Browsing Tag

news of india

ଦଙ୍ଗାକାରୀଙ୍କ ଫଟୋ ଜାରି କଲା ପୋଲିସ, ସହରରେ ଲାଗିଲା ହୋର୍ଡିଂ-ପୋଷ୍ଟର

ରାଞ୍ଚି : ରାଞ୍ଚି ପୋଲିସ ଶୁକ୍ରବାର ଦିନ ହିଂସା ଓ ବିଶୃଙ୍ଖଳା ସହ ଜଡିତ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ କରିଛି । ରାଞ୍ଚି ପୋଲିସ ଦୁଇଟି ପୋଷ୍ଟରରେ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ କରିଛି । ପ୍ରଥମ ପୋଷ୍ଟରରେ, ୧୮ ଜଣ ଥିବାବେଳେ ଦ୍ୱିତୀୟ ପୋଷ୍ଟରରେ ୧୫ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ ପାଇଛି
Read More...

୨ ସ୍ୱାମୀଙ୍କୁ ଛାଡ଼ି ତୃତୀୟ ପୁରୁଷ ସହ ପଳେଇଲା ପତ୍ନୀ, ପତ୍ନୀକୁ ଖୋଜିବାକୁ ପୋଲିସ ପାଖରେ ପହଂଚିଲେ ୨ ସ୍ୱାମୀ

ନାଗପୁର : ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା, ଯାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଜିଲ୍ଲାର ଭରୋସା ପୋଲିସ ଷ୍ଟେସନ ନିକଟରେ ଦୁଇ ଜଣ ବ୍ୟକ୍ତି ପୋଲିସ ପାଖରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଖୋଜିବା ପାଇଁ ନିବେଦନ କରିଥିଲେ । ପ୍ରଥମେ ପୋଲିସ
Read More...

ମଧ୍ୟାହ୍ନ ଭୋଜନ ଯୋଜନା : ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ଜୁଲାଇ ୧ରୁ ବିଦ୍ୟାଳୟରେ ପିଲାମାନଙ୍କୁ କ୍ଷୀର ଦେବେ

ଜୟପୁର : ରାଜସ୍ଥାନର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଅଶୋକ ଗେହଲଟ୍ ସରକାର ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବା ସହିତ ଏକ ଗ୍ଲାସ୍ କ୍ଷୀର ପିଇବାକୁ ଦେବେ । ଜୁଲାଇ ୧ ରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ
Read More...

ୟୁପି ହିଂସା : ନମାଜ ପରେ ଉତ୍ତେଜନାରେ ୩୩୭ ଗିରଫ, ପ୍ରୟାଗରାଜ-ସାହାରନପୁରରେ ସର୍ବାଧିକ ଗିରଫ

ଲକ୍ଷ୍ନୌ : ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ପ୍ରଦର୍ଶନ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ପୋଲିସ ଏପର୍ଯ୍ୟନ୍ତ ୧୩ଟି ଏଫ୍ଆଇଆର୍ ପଞ୍ଜିକୃତ କରିଛି ଏବଂ ୦୯ ଟି ଜିଲ୍ଲାରେ ହିଂସା ଘଟଣାରେ ୩୩୭ ଅଭିଯୁକ୍ତଙ୍କୁ ଗିରଫ
Read More...

ଆଜି ପୁଣିଥରେ ଇଡି ପାଖରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗତକାଲି ସୋମବାର ଦିନ ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା । ଏହି ପଚରାଉଚରା ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା । ଆଜି ପୁଣି ଥରେ ଇଡି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବ । ରାହୁଲ ଗାନ୍ଧୀଙ୍କ ସମର୍ଥନରେ
Read More...

ଜାଂଜଗିର ଘଟଣାରୁ ଶିକ୍ଷା, ଛତିଶଗଡର ସମସ୍ତ ଜିଲ୍ଲାରେ ଖୋଲା ବୋରୱେଲ ଗାତ ବନ୍ଦ ହେଲା

ରାୟପୁର : ଛତିଶଗଡର ଜାଂଜଗିର ଚମ୍ପାରେ ନିରୀହ ରାହୁଲ ସାହୁଙ୍କ ସହ ଯେଉଁ ଘଟଣା ଘଟିଲା, ତାହା ରାଜ୍ୟ ପ୍ରଶାସନର ଆଖି ଖୋଲି ଦେଇଛି । ୧୧ ବର୍ଷର ବାଳକ ରାହୁଲ ସାହୁଙ୍କ ଜାଞ୍ଜଗିର-ଚମ୍ପା ଜିଲ୍ଲାର ପିହିରିଦ ଗ୍ରାମରେ ଏକ ଖୋଲା ବୋରୱେଲରେ ଖସିପଡିଥିବା ଘଟଣାକୁ ଦୃଷ୍ଟିରେ ରଖି ସିଏମ ଭୁପେଶ
Read More...

ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ

ରେୱା : ଘର ବାହାରେ ଶୋଇଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ରବିବାର ସକାଳେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ଭୋପାଲ ପାଖ ସୋହାଗୀ ପୋଲିସ ଷ୍ଟେସନ ଅଞ୍ଚଳର
Read More...

ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ପଚରାଉଚରା ଜାରି, ସାରା ଦେଶରେ କଂଗ୍ରେସ ପକ୍ଷରୁ ପ୍ରତିବାଦରେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଆଜି ଇଡି ମୁଖ୍ୟାଳୟରେ ନ୍ୟାସନାଲ ହେରାଲ୍ଡ ମାମଲାରେ ହାଜର ହୋଇଛନ୍ତି । ଇଡ଼ି ମୁଖ୍ୟାଳୟକୁ ଯିବା ପୂର୍ବରୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ରାହୁଲଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିବା ଅନେକ
Read More...

ଋଣ ଚାହିଦାରେ ସୁଧାର : ଷ୍ଟେଟ ବ୍ୟାଙ୍କ

ନୂଆଦିଲ୍ଲୀ : ମହାମାରୀ କରୋନା ପ୍ରଭାବରେ ଦୁଇ ବର୍ଷ ପର୍ଯ୍ୟନ୍ତ ମନ୍ଥର ରହିଥିବା ଋଣ ଚାହିଦାରେ ସୁଧାର ହୋଇଛି । ବର୍ଦ୍ଧିତ ମୁଦ୍ରାସ୍ଫୀତି ଓ ଋଣ ସୁଧରେ ବୃଦ୍ଧି ବ୍ୟବସାୟ ଜଗତର ନିବେଶ ଯୋଜନାକୁ ପ୍ରଭାବିତ କରିପାରିନାହିଁ । କମ୍ପାନୀଗୁଡିକ ୭୧୦୦ କୋଟି ହୋଲାର ଋଣ ନେବାକୁ ଚାହିଁ ରହିଛନ୍ତି
Read More...

ମେଘାଳୟରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ରାଜ୍ୟ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୬ ଟା ୩୨ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଟ କରାଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟ କ୍ଷତି
Read More...