Browsing Tag

patanagarh news

ଯୋଗୀମୁଣ୍ଡାରେ ଗୁପ୍ତେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ୨୪ ପ୍ରହର ନାମଯଜ୍ଞ ସହ କଳସ ଯାତ୍ରାର ଶୁଭାରମ୍ଭ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମରେ ବୁଧବାର ମହାଦେବ ଗୁପ୍ତେଶ୍ୱର ଭଗବାନଙ୍କ ପ୍ରତିଷ୍ଠା ଏବଂ ୨୪ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ସହ କଳସ ଯାତ୍ରା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଳସ
Read More...

ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜଙ୍କ ପ୍ରଖର ନିର୍ବାଚନୀ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନୀ ପ୍ରଚାରାକୁ ଆହୁରି ପ୍ରଖର କରିଥିବା ଦେଖିବାକୁ ମିଳିଛି । ନିଜ ସାଥୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଗାଁକୁ ଗାଁ ବୁଲି ଭୋଟର୍‌ଙ୍କୁ ଭେଟିବା ସହ ବିଜେଡ଼ିର
Read More...

ପାଟଣାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ବିରାଟ ମିଶ୍ରଣ ପର୍ବ : ୫୫ ଜଣ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ମୁଣ୍ଡମହୁଲ ପଂଚାୟତର ୪୦ ଜଣ କର୍ମୀ ବିଜେପି ଦଳ ଛାଡି ବରିଷ୍ଠ ବିଜେପି ନେତା ଶୁପାଳ ମେହେରଙ୍କ ନେତୃତ୍ୱରେ ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି । ସେହିପରି ବେଲପଡା ବ୍ଲକ ସୁଲେକେଲା ୱାର୍ଡ ନମ୍ବର ୭
Read More...

ମାରାଥନ୍‌ ପ୍ରଚାରରେ ବିଧାୟକ ପ୍ରାର୍ଥୀ ସରୋଜ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବଡ଼ଉଡେନ୍‌ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ମାରାଥନ୍‌ ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି । ସେହିପରି ଖପ୍ରାଖୋଲ ବ୍ଲକର ପାଚେର ଗ୍ରାମରେ ମଧ୍ୟ ମିଳିତ ଭାବେ ପ୍ରଚାର କରିଛନ୍ତି
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲର ବିଭିନ୍ନ ଗ୍ରାମରେ ବିଜେଡ଼ି ପକ୍ଷରୁ ଜୋର୍‌ସୋର୍‌ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲର ବିଭିନ୍ନ ଗ୍ରାମରେ ବିଜେଡ଼ି ପକ୍ଷରୁ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ବ୍ଲକର ନଗେନ୍‌ମାଲ ସହ ବିଭିନ୍‌ନ୍ନ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜଙ୍କ ନିର୍ବାଚନୀ ପ୍ରଚାର ବେଶ୍‌ ଜମିଥିବା
Read More...

ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ ତାୱଡ଼୍‌ ତୋଡ଼୍‌ ନିର୍ବାଚନୀ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ତାୱଡ଼୍‌ ତୋଡ଼୍‌ ନିର୍ବାଚନୀ ପ୍ରଚାରରେ ବାହାରିଥିବା ଦେଖିବାକୁ ମିଳିଛି । ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
Read More...

ବିଜେଡ଼ିରେ ସାମିଲ୍‌ ହେଲେ ବିଜେପି ନେତା ଓ କର୍ମକର୍ତ୍ତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଜେପି ଲାଗିଲା ବଡ଼ ଝଟ୍‌କା । ପୂର୍ବତନ ସମିତି ସଭ୍ୟଙ୍କ ସହ ୧୫ ଜଣ ବିଜେପି କର୍ମୀ ବିଜେପିର ହାତ ଛାଡ଼ିଦେଲେ । ପାଟଣାଗଡ଼ ବ୍ଲକ ବାଲିପଟା ପଂଚାୟତର ପୂର୍ବତନ ବିଜେପି ସମିତି ସଭ୍ୟ ସତ୍ୟ ନାଗଙ୍କ ସହିତ ୧୫ ଜଣ କର୍ମୀ ବିଜେପି ଛାଡି ବିଜେଡିରେ
Read More...

ବେଲପଡା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ପ୍ରାର୍ଥୀ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଅନ୍ତର୍ଗତ ଖଲିପଥର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ପ୍ରହରୀ ନମଯଜ୍ଞରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଯୋଗଦାନ କରି ପୂଜକ ତଥା ସ୍ଥାନୀୟ ଲୋକଙ୍କ ଠାରୁ ଆଶୀର୍ବାଦ୍‌ ଗ୍ରହଣ କରିଛନ୍ତି । ଏହାପରେ ବେଲପଡା ବ୍ଲକର ଡୁଙ୍ଗରିପାଲି
Read More...

ପାଟଣାଗଡ଼ରେ କଂଗ୍ରେସ୍‌କୁ ଝଟ୍‌କା : କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲେ ବରିଷ୍ଠ ସକ୍ରିୟ ନେତା, କର୍ମକର୍ତ୍ତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ରେ କଂଗ୍ରେସ୍‌କୁ ଲାଗିଛି ବଡ଼ ଝଟ୍‌କା । କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଛନ୍ତି ବରିଷ୍ଠ ସକ୍ରିୟ ନେତା, କର୍ମକର୍ତ୍ତା । ବେଲପଡା ବ୍ଲକର ବରିଷ୍ଠ ସକ୍ରିୟ କଂଗ୍ରେସ ନେତା ମହାବୀର ବେହେରା ଏବଂ ପ୍ରକାଶ ପୁରୋହିତଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଛାଡି
Read More...

ପାଟଣାଗଡ଼ ମାରୱାଡ଼ି ଯୁବା ମଞ୍ଚ ସାମାଜିକ ସମାରୋହରେ ଯୋଗଦେଲେ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଏନ୍‌ଏସିର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଏକ ସାମାଜିକ ସମାରୋହର ଆୟୋଜନ ହୋଇଯାଇଛି । ଏଥିରେ ପାଟଣାଗଡ଼ ବିଧାୟକ ତଥା ଚଳିତ ନିର୍ବାଚନର ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି । ପାଟଣାଗଡ଼ର
Read More...