Browsing Tag

kalahandi news

ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା

କଳାହାଣ୍ଡି, (ପି.କେ.ସାହୁ) : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଶିକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ତଥା ବର୍ତ୍ତମାନର କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ଉଭୟ
Read More...

ଆବାସ ଯୋଜନା ଘୋଟାଲା : ପଡ଼ିଛି ଫାଉଣ୍ଡେସନ୍‌, ଉଠିଛି ଛାତ ଲେବଲ୍‌ର ବିଲ୍

କଳାହାଣ୍ଡି, (ପି.କେ.ସାହୁ) : ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆସୁଥିବା ଆବାସ ଯୋଜନାକୁ ସରକାରୀ କର୍ମଚାରୀ ମାନେ ସ୍ପଷ୍ଟ ଦିବାଲୋକରେ ହରିଲୁଟ୍‌ କରୁଥିବା ପରି ଏକ ସଂଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକରୁ । ଏହି ବ୍ଲକ ଆମପାଣି ପଞ୍ଚାୟତ କୁଟ୍ରୁ ଗାଁର ଲେଖାଆମପଡାର
Read More...

ଚର୍ଚ୍ଚାରେ କ୍ଷୁଦ୍ର ଚଳଚ୍ଚିତ୍ର “ଟାଙ୍ଗର୍”

କଳାହାଣ୍ଡି, (ପି.କେ.ସାହୁ) : ପରମ୍ପରା ସମାଜକୁ ସବୁବେଳେ ନୂଆ ଶିକ୍ଷା ଦିଏ, ମଣିଷକୁ ନିଆରା ପରିଚୟ ଦିଏ । ଅତ୍ୟାଧୁନିକ ମଣିଷକୁ ପୁଣିଥରେ ମାଟିମଗ୍ନ କରିବା ହିଁ “ଟାଙ୍ଗର୍”ର ମୂଳ ଉଦ୍ଦେଶ୍ୟ । ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପଣ୍ଡିତ ଅଜିତ କୁମାର ଦାଶ ଏବଂ କାହାଣୀ ଓ ସଂଳାପ
Read More...

ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଘଟଣା : ଗୋଟିଏ ଜୁଇରେ ଜଳିଲା ପିଉସୀ-ଝିଆରୀଙ୍କ ପାର୍ଥିବ ଶରୀର

କଳାହାଣ୍ଡି, (ପି.କେ.ସାହୁ) : ପୋଖରୀକୁ ଗାଧୋଇବାକୁ ଆସି ପାଣିରେ ବୁଡି ଯାଇ ଅକାଳରେ ସ୍ୱର୍ଗପଥର ଯାତ୍ରୀ ହୋଇଥିବା ଦୁଇ ପିଉସୀ-ଝିଆରୀଙ୍କ ପାର୍ଥିବ ଶରୀର ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆଣିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି ଠାରୁ ଦୁଇ ଝିଅକୁ ହରାଇ ବାହୁନି
Read More...

କଳାହାଣ୍ଡିର ଯୁବ ଓ ଛାତ୍ର ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

କଳାହାଣ୍ଡି, (ପି.କେ.ସାହୁ) : ବିଜୁ ଯୁବ ଓ ଛାତ୍ର ଜନତା ଦଳକୁ ତୃଣମୂଳ ସ୍ତରରେ ଆହୁରି ସଂଗଠିତ ଓ ମଜବୁତ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପର୍ୟ୍ୟବେକ୍ଷକଙ୍କ ନାମ ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ ଓ ରାଜ୍ୟ
Read More...

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରେଜାଙ୍ଗଲା ଶୌର୍ଯ୍ୟ ଦିବସ ପାଳିତ

ଭବାନୀପାଟଣା, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନର୍ଲା ବ୍ଲକ୍ ବୁଢ଼ୀପଦର ଠାରେ ରେଜାଙ୍ଗଲା ଶୌର୍ୟ୍ୟ ଦିବସ ପାଳିତ ହୋଇଯାଇଛି । ମହାସଭାର ସଂପାଦକ ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରେଜାଙ୍ଗଲା ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା ।
Read More...

୫୬ତମ ମହାବୀର ମହୋତ୍ସବ : କଳାହାଣ୍ଡିର କଳା ସଂସ୍କୃତିର ସଂରକ୍ଷଣ ଓ ବିକାଶରେ ମହାବୀର ଅନନ୍ୟ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡିର କଳା, ସଂସ୍କୃତିର ସଂରକ୍ଷଣ ଓ ବିକାଶରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଭୂମିକା ସର୍ବାଦୌ ସ୍ମରଣୀୟ । କେବଳ କଳାହାଣ୍ଡି ନୁହେଁ ଓଡ଼ିଶା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଳାହାଣ୍ଡି, (ପି.କେ.ସାହୁ) : ଏକ ଗଛରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଗୋପୀଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ
Read More...

ମା’ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଂଟ ଭାଲୁପିଆ ଚମ୍ପିୟାନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଅଲାତରା ପଞ୍ଚସଖା ଖେଳ ପଡିଆ ଠାରେ ନଭେମ୍ବର ୧୦ ତାରିଖରୁ ଚାଲିଥିବା କ୍ରିକେଟ ଟୁଣ୍ଣାମେଂଟ ଫାଇନାଲର ମ୍ୟାଚ ରେ ଭାଲୁପିଆ ଦଳ ବିଜୟୀ ହୋଇଛି ।୧୬ ଟି ଟିମ ଅଂଶଗ୍ରହଣ କରିଥିବା ବେଲେ ଫାଇନାଲରେ ନିର୍ଦ୍ଧାରିତ ୮ ଓ଼ଭରରେ ରେଗଡା ସମସ୍ତ ଵିକେଟ
Read More...

ଟ୍ରକ ଧକ୍କାରେ ମୃତ ବୃଦ୍ଧଙ୍କ ଶବ ରଖି ରାସ୍ତାରୋକ ଘଟଣା : ୨୧ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ

କଲହାଣ୍ଡି, (ପି.କେ.ସାହୁ) : ଟ୍ରକ ଦୁର୍ଘଟଣାରେ ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପେଙ୍ଗସୁର ଗ୍ରାମର କରୁଣା ନାଗ (୬୦)ଙ୍କ ମୃତ୍ୟୁ ହୋଇଥିଲା । ପରେ ଅପରାହ୍ନ ୪ ଘଣ୍ଟା ସମୟରେ ପରିବାର ଲୋକେ ଓ ଗ୍ରାମବାସୀ ଶବ ରଖି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ
Read More...