Browsing Tag

padmapur news

ଅତି ଦହଗଂଜରେ ବିତୁଛି ଜୀବନ : ଆଶା ଓ ଭରସାକୁ ପାଥେୟ କରିଛି କୁନ୍ତୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା ପଂଚାୟତର ସାପଲହର ଗ୍ରାମରେ ବସବାସ କରନ୍ତି କୁନ୍ତୀ ସାହୁ । ବୟସ ମାତ୍ର ୩୮ ବର୍ଷ । ହେଲେ ଦଇବ ସହି ପାରିଲା ନାହିଁ । ପ୍ରାୟ ଏକବର୍ଷ ପୂର୍ବେ ସ୍ୱାମୀ ଘନଶ୍ୟାମଙ୍କ ଅକାଳ ମୃତ୍ୟୁ ପରେ
Read More...

ପ୍ରବଳ ବର୍ଷାରେ ଚାଷୀକୁଳର ଫସଲ ନଷ୍ଟ : ସହାୟତା ପାଇଁ ନିବେଦନ କଲେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଏପଟେ କରୋନାର କାୟା ବିସ୍ତାର ସାଙ୍ଗକୁ ସେପଟେ ପ୍ରବଳ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ, ସତେ ଯେମିତି ପ୍ରକୃତିର ଅଭିଶାପ ଭଳି ଲାଗୁଛି । ଭୟ ଓ ଶଙ୍କା ମଧ୍ୟରେ ଗତି କରିଚାଲିଛନ୍ତି କୃଷିବୃତ୍ତିକୁ ଆପଣାଇଥିବା କୃଷକ ଭାଇମାନେ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ
Read More...

ଡା. ଶଙ୍କର ରାମଚନ୍ଦାନୀଙ୍କ ମହାନତା : ସାଧାରଣରେ ପ୍ରସଂଶା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟକୁ ଅକ୍‌ସିଜେନ୍‌ ସିଲିଣ୍ଡର, ପଲ୍ସ ଅକ୍ସିମିଟର, ନେବୋଲାଇଜର ଏବଂ ଗ୍ଲୁକୋମିଟର ଦାନ କରିଛନ୍ତି ଡା. ଶଙ୍କର ରାମଚନ୍ଦାନୀ । ବର୍ତମାନ ଚାଲିଥିବା କରୋନା ମହାମାରୀ ସମୟରେ ଚିକିତ୍ସାଳୟ ମାନଙ୍କରେ ଅକ୍‌ସିଜେନ୍
Read More...

ସୁନାମଧନ୍ୟ ଡାକ୍ତର ସୁଶାନ୍ତ ସର୍ବ ଭାରତୀୟ ସ୍ତରରେ ସମ୍ମାନିତ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ୟରତ
Read More...

ପଦ୍ମପୁର ଟାଉନ ଲାଇଟ୍ ସେବାରେ ସମୟର ବ୍ୟତିକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିର ସହରବାସୀଙ୍କୁ ଟାଉନ ଲାଇଟ୍ ବା ଷ୍ଟ୍ରିଟ ଲାଇଟ୍ ସେବାରେ ଏନ୍ଏସି ଓ ବିଦ୍ୟୁତ ବିଭାଗ ଦ୍ୱାରା ସମୟର ବ୍ୟତିକ୍ରମ କରା ଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୂର୍ୟ୍ୟଦୟ ଓ ସୂର୍ୟ୍ୟାସ୍ତ ସମୟରେ ପରିବର୍ତ୍ତନ ଥିବା ବେଳେ ଟାଉନ
Read More...

ଅର୍ଥାଭାବରୁ ହୋଇପାରୁନି ହୃଦୟ ଆଇସିଆର୍ ରୋଗର ଅସ୍ତ୍ରୋପଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇରପାଲି ଗ୍ରାମରେ ରୁହନ୍ତି ଅବନୀ ବରିହା ଓ ଉରକୁଲି ବରିହାଙ୍କ ପରିବାର । ପରିବାର କହିଲେ ଦୁଇ ଝିଅ ଓ ଗୋଟିଏ ପୁଅ ଆଉ ସ୍ୱାମୀ ସ୍ତ୍ରୀ । ପାଞ୍ଚ ପ୍ରାଣୀର ତେଲଲୁଣର ସଂସାର । ହସ ଖୁସିରେ ଚାଲିଥିଲା
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମର୍ଦ୍ଧନା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ଅଧକ୍ଷତାରେ କୋବିଡ଼-୧୯ ନିୟମ ପାଳନ ପୂର୍ବକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ ବାଗଙ୍କ ସରକାରୀ ଚାକିରୀରୁ ଅବସର ଜନିତ ବିଦାୟକାଳୀନ ସମର୍ଦ୍ଧନା ଅନୁଷ୍ଠିତ
Read More...

ଜାମସେଠରେ ଦୁଇ ଦିନିଆ ସଟଡାଉନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ କରୋନା ଗାଁଗୁଡିକୁ ଧୀରେ ଧୀରେ ମାଡ଼ି ବସୁଥିବା ବେଳେ ଚିନ୍ତାର ବିଷୟ ସାଜିଛି । ବରଗଡ଼ ଜିଲ୍ଳା ପାଇକମାଳ ବ୍ଳକ ଜାମସେଠ ଗ୍ରାମପଞ୍ଚାୟତରେ ମଙ୍ଗଳବାର ସକାଳ ୭ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ସଟଡାଉନ ରହିବ । ଗାଁରେ ପଜିଟିଭ କେସ
Read More...

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ ସ୍ଥିତି ପୂରାପଦ୍ଭରି ବିଗଡି ଯାଇଛି । ଏହାକୁ ସଜାଡିବା ପାଇଁ କେନ୍ଦ୍ର ସରକାର ପର୍ୟ୍ୟାୟ କ୍ରମେ ଅନ୍ ଲକ୍ ଘୋଷଣା କରି ଆସୁଛନ୍ତି । ରାଜ୍ୟ
Read More...

ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ବୋଟାନି ବିଭାଗରେ ଟପ୍ପର ହେଲେ ଶୁଭ୍ରାଂଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ୬ଟି କ୍ୟାମ୍ପସ୍‌ ଥିବାବେଳେ ଭୁବନେଶ୍ୱର କ୍ୟାମ୍ପସ୍‌ରେ ଥିବା ପିଜି ବୋଟାନି ବିଭାଗରେ ଟପ୍ପର ହୋଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମର ଦିଲ୍ଳୀପ ସାହୁଙ୍କ ଝିଅ ଶୁଭ୍ରାଂଶୀ ସଂଶ୍ଲିଷ୍ଟା ସାହୁ ।
Read More...