ପଦ୍ମପୁର ସହକାରୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିପଦପୂର୍ଣ୍ଣ ଟ୍ରାନ୍ସଫରମର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଏବଂ ଗୃହ ନିର୍ମାଣ)ଙ୍କ କାର୍ୟ୍ୟାଳୟ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର କେତେ ଦୂର ସୁରକ୍ଷିତ ତାହା କାହାକୁ ଜଣାନାହିଁ । ଏହି କାର୍ୟ୍ୟାଳୟର ସମ୍ନାରେ ଅଛି ହୋମିଓ ପ୍ୟଥିକ କିନିକ୍ । ଏହି ରାସ୍ତାରେ!-->…
Read More...
Read More...