ଗୁଦେରପାଲିରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳବାସୀଙ୍କ ଦୀର୍ଘ ଦିନରୁ ଥିବା ଆଶା ଯାହାକି କୁଣ୍ଡାଖାଇ ସେବା ସମବାୟ ସମିତିଠାରୁ ଗୁଦେରପାଲିରେ ନିଜସ୍ଵ ଏକ ସମବାୟ ସମିତି ଗଠନ କରିବାର ସ୍ୱପ୍ନ ଥିଲା ତାହା ଆଜି ସାକାର ହୋଇଛି । ପ୍ରଥମେ!-->…
Read More...
Read More...