Browsing Tag

news of india

ଖୁସି ଖବର : କରୋନା ସହ ଲଢ଼ିବାକୁ ଭାରତରେ ଲଂଚ ହେଲା ଔଷଧ

ହାଇଦ୍ରାବାଦ : ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣରେ ସରକାରଙ୍କ ନିଦ ହଜି ଯାଇଛି । କିନ୍ତୁ ଏ ଭିତରେ ଔଷଧ କ୍ଷେତ୍ରର କଂପାନୀ ଡା.ରେଡ଼୍‌ଡ଼ିଜ୍‌ ଲେବରୋଟୋରିଜ୍‌ ଲିମିଟେଡ଼୍‌ ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ରେମ୍‌ଡେସିଭିର୍‌ ଔଷଧ ବଜାରକୁ ଛାଡ଼ିବା
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୟପୁରରେ ପତ୍ରିକା ଗେଟ୍‌ ଉଦ୍‌ଘାଟିତ : ସମ୍ବାଦ ଉପନିଷଦ ଓ ଅକ୍ଷର ଯାତ୍ରା ପୁସ୍ତକ…

• ଭାରତୀୟ ଅନୁଷ୍ଠାନଗୁଡିକ ଆନ୍ତର୍ଜାତିକ ସ୍ତରର ବିଭିନ୍ନ ସାହିତ୍ୟିକ ପୁରସ୍କାର ପ୍ରଦାନ କରିବା ଉଚିତ : ପ୍ରଧାନମନ୍ତ୍ରୀ• ସମାଜକୁ ସକାରାତ୍ମକଭାବେ କିଛି ଦେବା ସାମ୍ବାଦିକ ପାଇଁ କେବଳ ଜରୁରୀ ନୁହେଁ, ବ୍ୟକ୍ତି ହିସାବରେ ଏହା ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ• ଉପନିଷଦର ଜ୍ଞାନ ଏବଂ
Read More...

ହଠାତ୍‌ ଗାଏବ ହେଲେ ଏକ ପରିବାର : ଘର ମୁଖିଆଙ୍କ ଶବ ମିଳିଲା ଘର ଭିତରେ ମାଟି ତଳୁ

ବରେଲି : ନିକଟସ୍ଥ ପିଲିଭିତ ଅଧୀନସ୍ଥ ମାଧୋଦାଣ୍ଡା ଥାନାର କେସରପୁର ଗାଁରେ ଗତ ୪ ଦିନ ତଳେ ହଠାତ୍‌ ଗାଏବ ହୋଇଗଲେ ୫ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାର । ଘର ମୁଖିଆଙ୍କ ଶବ ଘର ଭିତରେ ମାଟି ତଳୁ ମିଳିଛି । ଏହି ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଅକସ୍ମାତ୍‌ ଗାଁରେ ଏକ ପରିବାରର
Read More...

ନୂଆ ସଂକ୍ରମଣ ଦେଶରେ ଆଜି ୮୯,୭୦୬ : ୧୧୧୫ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ଆଜି ଦେଶରେ ପୁଣି ନୂଆ ସଂକ୍ରମଣଙ୍କ ସଂଖ୍ୟା ୮୯,୭୦୬ ରହିଥିବା ବେଳେ ଗତ ୨୪ ଘଂଟାରେ ୧୧୧୫ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି । ଦେଶରେ ଏବେ ୪୩.୭ ଲକ୍ଷ ଲୋକ ଏହି ମହାମାରୀର କବ୍‌ଜାକୁ ଆସି ଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୮,୯୭,୩୯୪ ଜଣ ଜୀବନ ହରାଇ ସାରିଛନ୍ତି କରୋନା
Read More...

ଆଜି ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱନିଧି ସମ୍ବାଦ’

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର
Read More...

ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

• ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ୟ୍ୟକ୍ରମରେ ସାମିଲ• ଆନ୍ତର୍ଜାତିକ ସୌର
Read More...

ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍‌ରେ ଗିରଫ

ପାଟନା : ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍‌ରେ ଗିରଫ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି । ଦୀର୍ଘ ତିନି ଦିନ ଯାଏଁ ପଚରା ଉଚରା ପରେ ନାର୍କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ଦ୍ୱାରା ଗିରଫ୍‌ ହୋଇଛନ୍ତି ରିୟା । ଗିରଫ୍‌
Read More...

ଜାଣିଲେ ଶିହିରି ଯିବ ଦେହ : ୧୧ ବର୍ଷ ବାଳକ ନିଜ ସାଥୀକୁ ପଥରରେ ଛେଚି ହତ୍ୟା କଲା

ଇନ୍ଦୋର : ମଧ୍ୟପ୍ରଦେଶର ବ୍ୟବସାୟ ନଗରୀ ଇନ୍ଦୋରରେ ଏକ ଏମିତି ଘଟଣା ଘଟିଛି, ଯାହା ଜାଣିଲେ ଦେହ ଶିହିରି ଯିବ । ଭିଡ଼ିଓ ଗେମ୍‌ରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ପଥରରେ ମୁଣ୍ଡ ଛେଚି ନିଜ ସାଥୀକୁ ହତ୍ୟା କରିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ସଂପୃକ୍ତ ଅଭିଯୁକ୍ତ ବାଳକ ହତ୍ୟା
Read More...

ଗତ ୨୪ ଘଂଟାରେ ଭାରତରେ ସବୁଠୁ ଅଧିକ ୧୧୩୩ ଜଣଙ୍କ କରୋନାରେ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା ୭୫,୮୦୯

ନୂଆଦିଲ୍ଲୀ : କରୋନା ସଂକଟ ଆହୁରି ଆହୁରି ଜଟିଳ ହେବାରେ ଲାଗିଛି । ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତରେ ଗତ ୨୪ ଘଂଟାରେ ସବୁଠୁ ଅଧିକ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫,୮୦୯ ଜଣ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୨,୮୦,୪୨୨ ଜଣ ଆକ୍ରାନ୍ତ
Read More...

ଏଲ୍‌ଏସି.ରେ ଆଖିବୁଜା ଗୁଳିବର୍ଷଣ : ଚୀନ୍‌ର ଚକ୍ରାନ୍ତକୁ ଭାରତୀୟ ସେନାର ମୁହୁଁତୋଡ଼୍‌ ଜବାବ୍‌

ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ହେଲା ଫାଇରିଂନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଟଣା ଓଟରା ସ୍ଥିତି ଆହୁରି ଆହୁରି ବଢ଼ୁଥିବା ବେଳେ ଗତ ରାତିରେ ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ଫାଇରିଂ ହୋଇଥିବା ଜଣାପଡ଼ିଛି । ଏହାପରେ ଉତ୍ତେଜନା ଆହୁରି ବଢ଼ିଛି । ୧୯୫୭ ପରେ ଏଭଳି ଫାଇରିଂ
Read More...