Browsing Tag

patanagarh news

କନଗାଁରେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ ଜାରି

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା କନଗାଁ ଗ୍ରାମରେ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ଖପ୍ରାଖୋଲ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କନଗାଁ ଗ୍ରାମର ଶ୍ୟାମ ବରିହାଙ୍କ ପୁଅ ସତ୍ୟ ବରିହା (୧୭) ଗତକାଲି ପ୍ରାୟ ରାତି ୯ଟା
Read More...

୧୯ ତମ ସ୍ପାଟନ କ୍ଲବର ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚନ୍ଦ୍ରପୁର୍ ଓ ଝରଣୀ ଗାଁ ବିଜୟୀ

ପାଟଣାଗଡ଼ (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ପଡିଆଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଚୂଳଚନ୍ଦ୍ର ବଛା ଯୋଗଦେଇଥିବା ବେଳେ
Read More...

ବାବାଜୀ ଦାସଙ୍କ ପରଲୋକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗ୍ରାମର ସୁନାମଧନ୍ୟ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ବାବାଜୀ ଦାସ ୭୩ ବର୍ଷ ବୟସରେ ଆଜି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଶାନ୍ତଶିଷ୍ଟ
Read More...

୧୯ତମ ସ୍ପାଟନ କ୍ଲବର ଫୁଟବଲ ଟୁର୍ଣ୍ଣାମେଣ୍ଟ : ମଣ୍ଡଳ ଓ ମୁଣ୍ଡାଗାଁ ବିଜୟୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ପଡିଆଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ରାଜେଶ୍ଵର କୁମୁରା ଯୋଗଦେଇ ଥିବା
Read More...

କନ୍ଧେନଝୁଲାରେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ, ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମରେଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମର ଅଜୁର୍ନ ରାୟଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି (୩୦)ଙ୍କ ଗତକାଲି ରାତିରେ
Read More...

ଅବହେଳିତ ନିଲିଜିବାହାଲ-ବୁଦାମୁଣ୍ଡା ରାସ୍ତା : ରାସ୍ତା ପାଲଟିଛି ମରଣଯନ୍ତା

ନିଜ ରାସ୍ତା ନିଜେ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ସଜବାଜ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତର ନିଲିଜିବାହାଲରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ୧ କି.ମି ରାସ୍ତା ମରଣଯନ୍ତା ପାଲଟିଛି । ଅଭିଯୋଗ ଅନୁସାରେ ରାସ୍ତାଟି ସମ୍ପୂର୍ଣ୍ଣ ଖାଲଖମାରେ
Read More...

ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଅଭିଯୋଗ : ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଖପ୍ରାଖୋଲଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କଠାରେ କିଛି ଦୁର୍ବୁତ୍ତ ଚୋରି କରିବା ଉଦ୍ୟମ କରିଥିଲେ । ସୂଚନା ଅନୁଯାୟୀ ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ଜେ. ପଣ୍ଡା ବୁଧବାର ଦିନ
Read More...

କଫ୍‌ ସରିଫ ଜବତ ଜଣେ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହ।) : ବେଲପଡା ଥାନା ଧୁମାଭଟା ଗ୍ରାମରେ ବେଆଇନ କଫ ସରିଫ ବ୍ୟବସାୟ ଚଳାଇଥିବା ଜନୈକ ବ୍ୟବସାୟୀଙ୍କୁ ଆଜି ବେଲପଡା ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଧୂମାଭଟା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ ନିଜ ଫୋଟୋ ଦୋକାନରେ କଫ ସରିଫ ବ୍ୟବସାୟ
Read More...

ଜୁରିଆଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡିର ଶୁଭାରମ୍ଭ କଲେ ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଜୁରିଆଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସମ୍ମାନୀତ ଅତିଥି ରୂପେ ବ୍ଲକ ଯୋଗାଣ
Read More...

ସିଆର୍‌ପିଏଫ୍‌ରେ ଯୋଗଦେଇ ଥିବା ଦୁଇ ଜବାନ ଆଶିଷ କୁମାର ନାଗ ଓ ଜ୍ୟୋତି ରଞ୍ଜନ ଥନାପତିଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ଝୁଲେନବର ଗ୍ରାମର ଆଶିଷ ନାଗ ପିତା ରୁଦ୍ରମଣୀ ନାଗ, ମା ଉର୍ମିଳା ନାଗ, ଜ୍ୟୋତିରଂଜନ ଥନାପତି ପିତା କେଶବ ଥନପତି ମା ମଞ୍ଜୁଳାଙ୍କ ସନ୍ତାନ ଅଟନ୍ତି । ୨୦୧୭/୧୮ ଜେଡି ପରିକ୍ଷାରେ ଉତ୍ତିନ୍ନ ହୋଇ ଆଶିଷ ଓ ଜ୍ୟୋତିରଞ୍ଜନ
Read More...