Browsing Tag

saintala news

ଅସହାୟ ଅବସ୍ଥାରେ ଦଶରଥଙ୍କ‌ ପରିବାର : ଝାଟିମାଟି ଓ ପଲିଥିନ କୁଡିଆରେ ବିତୁଛି ଜୀବନ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା ଫେଲ୍‌ ମାରିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀପଡ଼ା ଗ୍ରାମରେ । ସୂଚନା ଏହି ଯେ, ଦୀର୍ଘଦିନ ଧରି ସମରା ଗ୍ରାମର ଆଦିବାସୀପଡା ଠାରେ
Read More...

ଚାଷୀଙ୍କ ନାଁରେ ୧ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ : ଥାନାରେ ଅଭିଯୋଗ କଲେ ଚାଷୀ ରବୀନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଜିଏସଟି ଠକେଇ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଚାଷୀଙ୍କ ନାଁରେ ଜାଲ କମ୍ପାନୀ ଖୋଲା ଯାଇ ୧ କୋଟି ଟଙ୍କାରୁ ଅଧିକ ଠକେଇ ହୋଇଛି । ଜିଏସଟି ବିଭାଗ ଏ ନେଇ ସୂଚନା ପାଇବା ପରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟମାଲ
Read More...

ଅଚଳ ଅବସ୍ଥାରେ ରୁଣିମହୁଲ ସୋଲାର ପାଣି ଟାଙ୍କି : ଗ୍ରାମବାସୀ ଅସନ୍ତୋଷ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାରଙ୍କ ପକ୍ଷରୁ ସମସ୍ତ ଗ୍ରାମ ଗୁଡିକରେ ସୋଲାର ପାଣି ଯୋଗାଇ ଦେବା ପାଇଁ ପମ୍ପ ସେଟ୍‌ର ବ୍ୟବସ୍ଥା କରାଯାଇଛି । କିନ୍ତୁ ତାହା କେତେ କାର୍ୟ୍ୟକାରୀ ହେଉଛି ତଦାରଖ କରିବାକୁ କାହାରି ଆଗ୍ରହ ନାହିିଁ । ସୂଚନା ଏହି
Read More...

ବଲାଙ୍ଗିର ସାଂସଦଙ୍କ ସଇଁନ୍ତଳା ବ୍ଳକ ଗସ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଳକ ଗସ୍ତରେ ଆଜି ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ବ୍ଳକ ଅଭିମୁଖେ ଗସ୍ତ କରି ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ସହିତ ବ୍ଳକର ବିଭିନ୍ନ ସମସ୍ୟା ଓ ସରକାରୀ ଯୋଜନା ଉପରେ ସମୀକ୍ଷା କରିଛନ୍‌ନ୍ତି । ୨ କୋଟି ୩୩ ଲକ୍ଷ ପିଡ଼ିଏଫ୍‌
Read More...

ବିଭିନ୍ନ ସମସ୍ୟା ନେଇ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଏବଂ ଏବିଇଓଙ୍କ ଜରିଆରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଏକ ବିରାଟ ଶୋଭାଯାତ୍ରାରେ ପାଚିକା ସଂଘର ମହିଳାମାନେ ବ୍ଳକ କାର୍ୟ୍ୟଳୟ ଆଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍‌ନ୍ତି । ପାଚିକା ସଂଘର ଜିଲ୍ଲା ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ପାଚିକା ମାନଙ୍କୁ ୨୮ମାସର ଦରମା ବକେୟା
Read More...

ମିଳୁନି ଭତ୍ତା, ସରକାରୀ ଆବାସ : ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ଥକି ଗଲେଣି ବୃଦ୍ଧ ଦମ୍ପତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଶାସନକୁ ଗୁହାରୀ କରି କରି ଥକି ଗଲେଣି । ତଥାପି ମିଳୁନି ଭତ୍ତା କି ସରକାରୀ ଆବାସ । ଏଭଳି ଏକ ଖବର ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରାମ ପଚାଂୟତର ମିର୍ଚାମୁଣ୍ଡା ଗାଁରୁ । ସୂଚନା ଅନୁସାରେ ବେଲଗାଁ ଗ୍ରାମ ପଚାଂୟତ ଅଧୀନସ୍ଥ
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁର୍ନୀତିର ଗନ୍ଧ : କୁଆଡେ଼ ଗଲା ଟଙ୍କା, ସଠିକ ପ୍ରମାଣ ଦେବା ପାଇଁ ପ୍ରଶାସନର…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । କିନ୍ତୁ ତାହାକୁ ଭାଗ ବଣ୍ଟା କରି ହଡ଼ପ୍‌ କରି ଦେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା
Read More...

ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର : ଦୁର୍ଘଟଣାରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ପହଂଚାଇଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ଆହତ ଯୁବକ‌ଙ୍କୁ ଦେଖିବା ପାଇଁ ଅନେକ ଲୋକ ଥିଲେ, ହେଲେ କାହାର ମନରେ ଦୟା ନ ଥିଲା । ତେବେ ଟିଟିଲାଗଡ଼ରୁ ଫେରୁଥିବା ୧୦୮
Read More...

ଭଦ୍ରାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ଗାଁରେ ୧୫ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ହିମାଂଶୁ ତ୍ରିପାଠୀ ପୂଜାର୍ଚ୍ଚନା କରୁଥିବା ବେଳେ ରଶ୍ମି ତାଣ୍ଡି ଓ ତାଙ୍କ ଧର୍ମପତ୍ନୀ ସସ୍ମିତା କର୍ତା ଭାବେ ଦାୟିତ୍‌ତ୍ୱ ତୁଲାଉଛନ୍ତି ।
Read More...

ବିକାଶର ଦୂରରେ ଡ଼ଙ୍ଗରମୁଣ୍ଡା ଗାଁ : ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ, ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁ ଥିବା ଡିମ୍‌ଡିମ ପିଟୁଛନ୍ତି । କିନ୍ତୁ ସେଗୁଡିକ ଅନେକ ଗ୍ରାମାଞ୍ଚଳକୁ ପହଞ୍ଚୁ ନ ଥିବା ବେଳେ ଗ୍ରାମବାସୀମାନଙ୍କ ମଧ୍ୟରେ କେବେ ଆନ୍ଦୋଳନ ତ ଆଉ କେକେବ ବେଳେ ରାସ୍ତା
Read More...