Browsing Tag

padmapur news

ଦ୍ୱାଦଶହରେ ସ୍ୱର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ୱର୍ଗତଃ ରାଧେଶ୍ୟାମ ପୁରୋହିତଙ୍କ ଦ୍ୱାଦଶହ ଅବସରରେ ପଦ୍ମପୁର, ପାଇକମାଲ ଏବଂ ଝାରବନ୍ଧ
Read More...

ଧାନ ଫସଲରେ ଅଜଣା ରୋଗ : କାମ ଦଉନି କୀଟନାଶକ, ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ । କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।
Read More...

ଓଡିଶା ମାଟିଲଗ୍ନା ସାହିତ୍ୟ ସଂସଦର ୱେବିନାର : ସମ୍ବଲପୁର, ଝାରସୁଗୁଡା, ନୂଆପଡା ଜିଲ୍ଲାର ନୂତନ କର୍ମକର୍ତ୍ତା ମନୋନୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ମାଟିଲଗ୍ନା ସାହିତ୍ୟ ସଂସଦର ମୁଖ୍ୟ କାର୍ୟ୍ୟାଳୟ ମାଲକାନଗିରି ଜିଲ୍ଲା ପକ୍ଷରୁ ସମ୍ବଲପୁର, ନୂଆପଡା, ଝାରସୁଗୁଡା ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ମନୋନୟନ ବୁଧବାର ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସଭାପତି ତଥା ମାଲକାନଗିରି
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ୟ୍ୟାଳୟ ତେବେ କେଉଁଠି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୫ ରୁ ୬ ବର୍ଷ ହେବ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ୟ୍ୟାଳୟ କାମ ଏଠାରେ ନ ହୋଇ ଅନ୍ୟତ୍ର ହେଉଥିବା ବେଳେ ସାଧାରଣରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ୟ୍ୟାଳୟ ତେବେ କେଉଁଠି ବୋଲି ଆଲୋଚନା କରନ୍ତି । ସୂଚନାଯୋଗ୍ୟ
Read More...

ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଆଜି କରୋନା ପୋଜିଟିଭ ଚିହ୍ନଟ ହୋଇ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ଦେବତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ
Read More...

ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଉପାନ୍ତ ଗାଁ ବେନିଆଁଚାଲର ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।
Read More...

ସଂକ୍ରମଣ ରୋକିବାକୁ ବ୍ୟବସାୟିକ ପ୍ରତିଷ୍ଠାନର ପଦକ୍ଷେପ : ଶୁକ୍ରବାରରୁ ୭୨ ଘଣ୍ଟା ବିଜେପୁର ସଟଡାଉନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବ୍ରୁଦ୍ଧି ପାଇବାକୁ ଲାଗିଛି । ଏହା ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲକୁ ଆଲୋଡିତ କରିଛି। ଫଳରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସଭାକକ୍ଷରେ ଏହାର ପ୍ରତିକାର ନିମିତ୍ତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ବୁକୁରାମୁଣ୍ତା ସିଏଚସି ଏକାଉଟେଣ୍ଟଙ୍କୁ ବଦଳି ନକରିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ତା ଗ୍ରାମବାସୀଙ୍କ ପକ୍ଷରୁ ଆଜି ସିଏଚସି.ର ଏକାଉଟେଣ୍ଟଙ୍କୁ ବଦଳି ନ କରିବାକୁ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଯେ, ପାଇକମାଲ ବ୍ଲକ ବୁକୁରାମୁଣ୍ତା ଏକ
Read More...

ଅସହାୟ ନିରୀହ ବୃଦ୍ଧାଙ୍କୁ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ନିଃସହାୟ, ଅବହେଳିତ, ଭିନ୍ନକ୍ଷମ ବିଧବା ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ମାତ୍ର ରାଜ୍ୟର ପ୍ରକୃତ ହିତାଧିକାରୀମାନଙ୍କୁ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ପାଇଁ ସ୍ୱାମୀ କରିଥିଲେ ଆବେଦନ, ସ୍ୱାମୀଙ୍କ ମୃତ୍ୟୁ ପରେ ଆବେଦନ କଲେ ପୁଣି ସ୍ତ୍ରୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନରେ ଯାଏ ମିଠାପାଲି ଗ୍ରାମପଂଚାୟତ । ଏଠାରେ ଦୁର୍ଲଭ ସରାଫ ନିଜ ପରିବାରଙ୍କୁ ନେଇ ବସବାସ କରି ଆସୁଅଛନ୍ତି । ଦୁର୍ଲଭ ୨୦୧୮-୧୯ରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ବ୍ଲକର ସଦାଶିବ ନାଏକଙ୍କୁ ସରକାରୀ
Read More...