Browsing Tag

padmapur news

ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ବୋଟାନି ବିଭାଗରେ ଟପ୍ପର ହେଲେ ଶୁଭ୍ରାଂଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ୬ଟି କ୍ୟାମ୍ପସ୍‌ ଥିବାବେଳେ ଭୁବନେଶ୍ୱର କ୍ୟାମ୍ପସ୍‌ରେ ଥିବା ପିଜି ବୋଟାନି ବିଭାଗରେ ଟପ୍ପର ହୋଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମର ଦିଲ୍ଳୀପ ସାହୁଙ୍କ ଝିଅ ଶୁଭ୍ରାଂଶୀ ସଂଶ୍ଲିଷ୍ଟା ସାହୁ ।
Read More...

ଲଉଡିଦରହା ପଞ୍ଚାୟତରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ଗ୍ରାମ ପଞ୍ଚାୟତର ଗୌଡ଼ମାଲ, କୁର୍ମା ଗ୍ରାମରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଲଉଡିଦରହା ଢେରାଖାପ ଛକ ଠାରୁ ୫କିମି କୁର୍ମା ଗ୍ରାମର ରାସ୍ତା ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ
Read More...

ଭେଉଁରିଆ ଗ୍ରାମର ଚାଷୀମାନେ ଉପଜିଲ୍ଲାପାଳ ଓ ଜିଲ୍ଲା କୄଷି ଅଧିକାରୀଙ୍କୁ ଲିଖିତ ଭାବେ ଦେଲେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଳ ହେବାପରେ ଚାଷୀମାନେ ବହୁ ଉତ୍ସୁକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ ଅନ୍ୟ ସୂତ୍ରରୁ ଧାର କରଜ କରି ଚାଷୀମାନେ ଚାଷ
Read More...

କୋଭିଡ-୧୯ ନିୟମ ଉଲଙ୍ଘନ : ଏଆଇଇଏସଏସ କମ୍ପ୍ୟୁଟର ସେଣ୍ଟର ଖୋଲା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କୋରୋନା ମହାମାରୀର ଭୟାବହତା ଦେଖି ବର୍ତ୍ତମାନ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଏହି କୋରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ନିୟମ କାନୁନ ପ୍ରଣୟନ କରିଛନ୍ତି । ବର୍ତ୍ତମାନ ସମୟରେ ସମସ୍ତ ଶିକ୍ଷାନଷ୍ଠାନ ମାନ ବନ୍ଦ
Read More...

୯୨ ବର୍ଷର ଗରିବ ବୃଦ୍ଧଙ୍କୁ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ଅବହେଳିତ ବୃଦ୍ଧବୃଦ୍ଧାଙ୍କୁ ସରକାରୀ ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଲାଗୁ କରୁଛନ୍ତି । କିନ୍ତୁ ପ୍ରକୃତ ଭତ୍ତା ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପ୍ରଶାସନର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପଦ୍ମପୁର ବ୍ଲକ
Read More...

ବିଜୁ ଜନତା ଦଳ ପକ୍ଷରୁ ବୈଠକ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କୋଭିଡ-୧୯ ର ନିୟମ ପାଳନ କରି ପାଇକମାଲ ବ୍ଲକ ଜୋନ-୨ର ସାତଟି ପଞ୍ଚାୟତର ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସାତ ଜଣଙ୍କର ସମାବେଶ ବ୍ଳକ ସଭାପତି ରାଜେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମାଜ ପାଇଁ ମହିଳାଙ୍କ
Read More...

ଆସନ୍ତା କାଲି ୨୯ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାମସେଠ ଗ୍ରାମ ପଞ୍ଚାୟତ ସଟ ଡାଉନ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାଇକମାଲ ପଞ୍ଚାୟତ ସମିତି ଅଧୀନସ୍ଥ ଜାମସେଠ ଗ୍ରାମ ପଞ୍ଚାୟତକୁ ଆସନ୍ତା କାଲି ୨୯/୯/୨୦ ରୁ ତା ୩୦/୯/୨୦ ଦୁଇ ଦିନ ସଟ ଡାଉନ କରାଯିବ। ଏହି ଦୁଇ ଦିନ ଧରି ସଟ ଡାଉନରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ବାକି
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରକାଶିତ ହେବା ପରେ ଜଗଦଲପୁର ମୁଖ୍ୟ ରାସ୍ତା ଅଙ୍ଗନଦୀ ପୋଲ ଉପରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ପଦ୍ମପୁର ଠାରୁ ସୀମାନ୍ତ ଛତିଶଗଡକୁ ଯାଇଥିବା ରାସ୍ତା ମଝି ଅଙ୍ଗନଦୀ ପୋଲ ଉପରେ ଏକ ଲୁହାରଡ ଉପୁଡିଥିବା 'କୋଶଳ ପ୍ରବାହ'ରେ ଖବର ପ୍ରକାଶିତ ହେବାପରେ ଆଜି ଝାରବନ୍ଦ ବ୍ଲକ ପ୍ରଶାସନ ପକ୍ଷରୁ ଜଗଦଲପୁର ଅଙ୍ଗନଦୀ ପୋଲ ଉପରେ ଲୁହାରଡ୍ କଟା ଯାଇଥିବା
Read More...

ପଦ୍ମପୁର ୭ ଦିନ ସଟଡାଉନ ଉଦ୍ଦେଶ୍ୟ କଣ ବୋଲି ଲୋକଙ୍କ ଭିତରେ ପ୍ରଶ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟଭୀତ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ହେଲେ ଅନ୍ୟପଟେ ଲୋକଙ୍କ ହିତ ପାଇଁ ବିଭିନ୍ନ
Read More...

ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା ସଚେତନ ହେମା ଅନୁଷ୍ଠାନର ତୋଳବନ୍ଦର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ କରୋନାରେ ଗତ ୨୬ ତାରିଖ ଦିନ ମୃତ୍ୟୁ ଘଟି ଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ,
Read More...