Browsing Tag

padmapur news

ବେପରୁଆ ଗାଡି ଚାଲଣର କୁପରିଣତି : ଅଳ୍ପକେ ବର୍ତିଲା ଝିଅର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଳିଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବଡ଼ପଣ୍ଡା ବସର ଜନଗହଳି ପୂର୍ଣ୍ଣ
Read More...

ପଦ୍ମପୁରର ସାର୍ବଜନୀନ ଦୁର୍ଗାପୂଜା

ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଏକଦା "ବୋଡ଼ାସମ୍ବର ଜମିଦାରୀ" ଗଢ଼ି ଉଠିଥିଲା । ପାଟଣା ରାଜ୍ୟର ପାଟ ଜମିଦାରୀ ଓ ସମ୍ବଲପୁର ରାଜ୍ୟର ଅଠରଗଡ଼ ମଧ୍ୟରେ ଏହା ଏକ ବିଖ୍ୟାତ ଗଡ଼ ଥିଲା । ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ ବେଳକୁ ବୋଡ଼ାସମ୍ବର ଏକ ବିସ୍ତୃତ ଓ ସମୃଦ୍ଧ
Read More...

କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଏବଂ ଅନୁକୁଳ ପାଗ ଯୋଗୁଁ ଧାନ ଅମଳ କରିବାରେ ଚାଷୀ ମାନେ ଭଲ ଆଶା ରଖିଥିଲେ । ହେଲେ ଅଦିନିଆ ବର୍ଷା ଯୋଗୁଁ
Read More...

ରସମୁଣ୍ଡା ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ଘଡିକେ ଘୋଡା ଛୁଟୁଥିବା ଆଇନରେ ବରଗଡ ଜିଲ୍ଲାରେ ଶତାଧିକ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଘୋଷଣାରେ ୨୦ରୁ କମ ପିଲା ଥିବା ପ୍ରାଥମିକ ବିଦ୍ୟାଳୟ ଓ ୨୫ରୁ କମ
Read More...

ଭତ୍ତାକୁ ଅପେକ୍ଷା କରିଛନ୍ତି ୭୦ ବର୍ଷ ବୟସ୍କା ଅସହାୟ ବୃଦ୍ଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହା ସରକାରୀ ଅଫିସରଙ୍କ ଆନ୍ତରିକତାର ଅଭାବ ହେତୁ ଠିକ୍ ଭାବରେ ଅନେକ ସ୍ଥାନରେ କାର୍ୟ୍ୟକାରୀ ହୋଇ ପାରୁନାହିଁ । ଏପରି ଏକ ଅଭାବନୀୟ
Read More...

ଦଳିତଙ୍କ ଘର ଭାଙ୍ଗି ଦେଇଛି ପ୍ରଶାସନ : ସାଧାରଣରେ ନିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକଙ୍କୁ ନ୍ୟାୟୋଚିତ ସେବା ଯୋଗାଇବା ପ୍ରଶାସନର ଧର୍ମ । ବେଳେ ବେଳ ପ୍ରଶାସନ ନିଜର ଧର୍ମପଥରୁ ଓହରି ବେନିୟମ କାର୍ୟ୍ୟ କରୁଥିବାର ଦୃଷ୍ଟାନ୍ତ ବି କିଛି କମ୍ ନାହିଁ । ଦଳିତ ଆଦିବାସୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ଘର ଭାଙ୍ଗିଦେଇଛି ପ୍ରଶାସନ । ବରଗଡ଼
Read More...

ପଦ୍ମପୁର ସହରରେ ପାନୀୟ ଜଳଯୋଗାଣ ଠପ୍‌ : ଟେଙ୍କର ଯୋଗେ ଜଳଯୋଗାଣ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିରେ ଗତ କିଛି ଦିନ ହେଲା ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡିଛି । ସହରର ମୁଖ୍ୟ ରାସ୍ତା କଡରେ ଥିବା କିଛି ଘରକୁ ଛାଡି ଦେଲେ ଅନ୍ୟ ସମସ୍ତ ଅଂଚଳରେ ଜଲଯୋଗଣ ବନ୍ଦ ହୋଇଯାଇଛି । ଏହା ଫଳରେ ସକାଳ ପାହିବା ମାତ୍ରେ
Read More...

ଗୁଠୁର୍ଲାରୁ ଲୁହାଖାନ ରାସ୍ତା ମରଣଯନ୍ତା ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଗୁଠୁର୍ଲା ଗ୍ରାମରୁ ଲୁହାଖାନ ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ବହୁତ ବର୍ଷରୁ ପଡି ରହିଛି । ଏହା ପ୍ରଶାସନର ଦୃଷ୍ଟିରେ ଥିଲେ ହେଁ କାହିଁକି କାମ କରୁନାହାନ୍ତି, ଏହା ଦୁଃଖର
Read More...

ଜେନିଥ୍‌ ଲାୟନ୍ସ ଗୁରୁକୁଳ ଛାତ୍ରଛାତ୍ରୀଙ୍କ ସର୍ବ ଭାରତୀୟ ନିଟ୍-୨୦୨୦ରେ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜେନିଥ୍‌ ଲାୟନ୍ସ ଗୁରୁକୂଳ, ପଦ୍ମପୁରରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରିଥିବା ସଂକେତ ସାହୁ ୬୩୮ ମାର୍କ ଓ ସୁଶ୍ରୀ ଶ୍ରେୟା ଅଗ୍ରୱାଲ ୬୦୫ ମାର୍କ ରଖି ସର୍ବ ଭାରତୀୟ ନିଟ୍ ପରୀକ୍ଷା ୨୦୨୦ରେ କୃତିତ୍ୱ ହାସଲ କରିଛନ୍ତି । ସଂକେତ ସାହୁଙ୍କ ଗ୍ରାମ ଭଟଲି
Read More...

ପଦ୍ମପୁର ଉପଖଣ୍ତର ଦିଗହରା ବିଦ୍ୟୁତ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜକୁ କିଛି ତଳେ ଖବର ମାଧ୍ୟମରେ ଉପସ୍ଥାପିତ ହୋଇଥିବା ସଲଡିହ ଗ୍ରାମର ଏକ ଘଟଣା ଯେଉଁଠି ବିଜୁଳିର ଆବଶ୍ୟକ ଅଛି । ସେଠାରୁ ଖୁଣ୍ଟ ପୋତି ତାର ଟଣା ସରିଲା ପରେ ମଧ୍ୟ ପରବର୍ତ୍ତି ସମୟରେ ବିଦ୍ୟୁତ ଉପକରଣ ସ୍ଥାନାନ୍ତଣ କରାଯାଉଥିବା ବେଳେ ଅନ୍ୟ କେଉଁଠି
Read More...