ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ପଦ୍ମପୁର ସ୍ଥିତ ଗୁରୁକୂଳ ନବପ୍ରଭାତ ଆଶ୍ରମ ନୂଆପାଲିଠାରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କଳାକାର ରମେଶ ଗୁର୍ଲା ଦୀପ ପ୍ରଜ୍ୱଳନ ପୂର୍ବକ!-->…
Read More...
Read More...