Browsing Tag

padmapur news

କେନ୍ଦୁପତ୍ର କର୍ମଚାରୀ ସଂଘ ଭୁବନେଶ୍ବରରେ ଜଙ୍ଗଲ ବିଭାଗ ମନ୍ତ୍ରୀ, ଜଙ୍ଗଲ ବିଭାଗ ଶାସନ ସଚିବ ଓ ପିସିସିଏଫଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ ଭିତରେ ବାଂଟି ହେଉଥିବା ବେଳେ ଓଡିଶା ସରକାର ଲାଭାଂଶ ର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ବାରା କେନ୍ଦୁପତ୍ର ତୋଳାଳୀ
Read More...

ଛତୁଆ ବଣ୍ଟନ ଅନିୟମିତତା ଯୋଗୁଁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ଧାରଣା ଜାରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନରେ ଥିବା ଆଇସିଡିଏସର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ବେନିୟମିତତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସ ଠାରେ ଆଜକୁ ୧୦ ଦିନ ହେଲାଣି ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କର ସଦସ୍ୟ
Read More...

ଏହି ଅନ୍ଧ କଳାକାରଙ୍କୁ କଳାକାର ଭତ୍ତା ମିଳିବ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ବରିକେଲ ଗାଁର ଜଣେ ଭିନ୍ନକ୍ଷମ କଳାକାର ସେ ହେଉଛନ୍ତି ଅନ୍ଧ। ହେଲେ ଢୁଲୁକିର ତାଳେ ତାଳେ ବହୁତ୍ ସୁନ୍ଦର ଗୀତ ଗାଇ ଲୋକଙ୍କର ମନକୁ ମୋହି ନେଉଛନ୍ତି । ଏହି କଳାକାରଙ୍କର ନାମ ହେଉଛି ସୁର ଦାସ । ଛୋଟ ଦିନରୁ ଟିଣ ଡବାକୁ ବଜେଇ
Read More...

ପୋଲିସ ଭରିବ ୫ ଲକ୍ଷ କ୍ଷତି ପୂରଣ

ପଦ୍ମପୁର,(ନିରୋଜ କୁମାର ପାଣୀ) :ବିନା ତଦନ୍ତରେ ମୃତ୍ୟୁ ଘୋଷଣା କରି ଜଣଙ୍କୁ ଅଭିଯୁକ୍ତ ଭାବରେ ଜେଲ ପଠାଇ ଥିଲା ପୋଲିସ । ମୃତ ଯୁବକ ଫେରିବା ପରେ ପଦାରେ ପଡିଥିଲା ପୋଲିସର ତଦନ୍ତ ସତ୍ୟତା । ବର୍ତ୍ତମାନ ଅଭିଯୁକ୍ତ ଭାବରେ ଜେଲ ଯାଇଥିବା ଦୁଇ ଜଣଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ
Read More...

ଅଂଗନଦୀରେ ପୋଲ ଦାବୀ : ସ୍ଥଳ ପରିଦର୍ଶନ କଲେ ନିର୍ବାହୀ ଯନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ଲଖମରା ଚର୍ଦାପାଲି ଠାରେ ଯୋଗାଯୋଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଂଗନଦୀରେ ପୋଲ ନିର୍ମାଣ ପାଇଁ ଅନେକ ଆନ୍ଦୋଳନ, ଅନଶନ, ଗଣଧାରଣା, ଗଣମାଧ୍ୟମ ପ୍ରତିନିଧି, ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଛି । ବର୍ତ୍ତମାନ କେତେକ ଯୁବ
Read More...

ବିଜୁ ଏକ୍ସପ୍ରେସ ୱେ ନିର୍ମାଣର ଅଗ୍ରଗତି ସଂପର୍କୀତ ସମୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ଠାରୁ ପାଇକମାଲ ବ୍ଲକ ସୀମା ପର୍ୟ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ସଂପର୍କୀତ ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ବରଗଡ଼ ଜିଲ୍ଲାପାଳ ଦିପକ ରଞ୍ଜନ ଦାଶ ଯୋଗଦାନ କରି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ
Read More...

ବୁଡାମାଲ କୁମ୍ଭାରପଡାର କଂକ୍ରିଟ୍ ରାସ୍ତା ସମୀକ୍ଷା କଲେ ଜେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ବୁଡାମାଲ ଗାଁରେ ମୁଖ୍ୟ ରାସ୍ତାରୁ କୁମ୍ଭାର ପଡାକୁ ଯାଉଥିବା ରାସ୍ତା ନୁତନ ଭାବେ କଂକ୍ରିଟ୍ ରାସ୍ତାର ସମୀକ୍ଷା କଲେ ପଦ୍ମପୁର ଜେଇ ପ୍ରଶାନ୍ତ ସେଠୀ । ସମସ୍ତ କାର୍ୟ୍ୟର ମାପଚୁପ କରି ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ
Read More...

କେଭା ହେଲଥ ଏଣ୍ତ ୱେଲନେସ ପଏଣ୍ଟ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କେଭା ହେଲଥ ଏଣ୍ତ ୱେଲନେସ ତରଫରୁ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଞ୍ଜନ କୁମାର ଦାଶ କେଭା ପୋଷକତତ୍ତ୍ବ ପ୍ରୟୋଗ ବିଧି ଉପରେ ସମ୍ୟକ ଧାରଣା ଦେଇଥିବା ବେଳେ ଚିନ୍ତାମଣି ସାହୁ ଜୈବିକ ଚାଷ ଉପରେ ଉପଦେଶ ଦେଇ କେଭାର
Read More...

ସରକାରୀ ଆବାସ ପାଇଁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) :ଗରିବ ଲୋକଙ୍କୁ ମାଗଣା ପକ୍କାଘର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଘର ଖଣ୍ଡିଏ ପାଇବା ପାଇଁ ସାତ ସପନ ହୋଇ ପଡୁଛି । ବରଗଡ଼
Read More...

ବୁଡାମାଲ କୁମ୍ଭାରପଡା ରାସ୍ତା କାର୍ୟ୍ୟ ସମାପ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ଏକ କଂକ୍ରିଟ୍ କରଣ କାର୍ୟ୍ୟ ସମାପ୍ତ ହୋଇ ଯାଇଛି । ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚୁତର୍ଭୁଜ ମେହେରଙ୍କ ଉଦ୍ୟମରେ ପଞ୍ଚାୟତ ତରଫରୁ ବହୁତ ସୁନ୍ଦର ମଜବୁତ୍ କାର୍ୟ୍ୟ କରାଯାଇଛି । ଏହି ରାସ୍ତା ବୁଡାମାଲ ମୁଖ୍ୟ
Read More...