Browsing Tag

news of india

ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ଜଣେ ଜେସିଓ ଓ ଚାରିଜଣ ସୈନିକ ଶହୀଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ୫ ସୈନିକଙ୍କ ଶହୀଦ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେନାର ଜଣେ ଜୁନିଅର କମିଶନ ଅଫିସର (ଜେସିଓ)ଙ୍କ ସମେତ ୫ ସୈନିକ ସହିଦ ହୋଇଛନ୍ତି । ଯେତେବେଳେ ସେନା ବାହିନୀ ରାଜୌରୀ ସେକ୍ଟରର ପୀର
Read More...

ୟୁପିର ବାରବାଙ୍କି ଠାରେ ଟ୍ରକ-ବସ୍ ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ, ୩୦ ରୁ ଅଧିକ ଆହତ

ବାରବାଙ୍କି (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାରବାଙ୍କିରୁ ଏକ ବଡ଼ ସଡ଼କ ଦୁର୍ଘଟଣାର ଖବର ଆସିଛି । ଗୁରୁବାର ସକାଳେ ଏଠାରେ ଥିବା ଏକ ଓଭର ରିଙ୍ଗ ରୋଡରେ ଏକ ଟ୍ରକ ଏବଂ ଏକ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ
Read More...

ଜନ ପ୍ରତିନିଧି ଭାବେ ନରେନ୍ଦ୍ର ମୋଦୀ ୨୦ ବର୍ଷ ପୂରଣ କଲେ : କହିଲେ- ମୁଁ ପ୍ରଧାନମନ୍ତ୍ରୀ ହେବାର କଳ୍ପନା ମଧ୍ୟ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ପ୍ରତିନିଧି ଭାବରେ ୨୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ବିଜେପି ସଭାପତି ଜେପି ନଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ବହୁ ବଡ ବଡ ନେତା ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖ
Read More...

ଅନୁକଂପା ଆଧାରରେ ନିଯୁକ୍ତି ଏକ ଅଧିକାର ନୁହେଁ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ, ସମସ୍ତ ସରକାରୀ ପଦବୀ ପାଇଁ ଅନୁକଂପା ନିଯୁକ୍ତି ଏକ ରିହାତି, ଏହା ଅଧିକାର ନୁହେଁ । ଅଦାଲତ କହିଛନ୍ତି ଯେ, ସମ୍ବିଧାନର ଧାରା ୧୪ ଏବଂ ୧୬ ଅନୁଯାୟୀ ସମସ୍ତ ସରକାରୀ ପଦବୀ ପାଇଁ ଅନୁକଂପା କାରଣରୁ ନିଯୁକ୍ତିରେ ସମସ୍ତ
Read More...

ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କୁ ଗଳା କାଟି ହତ୍ୟା

ଦିଲ୍ଲୀ : ରବିବାର ରାତିରେ ଡାବ୍ରି ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି ଅଶ୍ଳୀଳତାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ତା ଘରକୁ ପଳାଉଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତକୁ ଧରି
Read More...

ଆଜିଠାରୁ ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଥିବା ରାମଲୀଳା ଦୂରଦର୍ଶନ ଏବଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେବ

ଅଯୋଧ୍ୟା : ରାମଲୀଳା ମଙ୍ଗଳବାର ଠାରୁ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଯାଉଛି । ଅଯୋଧ୍ୟାରେ ଥିବା ଏହି ପ୍ରସିଦ୍ଧ ରାମଲୀଳାରେ ଫିଲ୍ମ ବ୍ୟକ୍ତିତ୍ୱମାନେ ମଧ୍ୟ ନଜରକୁ ଆସିବେ ଏବଂ ଏହା ଦୂରଦର୍ଶନ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେବ । ଏଥି ସହିତ ରାମଲୀଳା ଡିଜିଟାଲ
Read More...

‘ଉଭୟ ଦିଗରେ ଯେକୌଣସି ବିପଦର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ’

ନୂଆଦିଲ୍ଲୀ : ଲଦାଖର ଅନେକ ସ୍ଥାନରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ସମ୍ପ୍ରତି ଖବର ଆସିଛି ଯେ, ଦଖଲ ହୋଇଥିବା ଲଦାଖରେ ଏଲ୍‌ଏସି ନିକଟରେ ଚୀନ୍ ନିଜର ଶକ୍ତି ବୃଦ୍ଧି କରିଛି । ସେପଟେ ବାୟୁସେନା ମୁଖ୍ୟଙ୍କଠାରୁ ଏକ ବଡ଼ ବିବୃତ୍ତି ସାମ୍‌ନାକୁ ଆସିଛି । ଆଜି ବାୟୁସେନା
Read More...

ଛତିଶଗଡ ସିଏମ୍‌ଙ୍କୁ ଲଖ୍‌ନଉ ବିମାନ ବନ୍ଦରରେ ଅଟକାଇ ଦିଆଗଲା : ଧାରଣାରେ ବସିଲେ

ଲଖ୍‌ନଉ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀକୁ ଯିବା ପାଇଁ ଲଖ୍‌ନଉର ଚୌଧରୀ ଚରଣ ସିଂ ବିମାନବନ୍ଦର (ଅମୌସି)ରେ ପହଞ୍ଚିଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ସେଠାରେ ଅଟକାଇ ଦିଆଯାଇଛି ଏବଂ କଂଗ୍ରେସ ନେତାମାନେ ବିମାନବନ୍ଦର ପରିସରରେ ଧର୍ମଘଟରେ ବସିଛନ୍ତି । ଲଖ୍‌ନଉ ପୋଲିସ
Read More...

ଲକ୍ଷ୍ମୀପୁରରେ ଶାନ୍ତି ଭଙ୍ଗ ଆଶଙ୍କା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗିରଫ

ସୀତାପୁର : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି ଏବଂ ଶାନ୍ତି ଉଲ୍ଲଂଘନ ଭୟରେ ସୀତାପୁରରେ ପୋଲିସ ହେପାଜତରେ ରଖାଯାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରର
Read More...

ଓସାକା ହାଇଦ୍ରାବାଦ ଭର୍ଚୁଏଲ ନୂଆଁଖାଇ ଭେଟ୍‌ଘାଟ୍‌ରେ ପଶ୍ଚିମ ଓଡିଶାର ହଜି ଯାଉଥିବା ଲୋକକଳା ପ୍ରଦର୍ଶିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ଅକ୍ଟୋବର ୩ ତାରିଖ ସନ୍ଧ୍ୟାରେ ଭର୍ଚୁଏଲ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନିଆରା ଢଙ୍ଗରେ ଆୟୋଜିତ ହୋଇଯାଇଛି । ଏ ବର୍ଷ ‘ଗାଁ ରୁ ଗ୍ଲୋବାଲ’ ବାର୍‌ତା
Read More...