Browsing Tag

padampur news

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌, ଝାରବନ୍ଧ ଗଠିତ : ମୋତିଲାଲ ବାଗ ସଭାପତି, ସମ୍ପାଦକ ବଂଶୀଧର ନାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଯୁବ ସାମ୍ବାଦିକମାନଙ୍କୁ ନେଇ ଝାରବନ୍ଧ ବନଦୁର୍ଗା ମଣ୍ଡପଠାରେ ସାମ୍ବାଦିକ ସୋମନାଥ ବାଗଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ଭୂମିକା ଏବଂ କର୍ତ୍ତବ୍ୟ, ସାମ୍ବାଦିକତା
Read More...

ନୃସିଂହନାଥ ପୀଠରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ପାନ୍ଥନିବାସ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ ଜିଲ୍ଲା ଉପସଭାପତି ସରୋଜ
Read More...

ମନ୍ତ୍ରୀ ରିତା ସାହୁଙ୍କ ସହିତ ସରପଞ୍ଚ ସଂଘର ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଅନେକ ଗୁଡ଼ାଏ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଅନେକ ଥର ଅଭିଯୋଗ କରିବା ପରେ କିଛି ସମସ୍ୟାର ସମାଧାନ ହୋଇଥିବା ବେଳେ ଅନେକ ଗୁଡ଼ାଏ ସମସ୍ୟାର ସମାଧାନ ଏ
Read More...

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଯାତ୍ରୀ ନିବାସଠାରେ ପଦ୍ମପୁର ଯୁବ ଯାଦବ ସଂଗଠନ ତରଫରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ, ଏ ୨ ଗ୍ରେଡ଼ରେ ପାସ କରିଥିବା ଯାଦବ ସମାଜ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
Read More...

ନିଟ୍ ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଭେଉଁରିଆ ଗାଁର ଅଲପି ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗାଁର ମୂଳ ନିବାସୀ ପ୍ରକାଶ ଚନ୍ଦ୍ର ସାହୁ ଓ ଆରତୀ ସାହୁଙ୍କ ସୁପୁତ୍ରୀ ଅଲପି ସାହୁ ନିଟ୍‌ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୨୭୭୩ ରେଙ୍କ୍‌ରେ କୃତକାର୍ଯ୍ୟ ହୋଇଛନ୍ତି । ମା' ଆରତୀ ସାହୁ ବଲାଙ୍ଗିର ଜିଲ୍ଲା ଶିକ୍ଷା
Read More...

ଝାରବନ୍ଧ ବ୍ଲକ ସ୍ତରୀୟ ଲୋକକଳା ଦିବସ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣଙ୍କ ସମେତ ଏମ୍‌.ପି ପ୍ରତିନିଧି ହରିହର ସାହୁ, ଏବିଡ଼ିଓ ଭୀଷ୍ମଦେବ ମାଝୀ
Read More...

ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ସ୍ମୃତି କମିଟି ଗଠିତ : ଆସନ୍ତା ୧୭ ତାରିଖ ନୃସିଂହନାଥରେ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବରର ଜମିଦାର ଯୁବରାଜ ସ୍ୱର୍ଗତ ବିକ୍ରମାଦିତ୍ୟ ସିଂହ ବରିହା ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସ୍ମୃତି କମିଟି ଜବାହାରଲାଲ ସିଂ ବରିହାଙ୍କ ସଭାପତିତ୍ୱରେ ଓ ଯୁବରାଜଙ୍କ ସାନପୁଅ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ଆବାହକତ୍ୱରେ କମିଟି ଗଠିତ
Read More...

ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ପଦ୍ମପୁର ରକ୍ତଭଣ୍ଡାର ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟଠାରେ ଏକ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ସେଠ, ଡା. ଗୀତାପୀଉଷ ସିନ୍ଧୁ ମିଶ୍ର, ଡା. ଯଦୁମଣି
Read More...

ପଦ୍ମପୁରରେ ଲୋକକଳା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗ ଦ୍ୱାରା ପାଳିତ ହୋଇଥିବା ଲୋକକଳା ଉତ୍ସବ ପଦ୍ମପୁର ବ୍ଲକ ସଂସ୍କୃତି ସଂଘ ଆନୁକୂଲ୍ୟରେ ଏକ ଭବ୍ୟ ପରିବେଶ ଭିତରେ ଅନୁଷ୍ଠିତ
Read More...

ଗାଇସିଲେଟରେ ଯୋଗଦେଲେ ନୂତନ ଥାନାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ପ୍ରଶାନ୍ତ କୁମାର ସାମଲ ଯୋଗ ଦେଇଛନ୍ତି । ଆଜି ସକାଳେ ଶ୍ରୀ ସାମଲ ଗାଇସିଲେଟ ଥାନାରେ ପହଞ୍ଚିବା ପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ
Read More...