ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କଲେ ବିଧାୟକ
ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ନିକଟସ୍ଥ ନଅଗାଁସ୍ଥିତ ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କରିଥିଲେ । କୋବିଡ-୧୯ ଅନୁଯାୟୀ ମୁହଁରେ ମାସ୍କ ପିନ୍ଧିବା ସହିତ ସଂପୁର୍ଣ୍ଣ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ!-->…
Read More...
Read More...