Browsing Tag

rourakela news

ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ତରଫରୁ ପୋଷ୍ୟଗ୍ରାମ ଲୁହାକେରାଠାରେ ଆୟୋଜିତ ସପ୍ତାହବ୍ୟାପୀ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଶିବିରର ସଂଚାଳିକା ଅଞ୍ଜଳୀ କୋଦମାସିଂଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା
Read More...

ନବଜ୍ୟୋତି ସାହିତ୍ୟ ସଂସଦର ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନବଜ୍ୟୋତି ସାହିତ୍ୟ ସଂସଦ ତରଫରୁ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦଠାରେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ
Read More...

ପୋଲିସ ସହ ଅଭିଯୁକ୍ତ ମୁହାଁ ମୁହିିଁ : ଫୁଟିଲା ଗୁଳି

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ଲାଣ୍ଟ ସାଇଡ ଥାନା ରେଳବାଇ କଲୋନୀ ରିମ ଝିମ ବସ୍ତିରେ ଗତ ଗଣେଶ ପୂଜାରେ ହୋଇଥିବା ଜିତେନ୍ଦ୍ର ସାଏ ଓରଫ୍‌ ଗୋରେକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ପୂର୍ବରୁ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଉରକେଲା ପୋଲିସ, ଗୋରେ ହତ୍ୟାକାଣ୍ଡରେ
Read More...

ଯାଜ୍ଞସେନୀର ଆଲୋଚନାଚକ୍ର ଅନୁଷ୍ଠିତ : ସତ୍ୟର ଅନ୍ୱେଷା କାର୍ଯ୍ୟ ହିିଁ ସାହିତ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ମହିଳା ସଂଗଠନ ଯାଜ୍ଞସେନୀ ତରଫରୁ ଆଲୋଚନାଚକ୍ର 'ସାହିତ୍ୟରେ ବିଚାରର ଧାରା' ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଯାଜ୍ଞସେନୀର ସଭାପତି ପ୍ରଫେସର ପ୍ରମିଳା ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦିକା ନୀନାରାଣୀ ଜେନାଙ୍କ
Read More...

ଆଦର୍ଶ ପାଠାଗାରର କାର୍ଯ୍ୟକାରିଣୀ ସମିତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପରସରରେ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଉପଦେଷ୍ଟା ବିଷ୍ଣୁ ମହାନ୍ତି, ଗୋପୀନାଥ
Read More...

ଉତ୍କଳ ନବଜୀବନ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସମାଜସେବୀ ସଂଜୀବ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଚଳିତ ବର୍ଷ ଗାନ୍ଧୀ ଓ
Read More...

ଓଡିଆ ଭାଷା ବିକାଶ ମଞ୍ଚର ଗୋପବନ୍ଧୁ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଆମ୍ଭାଗାନ ନିକଟସ୍ଥ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମଂଚର ସଭାପତି ଶିକ୍ଷାବିତ୍
Read More...

ପାର୍ବଣ ପତ୍ରିକା ‘ସତ୍ୟବାଦୀ’ର ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରରେ ପହଞ୍ଚିଲା ଗୋପବନ୍ଧୁ ଦାସଙ୍କ ମାସିକ ସାହିତ୍ୟ ପାର୍ବଣ ପତ୍ରିକା ସତ୍ୟବାଦୀ । ଏହି ପତ୍ରିକାଟିରେ ରାଜ୍ୟର ବରିଷ୍ଠ ସାହିତ୍ୟିକ, କବି, ପ୍ରାବନ୍ଧିକଙ୍କ ମୂଲ୍ୟବାନ ଲେଖାଗୁଡିକ ପ୍ରକାଶିତ ହୋଇଛି । ତେଣୁ ଏହା ପାଠକୀୟ ଆଦୃତି ଲାଭ କରିବ ବୋଲି
Read More...

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସାକ୍ଷରତା ମାସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ୟାଲେଣ୍ଡର୍ ହିସାବରେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସେପ୍ଟେମ୍ବର ମାସକୁ ସାକ୍ଷରତା ମାସ ରୂପେ ପାଳନ କରାଯାଇ ଆସୁଅଛି । ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆଭାସୀ ବୈଠକ
Read More...

ପ୍ରୟାତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିସଭା

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀର ପ୍ରତିଷ୍ଠାତା ସଦସ୍ୟ, ପ୍ରଗତିଶୀଳ ସାହିତ୍ୟିକ ତଥା ବିଶିଷ୍ଟ ବାମପନ୍ଥୀ ଚିନ୍ତକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ ସଭା ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଡ. ପ୍ରଭାତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଓ
Read More...