Browsing Tag

corona in balangir district

ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୨ : ବଲାଙ୍ଗିର ପୌରାଚଂଳରୁ ୩୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଚଂଳରୁ ୩୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ. ୧, ୱାର୍ଡ ନଂ. ୮, ୱାର୍ଡ ନଂ. ୧୦, ୱାର୍ଡ ନଂ. ୧୧, ୱାର୍ଡ ନଂ.
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତ ଶୂନ୍ୟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଜିଲ୍ଳାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ସଂଖ୍ୟା ମାତ୍ର ୧୦ । ତେବେ ଜିଲ୍ଲାରେ ସମୁଦାୟ ୮୮୧୩ ଜଣ କରୋନାରେ ସଂକ୍ରମିତ ହୋଇିଥିବା ବେଳେ ୮୭୬୨ ଜଣ ଜଣ ସୁସ୍ଥ ହୋଇ
Read More...