Browsing Tag

lathor news

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ୪ ଗିରଫ

ଲାଠୋର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଥାନା ଅଧୀନରେ ଥିବା ମସିଣା ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଲାଠୋର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକମାନେ ହେଲେ
Read More...

ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ

ଲାଠୋର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଲାଠୋର ଅଞ୍ଚଳରେ ପୁଲିସର ଆକ୍ସନ । ମୋବାଇଲ ଚୋରି ଘଟଣାରେ ଲଠୋର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ଅଭିଯୁକ୍ତ ଜଣକ ହେଲେ ବିହାର ରାଜ୍ୟର ସିଙ୍ଗିଆ ଥାନା ଅନ୍ତର୍ଗତ ଲିହାବେ ଗ୍ରାମର ରାମଚନ୍ଦ୍ର ଶର୍ମାଙ୍କ ପୁଅ
Read More...

ରେଳ ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ

ଲାଠୋର, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧିନ ଚୋରମୁଣ୍ଡା ଗ୍ରାମ ନିକଟରେ ମାଲବାହି ଟ୍ରେନ ଧକ୍କା ଦେବାରୁ ଏକ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଲାଠୋର ସ୍ଥିତ ହରିଶଙ୍କର ରୋଡ ରେଳ ଷ୍ଟେସନ ଦେଇ ରାୟପୁର ପଟେ ଯାଉଥିବା ରେଳ ଧାରଣା ଖମ୍ବ ନମ୍ବର ୧୩୫/ ୩୦ଠାରେ
Read More...

ପୁଲିସର ଜନସମ୍ପର୍କ ଶିବିର

ଲାଠୋର, (ଅଶୋକ ବାଗ) : ଲାଠୋର ଥାନା ବେନ୍ଦେର ଗାଁର ହାଇସ୍କୁଲ ଖେଳପଡିଆଠାରେ ଶନିବାର ପୁଲିସ ଓ ବଲାଙ୍ଗିର ୟୁଥ୍‌ ବ୍ଲଡ ଡୋନର ଗୃପର ମିଳିତ ଆନୁକୂଲ୍ୟରେ ଜନସମ୍ପର୍କ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିନିଧି ତେଜୁ ମାଝୀ, ଥାନା ଅଧିକାରୀ ଝସକେତନ ଭୋଇ
Read More...

ଫାଇଲେରିଆ ନିରାକରଣ ଅଭିଯାନ

ଲାଠୋର : ଲାଠୋରରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘରକୁ ଘର ବୁଲି ଆଶାକର୍ମୀମାନେ ଫାଇଲେରିଆ ନିରାକରଣ ଉପରେ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି । ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ସମସ୍ତଙ୍କୁ
Read More...

ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ କାଠ ନିର୍ମିତ ସାମଗ୍ରୀ ଜବତ

ଲାଠୋର, (କେପିଏନ୍‌ଏସ୍‌) : ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ କାଠ ନିର୍ମିତ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଲାଠୋର ବିଭାଗର ଖରଲି ଗ୍ରାମ ନିକଟରେ ଗତକାଲି ଲାଠୋର ରେଞ୍ଜର କର୍ମଚାରୀମାନେ ଏକ ଅଧା ତିଆରି ଡାଇନିଂ ସେଟ୍, ଏକ ଟେବୁଲ୍, ଚେୟାର (୭), ଏକ ଅଧା ତିଆରି
Read More...

ବନବିଭାଗ ପକ୍ଷରୁ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ଜବତ

ଲାଠୋର, (କେପିଏନ୍‌ଏସ୍‌) : ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ୪୦ ସମୟରେ ଲାଠୋର ରେଞ୍ଜର କର୍ମଚାରୀମାନେ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ନେଇ ଯାଉଥିବା ଏକ ଟ୍ରାକ୍ଟର ଗାର୍ଗୁଲି ବିଭାଗର କୁରଲୁମାଲ ଖେଳ ପଡିଆ ନିକଟରେ ଜବତ କରିଥିବା ଜଣାପଡିଛି । ଏହି ଚଢାଉରେ ଦୁଇ
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ବସ୍‌ଷ୍ଟାଣ୍ଡ ଠାରେ ଶୁକ୍ରବାର ରାଇଟ୍‌ ଟୁ ଫାଇଟ ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୩୮ ଜଣଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ୫୨ ଜଣଙ୍କୁ ଟିଟିଲାଗଡ ପଠାଯାଇଥିଲା ।
Read More...

ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜରେ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରସନ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି, ଅତିରିକ୍ତ ଉପଜିଲ୍ଲାପାଳ
Read More...

ଲାଠୋରରେ ବୁଲିଲା ଆମସେବା ସଚେତନତା ରଥ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ଗ୍ରାମରେ ଆସ୍ଥା ଜନସେବା ଆମସେବା ସଚେତନତା ରଥ ଗଡିଛି । ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ତତ୍ତ୍ୱାବଧାନରେ ରଥଟି ଉପଖଣ୍ଡର ସମସ୍ତ ଅଞ୍ଚଳ ବୁଲୁଛି । ଜନସାଧାରଣ ଯେପରି କୌଣସି ଠାରେ ହଇରାଣର ଶିକାର ନହେବେ ସେଥିପ୍ରତି ସଚେତନ କରାଇବା ପାଇଁ
Read More...