ହଜି ଯାଇଛି କି ମାନବିକତା : ଜାତୀୟ ରାସ୍ତା କଡରେ ଜୀବନ ବିତାଉଛି ଜଣେ ମାନସିକ ଅସୁସ୍ଥ ମହିଳା
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଅସହାୟ ମାନସିକ ଅସୁସ୍ଥ ମଣିଷଙ୍କ ସଂଖ୍ୟା ଶତାଧିକ । ସରକାରଙ୍କ ଦ୍ଵାରା ଅନେକ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ ଏବେ ମଧ୍ୟ ଏମାନଙ୍କ ସମସ୍ୟା ଓ ସ୍ଥିତି ସୁଧୁରି ନାହିଁ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା!-->…
Read More...
Read More...