Browsing Tag

dhenkanal news

ପ୍ରଭାତୀ ରାଉତ ସରପଞ୍ଚ ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ

ଢେଙ୍କାନାଳ, (ତାପସ ଦାସ) : ଯୋରନ୍ଦା ଗ୍ରାମପଞ୍ଚାୟତର ପ୍ରଭାତୀ ରାଉତ ସରପଞ୍ଚ ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯୋରନ୍ଦା ଗ୍ରାମପଞ୍ଚାୟତର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ।
Read More...

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଲେ ଓଡ଼ିଆ ଝିଅ ଜଗଜିତା ଦାସ ଓରଫ ରିସ୍ନା

ଢେଙ୍କାନାଳ : ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଛନ୍ତି ଓଡ଼ିଆ ଝିଅ ଜଗଜିତା ଦାସ ଓରଫ ରିସ୍ନା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟିତ୍ରୀ ମଞ୍ଜିଲତା ପାଣିଙ୍କ ଏକମାତ୍ର ସୁକନ୍ୟା ହେଉଛନ୍ତି
Read More...

ଶିବ ଶକ୍ତି ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଟିତ : ୭୦ ୟୁନିଟ ରକ୍ତ ସଂଗ୍ରହ

ଢେଙ୍କାନାଳ, (ତାପସ ଦାସ) : ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଚିତ୍ତଳପୁର ଗ୍ରାମର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିବଶକ୍ତି ଯୁବକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଚିତ୍ତଳପୁର ଗ୍ରାମ ଉଗ୍ରେଶ୍ୱର ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଆମ
Read More...

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଯୋରନ୍ଦା, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଥିବା ପ୍ରସିଦ୍ଧ ଡ଼ୁବୁରୀ ପାହାଡ଼ ସିଦ୍ଧ ବଜରଙ୍ଗବାଲି ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମକର ସଂକ୍ରାନ୍ତିରେ ଯୋରନ୍ଦା ଗ୍ରାମ ପଂଚୟତର ଭକ୍ତ ମାନେ ଶ୍ରୀମହାବୀରଙ୍କୁ ଘିଅ, ଧୂପ,
Read More...

ରାସୋଳ ବ୍ୟାଙ୍କ ଡକାୟତି ଘଟଣାରେ ଧରା ପଡିଲେ ପାଞ୍ଚ ଜଣ ଡକାୟତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ରାସୋଳ ବ୍ୟାଙ୍କ ଡକାୟତି ଘଟଣାରେ ଧରାପଡ଼ିଲେ ୫ଜଣ ଡକାୟତ । ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡିରେ ଡକାୟତଙ୍କୁ ପଚାର ଉଚରା କରୁଛି ପୋଲିସ । ଗୋଟିଏ କାର, ଦୁଇଟି ବାଇକ ଜବତ ସହ ସୁନା ଓ ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।
Read More...

ଢେଙ୍କାନାଳ ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଆଜି ଦିନ ଦ୍ୱିପହରରେ ଢେଙ୍କାନାଳ ଜିଲ୍ଲା ରସୋଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୁତ୍ତ ଟଙ୍କା ଓ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଦୁଇଟି ବୁଲେଟ୍‌ରେ ୪ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ
Read More...

କୂଅ ମଧ୍ୟରେ ଜଙ୍ଗଲୀ ବରାର୍ହ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା, ଶଢଙ୍ଗୀ ବନଖଣ୍ଡ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏକ ଜଙ୍ଗଲୀ ବରାର୍ହ ଆଜି ସକାଳୁ ପଡି ଯାଇଥିଲା । ଏହାର ଓଜ଼ନ ପ୍ରାୟ ଏକ କ୍ୱିଣ୍ଟାଲରୁ ଅଧିକ ହେବ । ଏ ବିଷୟରେ ସଂଗେ ସଂଗେ ଶଢଙ୍ଗୀ
Read More...

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୩ ତମ ସାଧାରଣନ୍ତ୍ରତ ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି
Read More...

ଢେଙ୍କାନାଳ ରାଜଉଆସରେ ପସିଲା କରୋନା : ରାଜାରାଣୀଙ୍କ ସହିତ ଯୁବରାଜ ଆକ୍ରାନ୍ତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହରସ୍ଥିତ ଦୁର୍ଗା ବଜାର ରାଜବାଟିକୁ ପଶିଛି କରୋନା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ତାଙ୍କ ପତ୍ନୀ ରାଣୀ ସାବିତ୍ରୀ ଦେବୀ ଓ ପୁତ୍ର ଯୁବରାଜ ଅମରଜ୍ୟୋତି ସିଂହଦେଓ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସୂଚନା
Read More...

ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବାରିହାପୁର ସ୍ଥିତ ଶିବ ମନ୍ଦିରଠାରେ ଗତକାଲି ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପ୍ରକାରର ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ସଂଗଠନର ମୁଖ୍ୟ ଉପସଭାପତି ସିପୁନ ସାହୁ ତାଙ୍କର ବିବରଣୀ ପ୍ରକାଶ
Read More...