Browsing Tag

puintala news

ଖଇରଭାଡି ଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୭୦ ୟୁନିଟ ରକ୍ତ ସଂଗ୍ରହ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଖଇରଭାଡି ପ୍ରାଥମିକ ସ୍କୁଲ ଠାରେ ବିଙ୍ଗ ହ୍ୟୁମାନ ଫାଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବଲାଙ୍ଗିର ଏସ୍‌ପି ନିତିନ
Read More...

ରକ୍ତଦାନ କଲେ କୁଲତା ସମାଜର ଯୁବ ସଦସ୍ୟ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କଙ୍କରିଆ ଗ୍ରାମର ମକରଧ୍ୱଜ ପଧାନ (୬୧) ସିକିଲିନ୍‌ ସମସ୍ୟା ହେତୁ ସ୍ଥାନୀୟ ଭିମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀରରେ ରକ୍ତ ପରିମାଣ ୫% ଥିବାରୁ ଡକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ
Read More...

ପୁଇଁନ୍ତଲାରେ କପା ଚାଷୀମାନଙ୍କ ତାଲିମ ଶିବିର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କପା ଚାଷୀମାନଙ୍କୁ ନେଇ କପା ଫସଲର ଶ୍ରେଣୀକରଣ ଓ ବିକ୍ରିବଟା ତାଲିମ ଶିବିର ଆୟୋଜନ କରାଯାଇଛି । ଏହି ତାଲିମ ଶିବିରରେ ବହୁ କପା ଚାଷୀମାନେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ସ୍ଥିତ ଅମ୍ବିକା ସ୍ପିନୀଙ୍ଗ ମିଲକୁ
Read More...

ଧର୍ମପ୍ରାଣା ମହିଳାଙ୍କ ବିୟୋଗ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଭାଲେର ଗ୍ରାମର ଅବସର ପ୍ରାପ୍ତ ସରକାରୀ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟେଲଙ୍କ ସହଧର୍ମିଣୀ ଧର୍ମପ୍ରାଣା ଲକ୍ଷ୍ମୀ ବିଳାସ ପଟେଲ ୬୦ ବର୍ଷ ବୟସରେ ବହୁ ଚିକିତ୍ସା ସତ୍ୱେ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି ।
Read More...

ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା : ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା । ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା । ସୂଚନା ଅନୁସାରେ ଆଜି ଭୋର୍‌ରୁ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳର ଆଠଜଣ ସାଙ୍ଗ ବଣଭୋଜି ସାରି ବୋଲେରୋ ଗାଡ଼ି ନଂ ଓଡ଼ି୦୩ ଜି ୫୪୪୯ରେ ଫେରୁଥିବା
Read More...

ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମରେ ଆଜି ବିଜୁ ଜନତା ଦଳ ରାଜ୍ୟ ପରିଷଦର ସଦସ୍ୟ ନିହାର ରଞ୍ଜନ
Read More...

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ସହ ଲୋକକଳା ଗ୍ରାମ ପୁଇଁନ୍ତଲାର ବାର୍ଷିକୋତ୍ସବ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ସହ ଲୋକକଳା ଗ୍ରାମ ପୁଇଁନ୍ତଲାର ବାର୍ଷିକୋତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ପୁଇଁନ୍ତଲା ଗ୍ରାମରୁ ୩୫ ଜଣିଆ ଏକ ସଂକୀର୍ତ୍ତନ ଦଳ ରାମଧୂନ୍‌ ଗାନ କରି ବଲାଙ୍ଗିର ସହରର ଗାନ୍ଧୀ ଷ୍ଟାଚ୍ୟୁ
Read More...

ଦୁର୍ଗାପାଲିରେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଜଣେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀ ଜଣକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ
Read More...

ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜାତୀୟ ରାଜପଥ ୫୭ର ସାତମାଇଲ ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ
Read More...

ନିଖୋଜ ସୁଧାଂଶୁଙ୍କ ମଳିଲା ଶବ : ଗ୍ରାମରେ ଶୋକାକୁଳ ପରିବେଶ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ନିଖୋଜ ସୁଧାଂଶୁଙ୍କ ଶେଷରେ ଶବ ମିଳିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ, ଓଡ୍ରାଫ୍ଟ ଟିମ୍‌, ଅଗ୍ନିଶମ ବିଭାଗ, ତହସିଲଦାର ତଥା ପୁଇଁନ୍ତଲା ଥାନାର ମିଳିତ ଉଦ୍ୟମରେ ଆଜି ସକାଳ ୯ଟା ୨୦ମିନିଟରେ ଶବ ମିଳିଛି ।
Read More...