Browsing Tag

nabarangapur news

ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର

ନବରଙ୍ଗପୁର, (କେପିଏନ୍‌ଏସ୍‌) : ନବରଙ୍ଗପୁରରେ ଲଗାଣ ବର୍ଷା, ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଗୋଟିଏ ରାତିର ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଖାତିଗୁଡ଼ାର ସିନ୍ଧୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଦେଓପାଲି ଓ ଖାତିଗୁଡା ଯୋଗାଯୋଗ ବିଛିନ୍ନ,
Read More...

ରାଇଘରରେ ଅଘଟଣ : ଗ୍ୟାସ ଲିକ୍ ଯୋଗୁଁ ଢାବାରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ରାଇଘର ସ୍ଥିତ ମାଁ ମାଉଳି ଢାବାରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ଲିକ୍ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଢାବା ମାଲିକଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କ
Read More...

ସାମ୍ବାଦିକଙ୍କୁ ଛୁରା ମାଡ଼ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିଠାରେ ସାମ୍ୱାଦିକଙ୍କୁ ଛୁରାମାଡ଼ । ଛୁରା ମାଡ଼ରେ ସାମ୍ବାଦିକ ସୁମିତ କୁମାର ଘଣ୍ଟ ଗୁରୁତର ହୋଇଛନ୍ତି । ତାଙ୍କୁ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ପାପଡାହାଣ୍ଡି ଗାଁର ସାମ୍ୱାଦିକ ସୁମିତ କୁମାର ଘଣ୍ଟ
Read More...

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍‌ : ଜଣେ ମୃତ

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ବେହେରାଗୁଡା ନିକଟରେ ଏକ ଅଘଟଣ ଘଟିଛି । ବିଦ୍ୟୁତ ଖୁଣ୍ଟରେ ଏକ ବାଇକ୍ ପିଟି ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କୁସୁମୀ ଗାଁର ଖଗପତି ପୂଜାରୀ । ଗୁରୁତର ଜଣକ ହେଲେ ରୂପକୁ ଭୁତ୍ରା । ଆଜି
Read More...

ହୃଦୟ ବିଦାରକ ଘଟଣା ; ଏକା ସାଙ୍ଗରେ ଜଳିଲା ୩ ଭାଇଙ୍କ ଜୁଇ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡ଼ା ସାହିର ୩ ସଂପର୍କୀୟ ଭାଇଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ । ଏକା ସହିତ ୩ଟି ଜୁଇରେ ଜଳିଲା ୩ ଭାଇଙ୍କ ଚିତା । ଶୋକାକୁଳ ପରିବେଶରେ ସରିଲା ଶବଦାହ କାର୍ଯ୍ୟ ।
Read More...

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ନବରଙ୍ଗପୁର : ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁରେ ଅଘଟଣ । ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଖବର ଅନୁଯାୟୀ, ପଡ଼ାଲଗୁଡ଼ା ଗାଁରେ ପାଇଖାନା
Read More...

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଦୀଲିପ ପ୍ରଧାନୀ

ନବରଙ୍ଗପୁର : କଂଗ୍ରେସର ବିଧାୟକ ପ୍ରାର୍ଥୀ ଦୀଲିପ ପ୍ରଧାନୀ ହାତ ଛାଡି ଶଙ୍ଖ ଧରିଛନ୍ତି । ଶଙ୍ଖ ଭବନ ଠାରେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନାଖା, ରମେଶ ମାଝୀ, ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ଦୀଲିପ ପ୍ରଧାନୀ ବିଜେଡିରେ ବିଧିବଦ୍ଧ ଭାବେ
Read More...

ପୁଣି ଚମକାଇ ଦେଲେ ଝିଅ ବନିତା

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ନିବାସୀ ଗୋପାଳକୃଷ୍ଣ ମହାପାତ୍ରଙ୍କ ନାତୁଣୀ, ନବୋଦୟ ବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟାପକ, ସ୍ତମ୍ବକାର ବନବିହାରୀ ଦାଶଙ୍କ ଝିଅ ବନିତା ପୁନର୍ବାର ଅବିଭକ୍ତ କୋରାପୁଟ ପାଇଁ ଗୌରବ ଆଣିଛନ୍ତି । ସେ ଆସନ୍ତା ଜାନୁୟାରୀ ୧୧ ଓ ୧୨
Read More...

ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ଓ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର ବି.ଜେ.ଡ଼ି ଦଳର ସମ୍ପାଦକ ଓ ବିଶିଷ୍ଠ ଶ୍ରମିକ ନେତା ଶିରାଜଉଦିନ ଅହମଦ, ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସହ ଜିଲ୍ଲା ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ରାଜ୍ୟରେ ବି.ଜେ.ଡ଼ି ସରକାର ଥିବା
Read More...

ଉମରକୋଟ ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀଙ୍କୁ ଚୟନ କରାଯାଇଛି । ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ତାଙ୍କ ନିଜ ବାସ ଭବନକୁ ଡାକି ବାସନ୍ତୀଙ୍କୁ ଏହି ମନୋନୀତ ପତ୍ରଟି ପ୍ରଦାନ କରିବା ପରେ ଶ୍ରୀମତୀ ମାଝୀ
Read More...