Browsing Tag

sambalpur news

ବୁର୍ଲା ଡ଼ାକ୍ତରଖାନା ପରିସରରେ ଏଭଳି ଯୋଜନାହୀନ ନିର୍ମାଣ କାହିିଁକି : ସାଧାରଣରେ ପ୍ରଶ୍ନ

ସମ୍ବଲପୁର, (ଦାମୋଦର ପଣ୍ଡା) : ବୁର୍ଲା ଡ଼ାକ୍ତରଖାନା ପରିସରରେ ଯୋଜନାହୀନ ଭାବେ ନିର୍ମାଣ ଚାଲିଛି ବହୁ ତାଲା କୋଠା, ଯେମିତି ପାଞ୍ଚ ମହଲା ବିଶିଷ୍ଟ ନୂତନ ମେଡ଼ିସିନ୍ ୱାର୍ଡ । ରୋଗୀମାନଙ୍କୁ ଚିକିତ୍ସା ପାଇଁ ୱାର୍ଡକୁ ନେବା ଆଣିବାରେ ବହୁ ସମସ୍ୟାର ସମ୍ମଖୀନ ହେଉଛନ୍ତି । ଏଠାରେ ଥିବା
Read More...

ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି : ଦୃ‌ଷ୍ଟି ଦିଆଯାଉ

ସମ୍ବଲପୁର, (ଦାମୋଦର ପଣ୍ଡା) ବୁର୍ଲା ସହର ଏକ ଶିକ୍ଷା ନଗରୀର ଭାବେ ଗଢି ଉଠିଥିବାରୁ ଏଠାରେ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ନାହିଁ । ମାତ୍ର ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି, ଏପରିକି ଫୋନ୍ ଅର୍ଡରରେ ମଧ୍ୟ ମଦ ଦିଆଯାଉଛି। ଏବେ ସାଧାରଣରେ ଏକ ଗୁରୁତର ଅଭିଯୋଗ ଆସୁଛି, ଭୀମସାର୍ ପରିସରକୁ
Read More...

କରୋନ। ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି : ବିଧାୟକ ଜୟନାରାୟଣ ମିଶ୍ର

ସମ୍ବଲପୁର, (ଦାମୋଦର ପଣ୍ଡା) : କରୋନ। ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ଏ ପ୍ରସଙ୍ଗରେ ସେ ବିଧାନସଭାରେ ଆଲୋଚନା ଦାବୀ କରିବେ ବୋଲି ମଧ୍ୟ କହିଛନ୍ତି । ଅଣ-କୋଭିଡ୍ ରୋଗୀଙ୍କ
Read More...

ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ

ସମ୍ବଲପୁର (ଦାମୋଦର ପଣ୍ଡା) ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ, କବି, ଗାଳ୍ପିକ ତଥା ଅନୁବାଦକ ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ହୋଇଛି । ଡ.ସୁଶିଲ କୁମାର ବାଗ ଏହି ମହାର୍ଘ୍ୟ ପୁସ୍ତକର ସଙ୍କଳକ ଅଛନ୍ତି । ପୁସ୍ତକରେ ଶ୍ରୀ ପଣ୍ଡାଙ୍କ
Read More...

ସ୍ଵର୍ଗଦ୍ଵାରରେ ଶବ ଜଳିବାରେ ବିରାମ ନାହିଁ

ସମ୍ବଲପୁର, (ଦାମୋଦର ପଣ୍ଡା) : ସ୍ଵର୍ଗଦ୍ଵାରରେ ଶବ ଜଳିବାରେ ବିରାମ ନାହିଁ । ସମ୍ବଲପୁର, ବୁର୍ଲାରେ ପ୍ରତିଦିନ ମୃତକଙ୍କ ପରିବାର ଶୋକରେ ଅଥଚ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୨ରୁ ଅଧିକ ହେଉନି । ଏହି ସଂଖ୍ୟାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଉଛି । ବିଶ୍ଵସ୍ତ ସୂତ୍ର ଅନୁଯାୟୀ କେବଳ
Read More...

ସମ୍ବଲପୁରୀ ଭାଷାର ବର୍ଣ୍ଣବୋଧ ଉନ୍ମୋଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରୀ ଭାଷାପ୍ରେମୀଙ୍କ ପାଇଁ ଖୁସି ଖବର । ଗବେଷକ ହେମକାନ୍ତ ସାହୁ ସମ୍ବଲପୁରୀ ଭାଷାର ବର୍ଣ୍ଣବୋଧ ଭଳି ଏକ ପୁସ୍ତକ ରଚନା କରିଛନ୍ତି, ଯାହା ଉନ୍ମୋଚିତ ହୋଇଯାଇଛି । ବହିର ନାମ 'ହେମ ବରନ୍ ଡ଼ଣିଃଆ', ଯେଉଁଥିରେ ୧୦ ସ୍ୱର ବର୍ଣ୍ଣ, (୭ଟି ମୂଳ ସ୍ୱର ଓ ୩ଟି
Read More...

କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ

ସମ୍ବଲପୁର (ଦାମୋଦର ପଣ୍ଡା) ଆଜି ବିଶ୍ଵ ପର୍ଯ୍ୟଟନ ଦିବସ । ଏହି ଅବସରରେ କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ ବୋଲି ଜଣାପଡ଼ିଛି । ସମ୍ବଲପୁର ବରଗଡ଼ ସୀମାନ୍ତ ହୀରାକୁଦ ରିଜର୍ଭର ଅଞ୍ଚଳରେ ଥିବା ଇକୋ ପରର୍ଯ୍ୟଟନସ୍ଥଳୀ ଠାରେ ଜଙ୍ଗଲ
Read More...

କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକା ବିକ୍ରି କରିବାକୁ ଜିଲା ଡ୍ରଗ୍ସ ଅଧିକାରୀଙ୍କ ଚିଠି…

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶ୍ୱରେ କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକାକୁ ବିକ୍ରି କରିବା ପାଇଁ ଓଡିଶାର ସରକାର ଅନୁମତି ଦେବା ପରେ ସମ୍ବଲପୁର ଜ଼ିଲ୍ଲାରେ ଏହି ଔଷଧକୁ ବିକ୍ରି ପାଇଁ ୨୭ଟି ଦୋକାନକୁ ଜିଲା ଡ୍ରଗ୍ସ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ସକ୍ଷମ ଯୋଜନାରେ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ

ସମ୍ବଲପୁର, (ଦାମୋଦର ପଣ୍ଡା) : ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ ସକ୍ଷମ ଯୋଜନାରେ ମହାନଗର ନିଗମ ଅଞ୍ଚଳର ନଅ ଜଣ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରାଯାଇଛି । ଫଳରେ ସମ୍ବଲପୁରରେ ପ୍ରଥମ ଥର ପାଇଁ ଇ-ରିକ୍ସା ଗଡିବ । ଆରଏମ୍‌ସି ଠାରେ ଏହି ଅବସରରେ
Read More...

ସମ୍ବଲପୁର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ହେଲେ ଡ଼.ସିଦ୍ଧାନ୍ତ ମହାନ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ଥରେ ଡ଼. ସିଦ୍ଧାନ୍ତ ମହାନ୍ତି ପାଇଛନ୍ତି । ଶ୍ରୀ ମହାନ୍ତି ଏହି ପଦ ପାଇଲା ପରେ ସମ୍ବଲପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ଅଂଚଳରୁ ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
Read More...