କଣ୍ଟେନରରେ ଅଗ୍ନିକାଣ୍ଡ : ଜଳିଗଲା ୧୦୦ ସ୍କୁଟି
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବାଇପାସ୍ରେ ସ୍କୁଟି କଣ୍ଟେନରରେ ଆକସ୍ମିକ ନିଆଁ ଲାଗି ସମସ୍ତ ସ୍କୁଟି ପୋଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ମଧ୍ୟରେ କଣ୍ଟେନେରରେ ଥିବା ୧୦୦ଟି ସ୍କୁଟି ଜଳିଯାଇଛି । ସୂଚନା ମୁତାବକ, କଣ୍ଟେନରଟି!-->…
Read More...
Read More...