Browsing Tag

loisingha news

ବକେୟା ପ୍ରାପ୍ୟ ପ୍ରଦାନ ଦାବୀରେ ପାଚିକା ସହାୟିକା ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପାଚିକା ସହାୟିକା ମାନଙ୍କ ୨୮ ମାସର ବକେୟା ପ୍ରାପ୍ୟ, ମାର୍ଚ୍ଚ ମାସରୁ ସେପ୍‌ଟେମ୍ବର ମାସର ଦରମା ଓ ଶାଢୀ ପ୍ରଦାନ ଦାବୀରେ ନିଖିଳ ଓଡିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ଓ ବିଇଓଙ୍କୁ
Read More...

ନୂଆ ଏନ୍‌ଏସି ଗଠନ ତାଲିକାରେ ଲୋଇସିଂହା :୧୦ ବର୍ଷର ପ୍ରତୀକ୍ଷା, ଆଶା ନା ଆଶଙ୍କା ?

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଦୀର୍ଘ ୧୦ ବର୍ଷ ହେଲା ଲୋଇସିଂହା ଏନ୍‌ଏସି ହେବ, ଅନେକ ଥର ଏମିତି ତାଲିକା ପ୍ରକାଶ ପାଇଛି । ଏମିତିକି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶ୍ରେୟ ନେବା ପାଇଁ ରାସ୍ତାଘାଟରେ ଫ୍ଲେକ୍ସ ମଧ୍ୟ ଲାଗିଛି । କିନ୍ତୁ ଆଶାରେ ପଡି ରହିଥିବା ଲୋଇସିଂହାବାସୀଙ୍କ ୧୦
Read More...

ଲୋଇସିଂହରେ ଗାନ୍ଧୀ ଜୟନ୍ତୀ ପାଳିତ

ଲୋଇସିଂହା, (ବିମଳେ‌ନ୍ଦୁ ସାହୁ) : ଗାନ୍ଧୀସ୍ମୃତି ପାଠାଗାର ଠାରେ ସଭାପତି କୁନା ଭୋଇଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ନିରାଡ଼ମ୍ବର ଭାବେ ଜୟନ୍ତୀ ପାଳନ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ସୁରେଶ ଅଗ୍ରୱାଲଙ୍କ ଅକାଳ
Read More...

ତଲିଉଡାର-ଉପରବାହାଲ-ରେଙ୍ଗାଲି ରାସ୍ତା : ବିଭାଗୀୟ ଅବହେଳା ଯୋଗୁଁ ଟେଣ୍ଡର ହୋଇନି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ…

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗମନା ଗମନ ଦୃଷ୍ଟିରୁ ବହୁ ପଛରେ ପଡିଛି ଲୋଇସିଂହା ବ୍ଲକର ୩୪ ନମ୍ବର ଜୋନ । ଏପରିକି ୨୦୧୪-୧୫ ମସିହାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ପୂର୍ତ ବିଭାଗକୁ ହସ୍ତାନ୍ତରିତ ହୋଇ ସାରିଛି । କିନ୍ତୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଏହି
Read More...

ଆବାସ ଯୋଜନା ବଂଟନରେ ଅନିୟମିତତା ଅଭିଯୋଗ : ତଦନ୍ତ ଦାବୀ କଲେ ବାଦ୍‌ ପଡିଥିବା ହିତାଧିକାରୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ତାଲିକାରେ ନାମ ଅଛି । ପଂଚାୟତ କାନ୍ଥରେ ନାମ ରହିଛି । ତଥାପି ବର୍ଷ ବର୍ଷ ଧରି ବାଦ୍‌ ପଡିଥିବା କିଛି ଆବାସ ହିତାଧିକାରୀ ବଂଟନରେ ଅନିୟମିତତା ଅଭିଯୋଗ ଆଣିବା ସହିତ ତଦନ୍ତ ଦାବୀ କରିଛନ୍ତି । ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତ ଅଧୀନସ୍ଥ
Read More...

ଲୋଇସିଂହା ଜଂଗଲ ବିଭାଗ ପକ୍ଷରୁ ଟ୍ରାକ୍ଟର ସହ ଚୋରା କାଠ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ରାତିରେ ଲୋଇସିଂହା ଜଂଗଲ ବିଭାଗ ପକ୍ଷରୁ ଡୁମେର୍‌ଝରନ-ମହରାସନୀ ରାସ୍ତାରେ ଏକ କଂଚା ବଲି ବୋଝେଇ ଟ୍ରାକ୍ଟର ଧରା ପଡ଼ିଥିବା ସୂଚନା ମିଳିଛି । ତେବେ ପ୍ରାୟ ରାତି ୩ଟା ସମୟରେ ଜଂଗଲ ବିଭାଗର ଉଚିତ ପଦକ୍ଷେପ ଯୋଗୁଁ ଟ୍ରାକ୍ଟରକୁ ଅଟକା ଯାଇ ପାରିଥିବା ବେଳେ
Read More...

ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସାିଂହାସ୍ଥିତ ୱାଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ କରାଯାଇଛି । ଯୋଗୀସର୍ଡା, ହୀରାପୁର, ଝାରମୁଣ୍ଡା, ବାଦିମୁଣ୍ଡା, ତଲିଉଡାର ପଂଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ପ୍ରାୟ ୨୨୦ ଜଣ ଚାଷୀଙ୍କୁ ଏହି ମେସିନ ପ୍ରଦାନ
Read More...

ଲୋଇସିଂହାରେ କରୋନା ମୁକାବିଲା ସଭା : ଡାକ୍ତରଖାନାରେ ଭେଂଟିଲେଟର ସୁବିଧା ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ମାହେଶ୍ୱରୀ ସଂଗଠନର ଆବାହାକତ୍ୱରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ଦେବାଶିଷ ବିଶୋଇଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଏହି ସଭାରେ କରୋନା ମୁକାବିଲା ଉପରେ ଆଲୋଚନା
Read More...

ଚାଷୀଙ୍କ ସୁବିଧା ପାଇଁ ବିଜେପି ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ୨୦୧୯-୨୦ ବର୍ଷର ଫସଲ ବୀମା, ୟୁରିଆ ସାରର କୁତ୍ରିମ ଅଭାବ ଓ କୀଟନାଶକ ନକଲି ଔଷଦ ସମେତ ଇମପୁଟ ସବସିଡି ପ୍ରଭୃତି ଚାଷୀଙ୍କ ସୁବିଧା ସମ୍ବଳିତ ୪ ଦଫା ଦାବୀ ପତ୍ର ଲୋଇସିଂହା ବିଜେପି ପକ୍ଷରୁ ବିଡିଓଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ
Read More...

ବିଏଡ୍‌ ପରୀକ୍ଷାକୁ ଅଫ୍‌ ଲାଇନ୍‌ ପରିବର୍ତ୍ତେ ଅନ୍‌ ଲାଇନ୍‌ କରିବାକୁ ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ବର୍ଷ ପ୍ରାରମ୍ଭରୁ ମହାମାରୀ କରୋନାର ସଂକ୍ରମଣ ବଢିବାରେ ଲାଗିଛି । ଏପରି ସମୟରେ ଅନେକ ପରୀକ୍ଷା ବନ୍ଦ ରହିଥିବା ବେଳେ କେତେକ ଅନ୍‌ ଲାଇନ୍‌ରେ ମଧ୍ୟ ସରିଛି । ତେଣୁ ଆଗାମୀ ଦିନରେ ଆନ୍ଦ୍ରପ୍ରଦେଶ ଭଳି ଅନ୍ୟାନ୍ୟ ରାଜ୍ୟରେ ହେବାକୁ ଥିବା ବିଏଡ୍‌
Read More...