Browsing Tag

padampur news

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସନ୍ଥ ଓ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ୍‌ର
Read More...

୨୭ତମ ସର୍ବ ଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ

ଏନ୍‌ଏନ୍‌ଏସ୍ ଆହ୍ଲାବାଦ ଫାଇନାଲକୁ ପ୍ରବେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଏନ୍‌ଏନ୍‌ଏସ୍‌ ଆଲ୍ଲାବାଦ ଓ ଆର୍ ୱାଇ ସିସି ରାଉରକେଲା
Read More...

ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ବିବାଦ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମର ଜାମୁମୁଣ୍ତା ପଡାର ଆଦିବାସୀ ପରିବାର ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ପାଇଁ ଜିଲ୍ଲାପାଳଙ୍କୁ ପଡାବାସୀ ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ପାଇକମାଲ
Read More...

୨୭ତମ ସର୍ବ ଭାରତୀୟ ବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବରଗଡ଼ ବ୍ଲୁ ଡାଇମଣ୍ଡକୁ ହରାଇ ରାଉରକେଲା ସେମିଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆଠାରେ ଚାଲିଥିବା ୨୭ତମ ସର୍ବ ଭାରତୀୟ ବୋଡସେମ୍ବର କ୍ରିକେଟ କପର ଆଜି ଦ୍ୱିତୀୟ ଦିବସରେ ବରଗଡ଼ ବ୍ଲୁ ଡାଇମଣ୍ଡ ଓ ଆରୱାସିସି ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ ବରଗଡ଼ ଦଳ ଟସ୍
Read More...

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦ୍‌ଘାଟିତ, ସେମି ଫାଇନାଲରେ ଅନୁଗୁଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲିଠାରେ ରାଜ୍ୟସ୍ତରୀୟ ଦଶମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍‌ ଚତୁର୍ଥ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ଅନୁଗୁଳ ଦଳ ଭୁବନେଶ୍ୱର (କମାଣ୍ଡୋ) ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ସମ୍ବଲପୁର ଦଳ ଭୁବନେଶ୍ୱର
Read More...

ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ରାଜକୁମାର ସାହୁ ଦ୍ଵିତୀୟ ଶ୍ରେଷ୍ଠ ନାଟ୍ୟକାର ଭାବେ ପୁରସ୍କୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଲଚରାଲ ଏକାଡେମୀ ରାଉରକେଲା, ଓଡ଼ିଶା ଦ୍ୱାରା ଆୟୋଜିତ ବହୁ ପୁରାତନ ତଥା ମର୍ଯ୍ୟାଦାପୂର୍ଣ୍ଣ ଲୋକନାଟକ ମହୋତ୍ସବରେ ଆଗରୁ ନିଜର ସ୍ଥାନ ସୁଦୃଢ କରିଥିବା ସଚେତନ ହେମା, ଢୋଲବନ୍ଧ ନାଟ୍ୟନୁଷ୍ଠାନ ଏବର୍ଷ ମଧ୍ୟ ଅପୂର୍ବ ସଫଳତା ହାସଲ କରିଛି । ପଶ୍ଚିମ
Read More...

‘କୋଶଲ କୁଇନ୍‌’ ହେଲେ କବୟିତ୍ରୀ ମୀରାବାଈ ମହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର 'କୋଶଲ କୁଇନ୍' ହେଲେ ମୀରାବାଈ ମହାନ୍ତି ପାଣିଗ୍ରାହୀ । ଚଳିତ ପୌଷ ପୂର୍ଣ୍ଣିମା ଭେଟ୍‌ଘାଟ୍‌ରେ ବରଗଡ଼ ବରପାଲି ଆମ୍ବେଦକର ଭବନ ଠାରେ ଜୁଏହୁଲା ସାହିତ୍ୟ ଅନୁଷ୍ଠାନ ତରଫରୁ ଜାନୁୟାରୀ ୭
Read More...

ସରକାରୀ ଅବହେଳା କାରଣରୁ ୨୫ଜଣ ଚାଷୀଙ୍କ ଟୋକନ ଲେପ୍ସ ଅଭିଯୋଗ : ଚାଷୀ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଧରା ସେବା ସମବାୟ ସମିତି ଅନ୍ତର୍ଗତ କୁମୀର ଧାନ ମଣ୍ତିରେ ରାଜ୍ୟ ସରକାରଙ୍କଠାରୁ ଟୋକନ ପାଇଁ ମଣ୍ତିରେ ଧାନ ପକାଇଥିବା ୨୫ ଜଣ ଚାଷୀଙ୍କ ଟୋକନ ଲେପ୍ସ ହୋଇଯିବା ପରେ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ
Read More...

୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆଠାରେ ୨୭ତମ ସର୍ବଭାରତୀୟ ବୋଡାସମ୍ବର କପ୍‌ କ୍ରିକେଟ ପ୍ରତିଯୋଗିତା ଆଜି ଅନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା ମୁଖ୍ୟ ଅତିଥି ଭାବରେ
Read More...

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଦ୍ଵିତୀୟ ଦିବସ : ସେମି ଫାଇନାଲରେ ପଦ୍ମପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ ଦ୍ଵିତୀୟ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ପଦ୍ମପୁର ଦଳ ସରାଇପାଲି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ବରଗଡ ଦଳ କଳାହାଣ୍ଡି ଦଳକୁ ହରାଇ
Read More...