Browsing Tag

padampur news

ଡ୍ରିମ୍ସ କ୍ୟାଚର କ୍ରିକେଟ ଉଦ୍‌ଯାପିତ : ଖଇରପାଲି ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଜମଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ୨୨ତମ ଡ୍ରିମ୍ସ କ୍ୟାଚରର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲରେ ଘନାମାଲ ଦଳ ସାରଙ୍ଗପୁର ଦଳକୁ ହରାଇ ଏବଂ ଦ୍ୱିତୀୟ ସେମିଫାଇନାଲରେ ଖଇରପାଲି ଦଳ ମହୁଲପାଲି ଦଳକୁ
Read More...

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ନବନିର୍ବାଚିତ ଜନପ୍ରତିନିଧିଙ୍କୁ ସ୍ୱାଗତ କଲେ ମଲଦା ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲଦା ଗ୍ରାମଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ନବ ନିର୍ବାଚିତ ପାଇକମାଲ ଜୋନ ନଂ ୨ ଜିଲ୍ଲା
Read More...

ସାମ୍ବାଦିକ ଡିଲେଶ୍ଵରଙ୍କ ଦୁର୍ଘଟଣା ଘଟଣା : କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର, ଶେଖୁ ବୁର୍ଲାରୁ ହେଲେ ଡିସ୍‌ଚାର୍ଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ଡିଲେଶ୍ଵର ବାଗ ଗତ ଶିବରାତ୍ରୀ ଦିନ କଣ୍ଠେଶ୍ୱରପୁର ଶିବ ମନ୍ଦିରକୁ ଖବର ସଂଗ୍ରହ କରିବାକୁ ଯାଇ ଫେରିବା ବାଟରେ ଦୁର୍ଘଟଣା କିମ୍ବା ଆକ୍ରମଣର ଶିକାର ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇରହିଛି ।
Read More...

ଶିକ୍ଷକ ବିଦ୍ୟାଧର ଗୁରୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବରିହା ପୁଖାପାଣି ଗାଁର ବିଦ୍ୟାଧର ଗୁରୁ (୪୪)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ଗୁରୁ ଗତକାଲି ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ବୁର୍ଲା
Read More...

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନାମାଙ୍କନ ପତ୍ର ଦାଖଲ କଲେ ସୁଶ୍ରୀ ପଙ୍କଜିନୀ ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ନାରୀନେତ୍ରୀ ସୁଶ୍ରୀ ପଙ୍କଜିନୀ ପ୍ରଧାନଙ୍କୁ ସହରର ଗଳିକନ୍ଦିଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ କିଏ ବା ନ ଜାଣେ । ସେ ଲୋକପ୍ରିୟ ସମାଜସେବୀ ଭାବେ ବେଶ ପରିଚିତ ଚେହେରା । ଚଳିତ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପଦ୍ମପର ଏନ୍‌ଏସିର
Read More...

ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟ ଦୀର୍ଘ ବର୍ଷ ଧରି ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଭିଭାବକମାନଙ୍କ ଆପ୍ରାଣ ପ୍ରଚେଷ୍ଟା ଫଳରେ ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରୁଛନ୍ତି । ମେଧାବୀ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା
Read More...

ବରିକେଲରେ ନବ ନିର୍ବାଚିତ ସରପଞ୍ଚ ଦିନେଶ କୁମାର ସେଠଙ୍କ ବିଜୟ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବରେ ଦିନେଶ କୁମାର ସେଠ ୧୪୦୪ ଖଣ୍ତ ଭୋଟ ପାଇ ବିଜୟ ହୋଇଛନ୍ତି । ସେ ଅଞ୍ଚଳରେ ଜଣେ ସମାଜ ସେବୀ ଭାବେ ଜଣାଶୁଣା । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ
Read More...

ଟେମରୀ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦିଲ୍ଲୀପ ବେହେରାଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଦିଲ୍ଲୀପ ବେହେରା ୮ ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପିତାମ୍ବର ବନଛୋରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ନବ ନିର୍ବାଚିତ ସରପଞ୍ଚ ଦିଲ୍ଲୀପ ବେହେରା ୨୦୧୯/୨୧ ପର୍ଯ୍ୟନ୍ତ
Read More...

ଗୁଦେରପାଲିରେ ଅଷ୍ଟପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ମହା ଶିବରାତ୍ରି ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗାଁର ଶତାଧିକ ମହିଳା ବଡ ପୋଖରୀରୁ ଢୋଳ ମୃଦଙ୍ଗ ସହ ଶଙ୍ଖ ଧ୍ୱନିର ତାଳେ ତାଳେ ପୂର୍ଣ୍ଣ କଳସୀ ଆଣି ଯଜ୍ଞ ମଣ୍ଡପରେ
Read More...

ରାଜବୋଡାସମ୍ବର ବ୍ଲକ ଜୋନ ନଂ ୩ରେ ମକରଧ୍ୱଜ ବଗାର ଜିଲ୍ଲାପରିଷଦ ସଭ୍ୟ ଭାବେ ନିର୍ବାଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକର ୩ ନଂ ଜୋନରେ ଭାରତୀୟ ଜନତା ପାର୍ଟିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ରୂପେ ଛିଡ଼ା ହୋଇଥିବା ମକରଧ୍ୱଜ ବଗାର ବହୁ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ସଂଯୁକ୍ତା ମାଝୀ ବିଜୁଜନତା ଦଳ
Read More...