Browsing Tag

news of india

ପୁଣି ଲଜ୍ଜାଜନକ ଘଟଣା : ୪ ଯୁବକଙ୍କ ଦ୍ୱାରା ମହିଳା ଗଣ ଦୁଷ୍କର୍ମର ଶିକାର, ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ : ପୁଣି ଘଟିଲା ଲଜ୍ଜାଜନକ ଘଟଣା । ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା ସାରା ଦେଶକୁ ବିଚଳିତ କରି ଦେଇଥିବା ବେଳେ ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ୩୨ ବର୍ଷୀୟ ଜଣେ ମହିଳାଙ୍କ ସହ ୪ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଖବର ଏବେ ସାରା ଦେଶରେ ପୁଣି ଚର୍ଚ୍ଚାର ନିଆଁରେ ଘିଅ ଢ଼ାଳିଛି
Read More...

ଝିଅକୁ ମାଟି ମୁଠାଏ ବି ଦେବାକୁ ଦେଲେନି : ହାଥ୍‌ରସ୍‌ ପୀଡ଼ିତାଙ୍କ ମା’

ଲଖ୍‌ନଉ : ସାରା ଦେଶରେ ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବାକୁ ଦାବୀ ହେଉଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଆଯିବାକୁ କଥା ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କେତେକ ପୋଲିସ
Read More...

ଯୋଗୀଙ୍କ ଉପରେ ଦିଗ୍‌ବିଜୟ ସିଂହଙ୍କ ସିଧା ଆକ୍ରମଣ : ଗୁରୁ ଗୋରଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଆଜି ସାମ୍ବାଦିକମାନଙ୍କ ସହ କାଥାବାର୍ତ୍ତା ବେଳେ ହାଥ୍‌ରସ୍‌ ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରିଛନ୍ତି ଏବଂ ସେ କହିଛନ୍ତି ଯେ, ଯୋଗୀ ଆଦିତ୍ୟନାଥ ଗୁରୁ ଗୋରେଖନାଥଙ୍କ ନାଁକୁ କଳଙ୍କିତ କରିଦେଲେ ।
Read More...

ହାଥ୍‌ରସ କାଣ୍ଡରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ବକ୍ରୋକ୍ତି : ବିଜେପି ସବୁଠୁ ବଡ଼ ମହାମାରୀ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଥ୍‌ରସ୍‌ କାଣ୍ଡ ଉପରେ ନିଜର ବକ୍ରୋକ୍ତି ରଖି ବିଜେପି ସବୁଠୁ ବଡ଼ ମହାମାରୀ ବୋଲି ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକ ତଥା ମିଡ଼ିଆ ହାଉସ୍‌କୁ ଏହି ଘଟଣାରେ ଧମକ୍‌ ଦିଆଯାଉଥିବା ଖବର ଆସୁଛି । ମାତ୍ର ମୁଁ ବିଜେପିକୁ
Read More...

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସର

ସାରଜା : ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ସାରଜା କ୍ରିକେଟ ଷ୍ଟାଡିୟମରେ ଆଇପିଏଲ-୨୦୨୦ର ୧୬ତମ ମ୍ୟାଚ ଖେଳାଯାଉଥିବା ବେଳେ ଏହି ମ୍ୟାଚରେ କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲରେ
Read More...

ବଜାରକୁ ଆସିଲା ମହିନ୍ଦ୍ରାର ନୂଆ ଥାର୍‌

ନୂଆଦିଲ୍ଲୀ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନୂଆ ‘ଥାର୍‌’ ମଡେଲ ଶୁକ୍ରବାର ବଜାରକୁ ଆସିଲା । ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ନୂଆ ଏସ୍‌ୟୁଭିକୁ ଉନ୍ମୋଚନ କରାଯାଇଛି । ନୂଆ ଅବତାରରେ ଆସିଥିବା ‘ଥାର୍‌’ ୨ଟି ଟ୍ରିମ ( ଏଏକ୍ସ ଏବଂ
Read More...

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଏବେ ଖେଳ ଶେଷ : ମୋଦୀଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଏବେ ଖେଳ ଶେଷ । ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ରଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏବେ କଡ଼ା ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏଣିକି ଚାକିରୀରୁ ଅବସର ନେବାର ୩୦ ଦିନ ପୂର୍ବରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଫାଇଲ
Read More...

ଆତଙ୍କବାଦୀଙ୍କ ଦ୍ୱାରା ୭ ଭାରତୀୟ ଅପହୃତ

ତ୍ରିପୋଲି : ଭାରତରୁ ଲିବିଆକୁ କାମ କରିଯାଇଥିବା ୭ ଜଣ ଭାରତୀୟ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ଖବର ମିଳିଛି । ଭାରତୀୟଙ୍କ ମୁଣ୍ଡ ଜାମିନ ରଖିଛନ୍ତି ଆତଙ୍କବାଦୀମାନେ ବୋଲି କୁହାଯାଇଛି । ତେବେ ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ମୁକ୍ତ କରାଯିବ ବୋଲି ଆତଙ୍କବାଦୀ ସଂଗଠନ ପକ୍ଷରୁ
Read More...

କରୋନା ଚିକିତ୍ସାରେ ସଫଳତା : ନୂଆ ପଦ୍ଧତି ପାଇଲା ଆଇସିଏମ୍‌ଆର୍

ହାଇଦ୍ରାବାଦ : ମହାମାରୀ କରୋନା ସଂକ୍ରମଣରେ ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଭଳି ସମୟରେ ଏବେ ଏକ ଖୁସି ଖବର ମିଳିଛି । ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ହାଇଦ୍ରାବାଦର ଏକ ଫାର୍ମା କମ୍ପାନୀ ବାୟୋଲୋଜିକାଲ
Read More...

ନିର୍ଭୟା ଓକିଲ ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ପୀଡ଼ିତାଙ୍କ ମାମଲା ଲଢ଼ିବେ

ଲକ୍ଷ୍ନୌ : ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ମାମଲା ଲଢ଼ିବେ ସୀମା କୁଶୱାହ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୨୦୧୨ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ଲଢ଼ିଥିବା ଓକିଲ ସୀମା କୁଶୱାହ ଏ ସଂପର୍କରେ ମତ ଦେଇଛନ୍ତି । ସେ ଲଢ଼ିଥିବା ନିର୍ଭୟା ମାମଲାରେ
Read More...