ଚେନ୍ନାଇର ଚେଙ୍ଗାଲପାଟ୍ଟୁରେ ଭୟାବହ ଅଗ୍ନିକାଣ୍ଡ
ଚେନ୍ନାଇ : ଚେନ୍ନାଇର ଚେଙ୍ଗାଲପାଟ୍ଟୁରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ୩ ଜଣ ପିଲା । ଗୁରୁବାର ବିଳମ୍ବିତ ରାତିରେ ଏକ ପରିବାରରେ ଏଲପିଜି ଲିକ୍ ହେବାରୁ ଅଗ୍ନିକାଣ୍ଡ ଘଟି ଛୋଟ ପିଲାଙ୍କ ସମେତ ତିନିଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଛୋଟ!-->…
Read More...
Read More...