ରାସ୍ତାକଡରେ ରଖାଯାଇଥିବା ବୋମା ଉପରେ ଚଢିଗଲା ବସ୍ : ୭ ମୃତ, ୬ ଗୁରୁତର
ନୂଆଦିଲ୍ଲୀ : ଆଫଗାନିସ୍ତାନର ବଲ୍ଖ ପ୍ରଦେଶରେ ଆଜି ଏକ ବଡ଼ ବୋମା ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏହି ବୋମା ବିସ୍ଫୋରଣ ବଲ୍ଖ ପ୍ରଦେଶର ରାଜଧାନୀ ମଜାର-ଏ-ସରିଫରେ ଘଟିଛି । ଏଠାରେ ମଙ୍ଗଳବାର ଦିନ ସରକାରୀ କର୍ମଚାରୀଙ୍କ ଏକ ବସ୍ ରାସ୍ତା!-->…
Read More...
Read More...