Browsing Tag

rourakela news

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ
Read More...

ରାଉରକେଲାରେ ଏନକାଉଣ୍ଟର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଚାନ୍ଦିପୋଷ ଥାନା ଅଞ୍ଚଳରେ ଆଜି ଏକ ବଡ ଧରଣର ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି । ତାକୁ ଉଦ୍ଧାର କରାଯାଇ ଆରଜିଏଚରେ ଭର୍ତ୍ତି କରାଯାଇଛି। ସେହି ଅପରାଧୀ ଠାରୁ ଗୋଟିଏ ଏକେ -୪୭ ରାଇଫଲ୍‍ ଜବତ କରାଯାଇଛି ।
Read More...

ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ଆସନ୍ତା ୨୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୬/୬/୨୨ ତାରିଖ ରବିବାର ଦିନ ସକାଳ ୯ଟା ସମୟରେ ଆର୍‌ଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇଟି ରାଉରକେଲାରେ ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ହେବାକୁ ଯାଉଛି । ଏଥିପାଇଁ ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ବିଭିନ୍ନ
Read More...

ଇସ୍ପାତ ସହରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ 'ମାନବତା ପାଇଁ ଯୋଗ' ବିଷୟ ନେଇ ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଇସ୍ପାତ ନଗରୀର ବିଭିନ୍ନ ଅନୁଷ୍ଠାନ ତରଫରୁ ଏହି ଯୋଗ ଦିବସ ପାଳନ କରାଯାଇଛି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଏହା
Read More...

ଇ ହେଲଥ ଯୋଜନାରେ ଅନିୟମିତତା ଅଭିଯୋଗ

କାର୍ଯ୍ୟ କରୁଥିବା କର୍ମଚାରୀ ଦୀର୍ଘ ୫ ମାସ ହେଲାଣି ଦରମା ପାଇନାହାଁନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଡିଏମ୍‌ଏଫ୍‌(ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ), ସୁନ୍ଦରଗଡ ତରଫରୁ ଜିଲ୍ଲାବାସୀଙ୍କୁ ମାଗଣା
Read More...

ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ବିଜୟୀ ନଡିଆ ଗଛ ଧରାଶାୟୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ଚିହ୍ନ ନଡିଆ ଗଛ ଚିହ୍ନକୁ ୧୩ -୨ରେ ହରାଇ ଦେଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ରାଜେଶ ମହାପାତ୍ର ପ୍ୟାନେଲର ମାଠିଆ ଚିହ୍ନରେ ୧୩ଜଣ ନିର୍ଦ୍ଦେଶକ ପଦ ହାତେଇ ଥିବା ବେଳେ ବିଧାୟକ ସାରଦା ପ୍ରସାଦ
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସଙ୍କର ପରଲୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ନାରାୟଣ ଦାସଙ୍କର ଗତକାଲି ଭୁବନେଶ୍ୱରରେ ପରଲୋକ ହୋଇଯାଇଛି । ରାଉରକେଲାର ନିବାସୀ ତଥା ଭୁବନେଶ୍ୱରରେ ଚିକିତ୍ସତ ହେଉଥିଲେ ସେ । ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ
Read More...

ସ୍ପନ୍ଦନ ଆୟୋଜିତ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସ୍ପନ୍ଦନ ଆୟୋଜିତ ଷଷ୍ଠ ସର୍ବ ଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ସିଭିକ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟ ଅତିଥି
Read More...

କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ହାଇୱେ କୀଳା’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳିଙ୍ଗ କଳା ପରିଷଦର ମନୋରଞ୍ଜନ ଧର୍ମୀ ନାଟକ ହାଇୱେ କୀଳା ପରିଷଦର ମୁକ୍ତ ମଂଚରେ ମଞ୍ଚସ୍ଥ ହୋଇଯାଇଛି । ଉମାକାନ୍ତ ବିଶୋଇଙ୍କ ପରିକଳ୍ପିତ ନାଟ୍ୟକାର ପ୍ରାଧ୍ୟାପକ ଡଃ ସଂଜୟ ହାତୀଙ୍କ ରଚିତ ତଥା ଉମାଶଙ୍କର ପଣ୍ଡା
Read More...

ଗରିମା ପାଳିଲା ରଜ ମହୋତ୍ସବ ୨୦୨୨ ଓ ଗରିମା ରାଜକୁମାରୀ

ସଂଘମିତ୍ରା ହେଲେ ଗରିମା ରାଜକୁମାରୀ ଓ ତନୁଶ୍ରୀ ପ୍ରଥମ ରନର୍ସ ଅପ୍‌ ରାଉରକେଲା, (ସସ୍ମିତା ପ୍ରଡଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ରାଜକୁମାରୀ ୨୦୨୨ ମହା ଆନନ୍ଦ ଉଲ୍ଲାସରେ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ
Read More...