Browsing Tag

padampur news

ଉଚ୍ଚତର ଗବେଷଣା ପାଇଁ ଅଧ୍ୟାପକଙ୍କ ବିଦେଶ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଭାଗର ଯୁବ ଅଧ୍ୟାପକ ଡ଼. ବଳରାମ ପ୍ରଧାନ ଆମେରିକା ସ୍ଥିତ ମର୍ଯ୍ୟାଦାଜନକ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହେଲ୍‌ଥ ଦ୍ଵାରା ମନୋନୀତ ହୋଇ ବିଦେଶ ଯାତ୍ରା କରିଛନ୍ତି । ଏହି ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ସେ ଦୁଇ
Read More...

ଶ୍ରୀ ନୃସିଂହନାଥ ବୈଶାଖ ମେଳା ବିଶ୍ଵଶାନ୍ତି ମହାଯଜ୍ଞ ସହ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶରେ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହା ସମାରୋହରେ ଉଦ୍‌ଯାପିତ ପାଳିତ ହୋଇଯାଇଛି । ଏହି ମେଳା ମଇ ୧୨ରୁ ଆରମ୍ଭ ହୋଇ ଆଜି ୧୬ ତାରିଖ ଦିନ
Read More...

ବେଦମନ୍ତ୍ରରେ କମ୍ପୁଛି ନୃସିଂହନାଥ ପୀଠ : ମାନବ ସମାଜରେ ଶାନ୍ତି ବାର୍ତ୍ତା ବହନ କରୁଛି ବିଶ୍ଵଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ପାଞ୍ଚ ଦିନ ବ୍ୟାପୀ ମହାସମାରୋହରେ ହୋଇଯାଇ ଅଛି । ଏହି ମେଳା ଆସନ୍ତା କାଲି ୧୬ ତାରିଖ ଉଦ୍‌ଯାପିତ ହେବ ।
Read More...

ବୈଶାଖ ମେଳାରେ କୁଲତା ଯୁବ ସଂଗଠନ ପକ୍ଷରୁ ଅନ୍ନଛତ୍ର ଓ ଜଳଛତ୍ର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହେଉଛି ଶ୍ରୀ ଶ୍ରୀ ନୃସିଂହନାଥ । ଏଠାରେ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି ପ୍ରଭୁ ମାର୍ଜାର କେଶରୀ । ଏହି ମନ୍ଦିର ଗନ୍ଧମାର୍ଦ୍ଦନ ପାଦ ଦେଶରେ ଅବସ୍ଥିତ । କୁଲୁ କୁଲୁ ନାଦରେ ଅବିରତ ବହି ଚାଲିଛି ନିର୍ମଳ
Read More...

ନୃସିଂହ ଚତୁର୍ଦ୍ଦଶୀ ପାଇଁ ବୈଶାଖ ମେଳା ଚଳଚଞ୍ଚଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହ ନାଥ ପୀଠରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଗୁରୁବାର ଆରମ୍ଭ ହୋଇଯାଇଛି । ତେବେ ଏହି ମେଳା ୧୬ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଭକ୍ତ
Read More...

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର କୋର୍ଟ ପରିସରରେ ୨୦୨୨ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା
Read More...

ଜମୁଛି ନୃସିଂହନାଥ ବୈଶାଖ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଏବଂ ବୈଶାଖ ମେଳା ଉତ୍ସବ ପାଞ୍ଚ ଦିନ ଧରି ମହା ସମାରୋହରେ ପାଳିତ ହେଉଛି । ଗତ ଦୁଇବର୍ଷ ଧରି ଉକ୍ତ ମେଳା ବନ୍ଦ ରହିଥିବା ଯୋଗୁଁ ଏ ବର୍ଷ
Read More...

ପୁରେନା ଗ୍ରାମରେ ଅଚଳ ନଳକୂପ ମରାମତି ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସ ତଥା ସରକାରୀ କର୍ମଚାରୀଙ୍କର ଆନ୍ତରିକତାର ଅଭାବ ଯୋଗୁଁ ସାଧାରଣ ଜନତା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର
Read More...

୧୨ରୁ ନୃସିଂହନାଥ ବୈଶାଖ ମେଳା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସର୍ବ ବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଏକ ଦିନପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା ମନ୍ଦିର
Read More...

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ପ୍ରାରମ୍ଭ କରିଥିଲେ । ଏହି ଆସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ଦୁର୍ଗାଚରଣ
Read More...