Browsing Tag

deogaon news

ପୂର୍ବ ସଂପାଦକଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ସଂପାଦକ ଛବିଚନ୍ଦ୍ର ପୁଟେଲଙ୍କ ପରଲୋକ ହୋଇଥିବାରୁ ଅକ୍ଷୟ ଚୌଧୁରୀଙ୍କ ସଂଯୋଜନାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ
Read More...

ଶିରାବାହାଲ ଓ ମହଲାଇରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଶିରାବାହାଲରେ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବେନ୍ଦ୍ର ଭୋଇ, ପ୍ରଦୀପ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ସଭାକୁ ବିଧାନ ବିଶ୍ୱାଲ ଓ ସାଂକୃତିକ କାର୍ଯ୍ୟକ୍ରମକୁ ଅବନୀ ପଧାନ ଓ ଅବନୀ ସାହୁ ପରିଚାଳନା କରିଥିଲେ । ପ୍ରଫୁଲ୍ଲ ପୋଡ଼
Read More...

ବହଲିରେ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ବହଲି ଗାଁରେ ସ୍ଥାନୀୟ ଗଣେଶ ପୂଜା କମିଟି ପକ୍ଷରୁ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ସଭ୍ୟ ହୃଦାନନ୍ଦ ଗଡତ୍ୟା ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ନୂଆଁଖାଇ ପର୍ବ ତିଆରିଛି ଏକତା

ଦେଓଗାଁ ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ କଛାରପାଲି ସାହୁପଡ଼ାର ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି । ୨୦୦୭ ମସିହାରେ କଛାରପାଲି ଗୌନ୍ତିଏନ ଶ୍ରୀମତୀ କିଶୋରୀ ଦେବୀଙ୍କ ଦେହାନ୍ତ ପରେ ସେଲମା
Read More...

ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଚ୍ୟୁତରାମ ମେହେରଙ୍କ ବିୟୋଗରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଚ୍ୟୁତ ରାମ ମେହେରଙ୍କ ଗତ ଶନିବାର ରାତିରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମେହେର ଜଣେ ଉତ୍ସର୍ଗୀକୃତ ଏବଂ ଛାତ୍ର ବତ୍ସଳ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ
Read More...

ଦେଓଗାଁରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ମଙ୍ଗଳବାର ଦିନ ସକାଳ ସାଢ଼େ ୮ଟା ସମୟରୁ ବଲାଙ୍ଗିର ଠାରୁ ଗତ ସୋମବାର ଦିନ ବାହାରି ଥିବା ୨ଟି ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଦେଓଗାଁ ବ୍ଲକକୁ ପରିକ୍ରମା କରିଥିବାରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ସୋମବାର ଦିନ ଗୁଡ଼ଭେଲା ବ୍ଲକ
Read More...

କନ୍ଧକେଲଗାଁରେ ଅମୃତ ସରୋବର ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ସଇଁତଲା ବ୍ଲକ କନ୍ଧକେଲଗାଁରେ ଅମୃତ ସରୋବର ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ତଳିବନ୍ଧରେ ଗାଁର ବରିଷ୍ଠ ନାଗରିକ ମହେଶ୍ୱର ମେହେରଙ୍କ ଦ୍ୱାରା ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ସଇଁତଲା ବ୍ଲକ ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ
Read More...

ଜଲିଆରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ସ୍ଥାନୀୟ କ୍ଲବ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବରେ ପିଣ୍ଟୁ ପଟେଲ, ସମ୍ପାଦକ ଭାବେ
Read More...

ପୂର୍ବ ଅଧ୍ୟାପକ ଅଚ୍ୟୁତ ମେହେରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ତଥା ସ୍ଥାନୀୟ କଲେଜର ପୂର୍ବତନ ଅଧ୍ୟାପକ ଅଚ୍ୟୁତ ମେହେର(୬୧)ଙ୍କ ଶନିବାର ରାତିରେ ପରଲୋକ ଘଟିଯାଇଛି । ରାତି ପ୍ରାୟ ୮ଟା ସମୟରେ ହୃଦ୍‌ଘାତ ଯୋଗୁଁ ବଲାଙ୍ଗିର ଡ଼ାକ୍ତରଖାନା ପରେ ବରଗଡ଼କୁ ନେବା ସମୟରେ ତାଙ୍କ ଦେହାନ୍ତ
Read More...

କନକପୁରରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ କନକପୁର ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କରିବା ପାଇଁ ଚିନ୍ମୟ ମିଶ୍ରଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାଁ ତଥା କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ପ୍ରମୋଦ
Read More...