Browsing Tag

kantabanji news

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ମାସ୍କ ବଂଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଏନଏସି କାର୍ଯ୍ୟାଳୟ ପରିସରରେ ସହରର ସମସ୍ତ ଜରୁରୀ ଅଭାବୀ ଲୋକଙ୍କୁ ଆଜି ମାସ୍କ ଏବଂ ସାବୁନ ବଂଟନ କରିଛନ୍ତି । ଏହି ଅବସରରେ ସେ କଂଟାବାଂଜି ଏନଏସିର ଜନସାଧାରଣ କରୋନା ଭଳି ମହାମାରି ସଂକ୍ରମଣ ରୋଗରୁ
Read More...

ଗୁରୁଶିଷ୍ୟର ସମ୍ପର୍କ ଯୁଗ ଯୁଗର ଏକ ପବିତ୍ର ସମ୍ପର୍କ

କଣ୍ଟାବାଞ୍ଜି,(କେପିଏନ୍‌ଏସ୍‌) : ଗୁରୁଶିଷ୍ୟର ସମ୍ପର୍କ ଯୁଗ ଯୁଗର ଏକ ପବିତ୍ର ସମ୍ପର୍କ । କେଉଁ ଆବହମାନ କାଳରୁ ଏହି ସମ୍ପର୍କଟି ମଣିଷ ଜାତିକୁ ବାଟ ଦେଖାଇ ଆସିଛି । ସୂଚନାଯୋଗ୍ୟ ଯେ କେ.ଭି ମହାବିଦ୍ୟାଳୟ ଠାରେ ଗୁଗୁଲ ମିଟରେ ଭରଚୁଏଲ ଗୁରୁ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର
Read More...

ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ବୃଦ୍ଧ ଦମ୍ପତ୍ତି

କଂଟାବାଂଜି, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗ୍ରାମ ଦଲପଡାର ଦୁଇ ବୟସ୍କ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ । ଦୀର୍ଘ ବର୍ଷ ଧରି ଆବେଦନ ପରେ ଆବେଦନ କରିଛନ୍ତି ଭତ୍ତା ପାଇବା ପାଇଁ । ହେଲେ ସବୁବେଳେ ତାଙ୍କ ଆବେଦନ ଫେଲ୍‌ ମାରିଛି । ପଡାର ଅନ୍ୟମାନଙ୍କୁ
Read More...

ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଘଟଣା : ବାପା ସହ ଦିବ୍ୟାଙ୍ଗ ଝିଅର ତହସିଲ ଅଫିସ ସାମ୍ନାରେ ଆମରଣ ଅନଶନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ଆଜି ଦିନ ୫ ଦିନରେ ପହଂଚିଛି । ୫ ଦିନ ବିତିଥିଲେ ମଧ୍ୟ ମୋତେ ନ୍ୟାୟ ମିଳିନି ବୋଲି ଦିବ୍ୟାଙ୍ଗ ରୂପାଲି କୌର ଅଭିଯୋଗ କରିଛନ୍ତି । ଏପରିକି ଦୀର୍ଘ ଦିନ ହେଲା ବାପା ସୁରଜିତ ସିଂ ମାଖିଜା ଜବର ଦଖଲ
Read More...

ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ବି ଅବହେଳିତ ବିଧବା : ରାସନ କାର୍ଡ, ଭତ୍ତା ଏବଂ ପରିବାର ମଂଗଳ ଯୋଜନା ସହାୟତାରୁ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗାଁର ଭୁଲେଶ୍ୱରୀ ମଲ୍ଲିକ(୪୭) । ସ୍ୱାମୀ ଶ୍ରୀଧର ମଲ୍ଲିକ ୨୦୧୦ ମସିହାରେ ଆରପାରିକୁ ଚାଲି ଗଲେ । ସ୍ୱାମୀର ମୃତ୍ୟୁ ପରେ ନିଜର ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ନେଇ ସଂସାର । ଜମି ବାଡି କହିଲେ ଏକ
Read More...

ସ୍କୁଟି ଦୁର୍ଘଟଣାରେ ଜଣେ ଗୁରୁତର

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସିମେଂଟ ଫ୍ୟାକ୍ଟ୍ରି ନିକଟରେ ଆଜି ସଂଧ୍ୟାରେ ଏକ ସ୍କୁଟି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା
Read More...

ନୂଆଁଖାଇ ପରେ ପୁର୍ନବାର ଟିଟିଲାଗଡ ଉପଖଣ୍ଡରେ ସପ୍ତାହନ୍ତ ସଟ୍‌ଡାଉନ ଘୋଷଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ନୂଆଁଖାଇ ପରେ ପୁର୍ନବାର ଟିଟିଲାଗଡ ଉପଖଣ୍ଡକୁ ସପ୍ତାହନ୍ତ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ ଟିଟିଲାଗଡ । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ପତ୍ର ସଂଖ୍ୟା ୩୧୩୧/ତା. ୨୮.୦୮.୨୦୨୦ ଅନୁସାରେ ଉପଖଣ୍ଡ ଅଂଚଳରେ
Read More...

୯ ଦିନ ପରେ ମହାବୀର ରେସିଡେନ୍ସିରୁ ଉଠିଲା କଂଟେନମେଂଟ ଜୋନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ୱାର୍ଡ ନଂ. ୧୪ ମହାବୀର ରେସିଡେନ୍ସିୁରେ କରୋନା ସଂକ୍ରମିତ ରୋଗକୁ ଦୃଷ୍ଟି ରଖି ଗତ ୧୯.୦୮.୨୦୨୦ରିଖ ଦିନ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲେ । ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ କୁମାର ଉପାଧ୍ୟାୟ ଏହା ଘୋଷଣା
Read More...

୧୧ଟି ରାଜ୍ୟର ପ୍ରତିଯୋଗୀଙ୍କ ମଧ୍ୟରେ ବଙ୍ଗୋମୁଣ୍ଡାର ସଂସିତା ତୃତୀୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱାଧୀନତା ଦିବସ ଦିନ ସିନାପାଲିଠାରେ ସର୍ବ ଭାରତୀୟ ଅନଲାଇନ ଦେଶାତ୍ମବୋଧକ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅନଲାଇନ ଡାନ୍ସ ପ୍ରତିଯୋଗିତାରେ ଦେଶର ୧୧ଟି ରାଜ୍ୟର ମୋଟ ୧୮୩ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ
Read More...

ମହାବୀର ରେସିଡେନ୍ସି ହେଲା କଂଟେନମେଂଟ ଜୋନ : ଘୋଷଣା କଲେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ୱାର୍ଡ ନଂ.୧୪ ମହାବୀର ରେସିଡେନ୍ସିକୁ ବୁଧବାର ଦିନ ଟିଟିଲାଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ ଉପାଧ୍ୟାୟ କଂଟେନମେଂଟ୍‌ ଜୋନ ଘୋଷଣା କରିଛନ୍ତି । ଉପଜିଲ୍ଲାପାଳ ତଥା ଏସ.ଡି.ଏମ. ଟିଟିଲାଗଡଙ୍କ ପତ୍ର ସଂଖ୍ୟା
Read More...