Browsing Tag

news of india

୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ସଫା, ୭୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀକୁ ହତ୍ୟା କଲେ ସେନା

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସାଇଫୁଲ୍ଲାର ହତ୍ୟା କରାଯାଇଥିବା ସୂଚନା ମିଳିଛି । ରିୟାଜ ନାଇକୁଙ୍କୁ ହତ୍ୟା କରାଯିବା ପରେ ସାଇଫୁଲ୍ଲାକୁ ହିଜବୁଲ ମୁଖ୍ୟ କମାଣ୍ଡର କରିଥିଲେ । ସୂଚନା ଅନୁସାରେ,
Read More...

ଲାଲୁ ମୋଦୀଙ୍କୁ ପଚାରିଲେ, ଶ୍ରମିକମାନଙ୍କୁ ଫେରାଇ ଆଣିବା ବେଳେ ଡବଲ ଇଞ୍ଜିନ କେଉଁଠି ଥିଲା

ରାଂଚି : ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନରେ ​​ଲାଲୁ ପ୍ରସାଦ ଯାଦବ ଦେଖା ଯାଉନାହିଁ‌ନ୍ତି । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ସେ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ ଏବଂ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରୁଛନ୍ତି । ଲାଲୁଙ୍କ ଟ୍ୱିଟରେ
Read More...

ପଶ୍ଚିମବଙ୍ଗ ବିଜେପି ନେତୃତ୍ୱରେ ପରିବର୍ତ୍ତନ ହେବ ନାହିଁ, ଦିଲୀପ ଘୋଷ ରାଜ୍ୟ ସଭାପତି ରହିବେ

କୋଲକାତା : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ ଶନିବାର ଦିନ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ଦିଲୀପ ଘୋଷ ଦଳର ରାଜ୍ୟ ସଭାପତି ରହିବେ । ଏହା ସହିତ ବିଜୟଭର୍ଗିଆ ଗଣମାଧ୍ୟମ ରିପୋର୍ଟରେ ଦିଲୀପ ଘୋଷଙ୍କ
Read More...

ବର୍ତ୍ତମାନ ବିରୋଧୀମାନଙ୍କ ମୁଖା ଖୋଲି ଯାଇଛି : ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦି‌ଲ୍ଲୀ : ପୁଲୱାମା ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କ ମନ୍ତ୍ରୀଙ୍କ ସ୍ୱୀକାର ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ପୁଲୱାମା ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶର ସୈନିକମାନେ ଯେତେବେଳେ ସହିଦ
Read More...

ଇତିହାସ ରଚିଲେ ହରପ୍ରୀତ୍ : ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଇତିହାସ ସୃଷ୍ଟି କରିଛ‌ନ୍ତି ହରପ୍ରୀତ୍ ଏ.ଡି.ସିଂହି । ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ସେ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି । ଏଆଇ.ର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ
Read More...

ଆଇଟିଆଇ ଅନ୍‌ଲାଇନ୍‌ ପରୀକ୍ଷା ବ‌ନ୍ଦ କରିବାକୁ ଦାବୀ କଲା ଦେଶର ଘରୋଇ ଆଇଟିଆଇ ସଂଘ

ନୂଆଦି‌ଲ୍ଲୀ : ଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ଓଡିଶା ଘରୋଇ ଆଇଟିଆଇ ସଂଘ ନେତୃତ୍ବରେ ସର୍ବଭାରତୀୟ ଘରୋଇ ଆଇଟିଆଇ ଗୁଡ଼ିକୁ ନେଇ ଅନ୍‌ଲାଇନ୍‌ ପରୀକ୍ଷାକୁ ବ‌ନ୍ଦ କରିବା ପାଇଁ ଏକ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦିଆଯିବା ସହ ବିଭାଗୀୟ ମନ୍ତ୍ରୀ ମହେନ୍ଦ୍ରନାଥ ପଣ୍ଡେଙ୍କୁ ଏକ ଦାବୀ ପତ୍ର
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟର କେୱଡିଆଠାରେ ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି । ୧୭ ଏକର ପରିମିତ
Read More...

ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ମିଳିତ ଜାତିସଙ୍ଘରେ ଅଧିସୂଚିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟ ଉନ୍ମୋଚିତ• କେୱଡିଆ ମୋବାଇଲ ଆପ ଉନ୍ମୋଚିତ• ୟୁନିଟି ଗ୍ଲୋ ଗାର୍ଡେନ ଉଦ୍ଘାଟନ ଓ ପରିଦର୍ଶନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ
Read More...

ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି

● ୮୫ ଦିନ ପରେ ପ୍ରଥମ ଥର କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଛି● ମୋଟ ପଜିଟିଭ୍ ମାମଲାର ମାତ୍ର ୭.୩୫ % ରହିଛି ସକ୍ରିୟ ମାମଲା ନୂଆଦିଲ୍ଲୀ, (ପିଆଇବି) : କୋଭିଡ ଯୁଦ୍ଧରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରାୟ ୩ ମାସ (୮୫ ଦିନ) ପରେ ଭାରତରେ ସକ୍ରିୟ
Read More...

ଦୁଇ ମହଲା କୋଠା ଭୁଷୁଡି ପଡିଲା : ଅ‌ଳ୍ପକେ ବର୍ତ୍ତିଲା ୭୫ ଜଣ‌ଙ୍କ ଜୀବନ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଲାଗି ରହିଥିବା କଲ୍ୟାଣ ଡୋମ୍ବିଭଲିରେ ଏକ ବଡ଼ ଦୁର୍ଘଟଣାରୁ ଅ‌ଳ୍ପକେ ବର୍ତ୍ତିଯାଇଛି ୭୫ ଜଣ‌ଙ୍କ ଜୀବନ । ସୂଚନା ଅନୁସାରେ ଅକ୍ଟୋବର ୨୯ରେ ଅର୍ଥାତ୍ ଗୁରୁବାର ସକାଳେ ଡୋମ୍ବିଭଲିର କୋପର ଅଂଚଳରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ସେହି
Read More...