Browsing Tag

puintala news

ଦୁର୍ଘଟଣା ଘଟାଇ ଫେରାର୍‌ ମାରିଥିବା ବସ୍‌ ଡ୍ରାଇଭର୍‌ଙ୍କୁ ଗିରଫ୍‌ କଲା ପୁଇଁତଲା ପୋଲିସ

ପୁଇଁତଲା, (କେପିଏନ୍‌ଏସ୍‌) : ଦୁର୍ଘଟଣା ଘଟାଇ ଫେରାର୍‌ ମାରିଥିବା ବସ୍‌ ଡ୍ରାଇଭର୍‌ଙ୍କୁ ଗିରଫ୍‌ କଲା ପୁଇଁତଲା ପୋଲିସ । ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ପଦ୍ମାବତୀ ବସ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଏବେ ବି ବୁର୍ଲା ମେଡ଼ିକାଲ୍‌ରେ ଚିକିତ୍ସାଧୀନ
Read More...

ନବ ଦାସ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧିତ

ବଲାଙ୍ଗିର/ପୁଇଁତଲା, (କେପିଏନ୍‌ଏସ୍‌) : କୁରୁଲ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ନବ ଦାସ ଫାଉଣ୍ଡେସନ ତରଫରୁ ପ୍ରଥମ ଶ୍ରାଦ୍ଧବାର୍ଷିକୀ କରାଯାଇଥିଲା । ସରପଞ୍ଚ ଅନୀତା ସେଟଙ୍କ ସଭାପତିତ୍ଵରେ ଓ ଅବସର ପ୍ରାପ୍ତ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଆବାହକତ୍ୱରେ ଏକ ସ୍ମୃତି ସଭା
Read More...

୧୮ତମ ଚନ୍ଦ୍ରକାନ୍ତି ମେମୋରିଆଲ୍‌ ବାର୍ଷିକ କ୍ରୀଡା

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ଅଠରତମ ଚନ୍ଦ୍ରକାନ୍ତି ମେମୋରିଆଲ୍‌ ବାର୍ଷିକ କ୍ରୀଡାର ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା
Read More...

ଦୁଇ ମିନିଟ୍‌ରେ ଚାଷୀଙ୍କ ବର୍ଷ ଯାକର ଝାଳବୁହା ପରିଶ୍ରମ ଜଳିପୋଡ଼ି ଛାର୍‌ଖାର୍‌

ପୁଇଁତଲା, (କେପିଏନ୍‌ଏସ୍‌) : ଦୁଇ ମିନିଟ୍‌ରେ ପୋଡ଼ି ପାଉଁଶ ହୋଇଗଲା ଚାଷୀଙ୍କ ବର୍ଷ ଯାକର ଝାଳବୁହା ପରିଶ୍ରମ । ଦେଖୁଦେଖୁ ଜଳିପୋଡ଼ି ଛାର୍‌ଖାର୍‌ ହୋଇଗଲା ଚାରି ଏକରର ଧାନ । କେଉଁ ରାଗ ରଖି ଦୃବୁର୍ତ୍ତ ନିଆଁ ଲଗାଇ ଦେଲା ବୋଲି ଚାଷୀ ମୁଣ୍ଡରେ ହାତ ମାରି ଚିନ୍ତାରେ ଭାଂଗିପଡ଼ିଥିବା
Read More...

ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁଇଁତଳା, (ସରୋଜ କୁମାର ମେଶ୍ୱା) : ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ଵାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୬ ଡିସେମ୍ବର ୨୦୨୩ରେ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ସାଲେଭଟା, ଚଣ୍ଡୀ ମନ୍ଦିରଠାରୁ ବାହାରି ଆଗଲପୁର ଡୁଡୁକା
Read More...

ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗ

ପୁଇଁତଲା, (କେପିଏନ୍‌ଏସ୍‌) : ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା କରିଥିବା ଭଳି ଏକ ସଂଗୀନ ଅଭିଯୋଗ ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନାରେ ପହଂଚିଛି । ସଂପୃକ୍ତ ମୃତ ଗାଡ଼ି ଡ୍ରାଇଭର୍‌ଙ୍କ ଭାଇ ପୁଇଁତଲା ଥାନା କୁଲେରବାହାଲି ନିବାସୀ ଚନ୍ଦନ ନନ୍ଦ ଏଭଳି ଅଭିଯୋଗ ଆଣିଛନ୍ତି ।
Read More...

ଆକସ୍ମିକ ଅଗ୍ନିକାଣ୍ଡ ଯୋଗୁଁ ଗୋଟିଏ ଘର ଜଳିପୋଡ଼ି ଛାରଖାର

ପୁଇଁନ୍ତଲା, (ରାଜେଶ ଦଣ୍ଡସେନା) : ଆକସ୍ମିକ ଅଗ୍ନିକାଣ୍ଡ ଯୋଗୁଁ ଗୋଟିଏ ଘର ଜଳିପୋଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମ ପଞ୍ଚାୟତର ଜାମପାଲି ଗ୍ରାମର ପ୍ରଶାନ୍ତ ବାଗଙ୍କ ଘରେ ଆଜି ମଧ୍ୟାହ୍ନ ୧୨ଟା ବେଳେ କୌଣସି କାରଣରୁ
Read More...

ଚାଲିଗଲେ ଜଗନ୍ନାଥ

ପୁଇଁତଲା, (କେପିଏନ୍‌ଏସ୍‌) : ଚାଲିଗଲେ ଜଗନ୍ନାଥ(୨୯) । ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜଗନ୍ନାଥଙ୍କ ପିତା ମହେନ୍ଦ୍ର ନାଗ । ମହେନ୍ଦ୍ର ନାଗ ପୁଇଁତଲା ଥାନା ଅନ୍ତର୍ଗତ ପୁଡ଼ାପାଲିର ସ୍ଥାୟୀ ବାସିନ୍ଦା । ତାଙ୍କ ଅଭିଯୋଗ ଅନୁସାରେ ଗତ ୨୭ ତାରିଖ ରାତି ପ୍ରାୟ ୧୦ଟା ସମୟରେ
Read More...

ନିଖିଳ ଓଡ଼ିଆ ଆଶାକର୍ମୀ ସଂଘ ଜାମଗାଁ ସିଏଚ୍‌ସିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପୁଇଁନ୍ତଲା : ପୁଇଁନ୍ତଲା ବ୍ଲକ ମଲମଣ୍ଡା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ନିଖିଳ ଓଡ଼ିଆ ଆଶାକର୍ମୀ ସଂଘ୍ ଜାମଗାଁ ସିଏଚ୍‌ସିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ପ୍ରତିମା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଂଗ ମୁଖ୍ୟ
Read More...

ବନ୍ଧପଡା ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ତମାଖୁ ମୁକ୍ତ ଯୁବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଇଁତଲା, (ଶମ୍ଭୁନାଥ ସାହୁ) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ପରିଚାଳନା ପରିଷଦର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ତମାଖୁ ମୁକ୍ତ ଯୁବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ତମାଖୁ
Read More...