Browsing Tag

deogoan news

ଉଡାର-ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଟ୍ରାକ୍ଟର : ପିଡବ୍ଲୁଡ଼ି ରାସ୍ତା ୧୫ଦିନ ତଳେ ହୋଇଥିଲା କାମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରୁ ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ୧୫ଦିନ ତଳେ ଏହି ରାସ୍ତା କାମ ହୋଇଥିବା ବେଳେ ଏବେ ଠାରୁ ଏଭଳି ଭାବେ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଚଳାଉଥିବାରୁ ରାସ୍ତାର
Read More...

ଥାଳବନ୍ଧ ଓ ବ୍ରାହ୍ମଣୀଜୋର୍ ହାଇସ୍କୁଲରେ ୧୨ବର୍ଷ ପରେ ପ୍ରଧାନ ଶିକ୍ଷକ ପଦବୀ ହେଲା ପୂରଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୧୨ ବର୍ଷ ପରେ ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ ବ୍ରାହ୍ମଣୀଜୋର ଉନ୍ନିତ ଉଚ୍ଚ ବିଦ୍ୟାଳୟର ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇଛି । ଉପରୋକ୍ତ ଦୁଇଟି ସ୍କୁଲ ଉନ୍ନିତ ହେବା ଦିନ ଠାରୁ ପଦବୀ ଖାଲି
Read More...

ହାତୀସରା ପୋଖରୀ ପୁନଃଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ହାତୀସରା ଗାଁର ସୁରୁ ବନ୍ଧ ମାଟି ଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ଦିନ ପରେ ଗ୍ରାମବାସୀଙ୍କ ଦାବୀ କ୍ରମେ ଗାଁର ସୁରୁ ବନ୍ଧର ମାଟି ଉଦ୍ଧାର କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ
Read More...

ବନ୍ଧପଡ଼ା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୧୨ଟା ସମୟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ବନ୍ଧପଡ଼ା ସ୍ଥିତ କଲ୍ୟାଣ ମଣ୍ଡପରେ ମଣ୍ଡଳ ସଭାପତି ବାସୁଦେବ ସିଂନିନାଙ୍କ ସଭାପତିତ୍ୱରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଜିଳ୍ଲା ବିଜେପି
Read More...

ଦେଓଗାଁରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ : ଥାନାରେ ଅଟକ ହେଲେ ୫ କଂଗ୍ରେସ କର୍ମୀ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ଜଳ ସମ୍ପଦ ସଚିବ ଅନୁ ଗର୍ଗ ଓ ଶିକ୍ଷା ସଚିବ ବଲାଙ୍ଗିର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟ
Read More...

ଅପେକ୍ଷାରେ ସରକାରଙ୍କ ରାଜସ୍ୱ ଗ୍ରାମ ଘୋଷଣା : ଗାଁଠୁ ବିଛିନ୍ନ ହୋଇଥିବା ଜନବସତିକୁ ଗାଁର ମାନ୍ୟତା ଦିଆଯାଉ

ଦେଓଗାଁ, (ମନୀଷ କୁମାର ସାହୁ) : ୩୦ ବର୍ଷରୁ ଅଧିକ ହେଲା ଦେଓଗାଁ ତହସିଲ ଅଧିନରେ ଥିବା ୩୦ରୁ ଅଧିକ ଗାଁ ସ୍ୱତନ୍ତ୍ର ରାଜସ୍‌ସ୍ୱ ଗାଁର ମାନ୍ୟତା ପାଇବା ଅପେକ୍ଷାରେ । ଓଡିଶାରେ ୪ହଜାରରୁ ଅଧିକ ଗାଁକୁ ସ୍ୱତନ୍ତ୍ର ରାଜସ୍ୱ ଗାଁର ମାନ୍ୟତା ଦେବାକୁ ସରକାର ଚିନ୍ତା କରୁଥିବା ବେଳେ ଦେଓଗାଁ
Read More...

ଦାବିଲିକାନିରେ ପାଣି ଟାଙ୍କି ନିର୍ମାଣ ପାଇଁ ଭୂମି ପୂଜନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଅପରାହ୍ନରେ ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତର ନାଇକେନଶିରା ଗାଁର ଦାବିଲିକାନିପଡାରେ ପିଇବା ପାଣି ପାଇଁ ଭୂମୀ ପୂଜନ ସହ ନଡିଆ ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ନଡିଆ ଭଙ୍ଗା କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା
Read More...

କାର୍‌-ବାଇକ୍‌ ଦୁର୍ଘଟଣାଗ୍ରସ୍ତ : ବାଇକ ଆରୋହୀ ଆହତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଉପରଝର ସ୍ଥିତ କଲେଜ ଛକରେ ଏକ କାର ଓ ବାଇକ ଦୁର୍ଘଟଣା ହୋଇଛି । ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରକାଶ ଯେ, ଗତକାଲି ପ୍ରାୟ ୩ଟା ସମୟରେ ଉପରଝର ପଟରୁ ତୁଷୁରା
Read More...

ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଟେପ୍ରେନ ଗାଁର ବିଶିଷ୍ଟ ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ର(୬୧)ଙ୍କ ଶୁକ୍ରବାର ଦିନ ସକାଳ ପ୍ରାୟ ୫ଟା ସମୟରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ପଙ୍କଜିନୀଙ୍କ ଶେଷ ସମୟରେ ସ୍ୱାମୀ ଶଙ୍କର୍ଷଣ ମିଶ୍ର ତାଙ୍କ ୨
Read More...

ବିଦ୍ୟୁତ୍ ବିଲରେ ଦ୍ଵନ୍ଦ ବୋଲି କାଟି ଦେଲେ ଲାଇନ୍ : ୫ଦିନ ହେଲା ନେଟୱର୍କ ସେବାରୁ ବଞ୍ଚିତ ଉପଭୋକ୍ତା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହାରେ ଥିବା ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ୫ଦିନ ହେଲା ବିଏସ୍‌ଏନ୍‌ଏଲ୍ ଓ ଜିଓ ନେଟୱର୍କ ସେବା ମିଳୁନଥିବା କୁଡ଼ାସିଂହା ଅଞ୍ଚଳର ନେଟୱର୍କ ବ୍ୟବହାରକାରୀ ଅଭିଯୋଗ
Read More...