Browsing Tag

news of india

‘ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମ’ରେ କେନ୍ଦ୍ରମନ୍ତ୍ରୀ ସାମିଲ୍‌ : ପ୍ରାକୃତିକ ଗ୍ୟାସ…

 ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ ପ୍ରାକୃତିକ ଗ୍ୟାସ ବ୍ୟବହାର ବଢିଲେ ସୁସ୍ଥ ଓ ସ୍ଥାୟୀ ସମାଜ ଗଠନ ହୋଇପାରିବନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷ
Read More...

ସର୍ବିୟାର ବେଲଗ୍ରେଡଠାରେ ଡିସେମ୍ବର ୧୨ରୁ ହେବାକୁ ଥିବା କୁସ୍ତି ବିଶ୍ଵ କପ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବେ…

● ଗତ ମାର୍ଚ୍ଚ ମାସରେ କୋଭିଡ ସଂକ୍ରମଣ ପରେ ଏହା ହେଉଛି ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ନୂଆଦିଲ୍ଲୀ, (ପିଆଇବି) : ୨୪ଜଣ କୁସ୍ତି ପ୍ରତିଯୋଗୀ, ୯ ଜଣ ପ୍ରଶିକ୍ଷକ, ୩ ସହାୟକ ଓ ୩ ରେଫେରିଙ୍କ ସମେତ ଏକ ୪୨ଜଣିଆ ଦଳ ଆସନ୍ତା ୧୨ ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ବରିଷ୍ଠ କୁସ୍ତି
Read More...

ଦୈନିକ ନୂଆ ମାମଲା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଯୋଗୁ ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ଧାରା ବଜାୟ ରହିଛି

● ମୋଟ ଆକ୍ରାନ୍ତ ମାମଲାର ୪.୫% ତଳକୁ ଖସିଲା ସକ୍ରିୟ ମାମଲା ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଭାରତରେ ଗତ ୨୪ ଘଣ୍ଟାରେ ୩୫,୫୫୧ ନୂଆ ମାମଲା ସାମନାକୁ ଆସିଥିବା ବେଳେ ୪୦,୭୨୬ ରୋଗୀ ସୁସ୍ଥ
Read More...

ନିଜ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଲେ ବୃଦ୍ଧା

ଉତ୍ତର ପ୍ରଦେଶ : ପ୍ରଧାନମନ୍ତ୍ରୀଙ୍କ ନାମରେ ସବୁତକ ସମ୍ପତ୍ତି କରିଦେବାକୁ ଉତ୍ତର ପ୍ରଦେଶର ମୋୖନପୁରୀ ତହସିଲ ବିକାଶ ବ୍ଳକର କିଶନିର ଚିତ୍ରୟାନ ଗାଁର ଜଣେ ବୃଦ୍ଧା ନିଷ୍ପତ୍ତି ନେଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁସାରେ ବୃଦ୍ଧାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି । ବୃଦ୍ଧାଙ୍କ ନାଁ
Read More...

କୃଷି ଆଇନ ବିରୁଦ୍ଧରେ ପୁରସ୍କାର ଫେରସ୍ତ ଆରମ୍ଭ ହେଲା : ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ପୁରସ୍କାର ଫେରାଇଲେ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଉଛି । ଏହା ସହିତ ପୁରସ୍କାର ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅକାଳୀ ଦଳର ନେତା ପ୍ରକାଶ ସିଂ ବାଦଲ କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ପୁରସ୍କାର ଫେରାଇ
Read More...

ରଜନୀକାନ୍ତ ୩୧ ଡିସେମ୍ବରରେ ପାର୍ଟି ଘୋଷଣା କରିବେ

ଚେନ୍ନାଇ : ରଜନୀକାନ୍ତ ନୂତନ ରାଜନୈତିକ ଦଳ ଆର‌ମ୍ଭ କରିବାକୁ ଯାଉଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଶୀଘ୍ର ତାଙ୍କର ଏହି ନୂତନ ରାଜନୈତିକ ଦଳ ଘୋଷଣା କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି। ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ କହିଛନ୍ତି ଯେ, ସେ ଡିସେମ୍ବର ୩୧ ରେ ନିଜର ରାଜନୈତିକ ଦଳ
Read More...

କରୋନା ଭୂତାଣୁ କାରଣରୁ ପ୍ରାଣ ହରାଉଥିବା ସାମ୍ବାଦିକମାନଙ୍କୁ ‘କୋଭିଡ ଯୋଦ୍ଧା’ ଶ୍ରେଣୀଭୁକ୍ତ କରାଯିବା…

ନୂଆଦିଲ୍ଲୀ : ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI) ଡାକ୍ତର ତଥା ଅନ୍ୟାନ୍ୟ ଜରୁରୀ ସେବା କର୍ମଚାରୀଙ୍କ ପରି କୋଭିଡ -୧୯ କାରଣରୁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କୁ 'କୋଭିଡ ଯୋଦ୍ଧା' ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଏବଂ ସେମାନଙ୍କୁ ମଧ୍ୟ
Read More...

କୃଷକ ଆନ୍ଦୋଳନ : ଆଜି ସରକାର ଏବଂ କୃଷକଙ୍କ ମଧ୍ୟରେ କଥାବାର୍ତ୍ତା, ଅମରିନ୍ଦର ଭେଟିବେ ଶାହାଙ୍କୁ

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ପ୍ରତିବାଦ ଜୋର୍‌ସୋର୍‌ରେ ଜାରି ରହିଛି । ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ବି ଉଦ୍ୟମ ଚାଲିଛି । କିନ୍ତୁ ସରକାର ବିଫଳ ହୋଇଛନ୍ତି । ଏହି ପର୍ୟ୍ୟାୟରେ ଆଜି କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ।
Read More...

ଏମିତି ଏକ ନଦୀ, ଯାହା ଓଲଟା ପ୍ରବାହିତ ହୁଏ

ନୂଆଦି‌ଲ୍ଲୀ : ଆପଣ ହୁଏତ ସାଧାରଣ ଜ୍ଞାନ ପୁସ୍ତକରେ ପଢ଼ିଥିବେ ଯେ ଭାରତର ଅଧିକାଂଶ ନଦୀ ଗୋଟିଏ ଦିଗକୁ ପ୍ରବାହିତ ହୁଏ ଏବଂ ସେହି ଦିଗ ପଶ୍ଚିମରୁ ପୂର୍ବ ଦିଗକୁ ଯାଇଥାଏ । ସମସ୍ତ ନଦୀ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି,
Read More...

କୃଷକ ଧର୍ମଘଟ : ଆଜି ବିଲ୍ ଉପରେ ଆପତ୍ତି ଜଣାଇବେ, ଆସନ୍ତାକାଲି ପରବର୍ତ୍ତୀ ରାଉଣ୍ଡ ଆଲୋଚନା

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାସ୍ତାକୁ ଓହ୍‌ହ୍ଲାଇଥିବା କୃଷକମାନେ ଏବେ ମଧ୍ୟ ଘନଘୋର ଧର୍ମଘଟରେ ରହିଛନ୍ତି । ପ୍ରାୟ ଏକ ସପ୍ତାହ ଧରି ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଏକାଠି ହୋଇଛନ୍ତି । ଅତୀତରେ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ କୌଣସି ଠୋସ୍
Read More...