Browsing Tag

rourakela news

କବି ସୁମନ ଦତ୍ତଙ୍କୁ ସମାଜସେବା ପାଇଁ ସମ୍ମାନସୁଚକ ଡ଼କ୍ଟରେଟ ଉପାଧି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀର ଗୁରୁଗାଓଁଠାରେ ଥିବା ରାଡ଼ିସନ ହୋଟେଲରେ କମନୱେଲଥ ଭୋକେସନାଲ ୟୁନିଭରସିଟି ତରଫରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ରାଉରକେଲାର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ, ଲେଖକ, ସଂଗଠକ, ସମାଜସେବୀ ସୁମନ ଦତ୍ତଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ କେ ରାଓଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ
Read More...

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଓାନ) : ହମିରପୁର ଉନ୍ନୟନ ପରିଷଦ ଓ ପିଟରଲାର୍କ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତଥା ମେଡଷ୍ଟପ ପଲୀ କ୍ଲିନିକର ସହଯୋଗରେ ହମିରପୁର ଗୋପବନ୍ଧୁ ହାଇସ୍କୁଲଠାରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଇନ ମହାବିଦ୍ୟାଳୟର
Read More...

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଦ୍ୱିତୀୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଦ୍ବିତୀୟ ଦିନରେ ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞାପରିମିତା ଜେନାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ କ୍ୟାମ୍ପ ଫାୟାର
Read More...

ବସୁଧୈବ କୁଟୁମ୍ବକମ୍‌ ତରଫରୁ କମ୍ବଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତରଫରୁ ବାଗବୁଡି ବସ୍ତିଠାରେ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭପତିତ୍ୱ, ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ବ ଓ ଅନିଲ କୁମାର
Read More...

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିର ସେକ୍ଟର ୧ ସ୍କାଉଟ୍ ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞାପରିମିତା ଜେନାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର
Read More...

ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ପ୍ରଥମ ସଂପାନରେ 'ଓଡିଆ ନାଟକରେ ଯୁଗସ୍ରଷ୍ଟା ନାଟ୍ୟକାର କାଳୀଚରଣ ଓ ନାଟକ ରକ୍ତମାଟି' ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
Read More...

‘ଉତ୍କଳ ମେଲ’ର ୩୨ତମ ସ୍ୱନକ୍ଷତ୍ର ଦିବସ ଓ ଆଧ୍ୟାତ୍ମିକ ସମାବେଶ

ଅସତ ଧନ ଭବିଷ୍ୟତକୁ ନଷ୍ଟ କରିଦିଏ, ଜୀବନରେ ଯଦି ଈଶ୍ୱର ଚିନ୍ତନ ନାହିଁ ତେବେ ସବୁ ନିରର୍ଥକ ଭୁବନେଶ୍ୱର/ରାଉରକେଲା, (ସସ୍ମିତା ପ୍ରଧାନ) : ଅସତ ଧନ ଭବିଷ୍ୟତକୁ ନଷ୍ଟ କରିଦିଏ ତଥା ଜୀବନରେ ଯଦି ଈଶ୍ବର ଚିନ୍ତନ ନାହିଁ ତେବେ ସବୁ ନିରର୍ଥକ ବୋଲି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଓ
Read More...

ଗୋକର୍ଣ୍ଣିକାର ସମାବର୍ତ୍ତନ ଉତ୍ସବରେ ରାଉରକେଲାର ୪ ଜଣ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋକର୍ଣ୍ଣିକା ସାହିତ୍ୟାନୁଷ୍ଠାନ ତରଫରୁ ଜାରକା ସ୍ଥିତ ସିଭିକ ସେଣ୍ଟରଠାରେ ୪୭ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଉରକେଲାର ୪ଜଣ ବିଶିଷ୍ଟ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଯାହା ସହରବାସୀଙ୍କୁ ଆହ୍ଲାଦିତ କରିଛି । ଏହି ସମାବର୍ତ୍ତନ
Read More...

ଆଇନ ମହାବିଦ୍ୟାଳୟର ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ୍ଧମୁଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ତୁଷାରକାନ୍ତ
Read More...