ଭୁଜାଲି ଓ ଲୁହା ରଡ ସହ ୨ ଗିରଫ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିଶୋଧ ପରାୟଣ ହୋଇ ୪ ଜଣ ଯୁବକ ଜନୈକ ବ୍ୟକ୍ତିଙ୍କ ଘରକୁ ବିଳମ୍ବିତ ରାତ୍ରିରେ ପଶି ଭୁଜାଲି ଓ ଲୁହା ରଡରେ ମରଣାନ୍ତକ ଉଦ୍ୟମରେ ବିଫଳ ହୋଇ ଗିରଫ ହେବା ଘଟଣା ଅଂଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ୧୫ ତାରିଖ!-->…
Read More...
Read More...