଳିଆ ପୁଲିସ ୧୬ ନମ୍ୱର ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ କାଂଶବାଂଶ ନଦୀ ପୋଲ ନିକଟରେ ଧରିବାରେ ସଫଳ ହୋଇଛି । ଜବତ ହୋଇଥିବା ଗାଡ଼ିରୁ ୬ ଟି ଗୋରୁ ଉଦ୍ଧାର ହୋଇଥିବାବେଳେ ଗାଡି ଚାଳକ ଏବଂ
Read More...

ସଡକ ଦୁର୍ଘଟଣା, ୧ ମୃତ

ସିମୁଳିଆ : ବାଇକ ଯୋଗେ ସୋରରୁ ଘରକୁ ଫେରିବା ବାଟରେ ୧୬ନଂ ଜାତୀୟ ରାଜପଥରେ ଅଜଣା ଗାଡି ସହ ଧକ୍କା ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ
Read More...